Breaking News

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ ଅଙ୍କ ତାଙ୍କ ସ୍ବାମୀ ର ଦୀର୍ଘାୟୁ ପାଇଁ ଏହି ବ୍ରତ କୁ ପାଳନ କରିଥାଆନ୍ତି । ଏହା ପଛ ରେ ମହା କିମ୍ବଦନ୍ତୀ ମଧ୍ୟ ଅଛି ଓ ଯାହା ଆପଣ ମାନେ ନିଶ୍ଚୟ ଜାଣିଥିବେ କେ ପୁରାତନ ଯୁଗ ରେ ସତ୍ୟବାନ ଙ୍କ ମୃତ୍ଯୁ ହୋଇଯାଇଥିଲା କିନ୍ତୁ ତାଙ୍କର ପତ୍ନୀ ସାବିତ୍ରୀ ତାଙ୍କ ସ୍ବାମୀ ଙ୍କ ଭଲ ପାଇବା ଓ ଭକ୍ତି ଦେଖି ଯମରାଜ ତାଙ୍କୁ ତାଙ୍କ ସ୍ବାମୀ ଜୀବନ ଫେରାଇ ଦେଇଥିଲେ ।

ତାହେଲେ ଏହି ସାବିତ୍ରୀ ବ୍ରତ କେବଳ ଆମ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ଉତ୍ତରପ୍ରଦେଶ , ବିହାର ରାଜ୍ୟ ରେ ଏହି ବ୍ରତ ପାଳନ କରାଯାଇଥାଏ । ସବୁଠୁ ବଡ କଥା ହେଲା ଯେ ଆମ ଦେଶ ବାହାରେ ନେପାଲ ରେ ବ୍ରତ ଟିକୁ ପାଳନ କରିଥାଆନ୍ତି । କିନ୍ତୁ ଆମ ଓଡ଼ିଶା ରେ ଏହି ବ୍ରତ ଟି କୁ ଧୂମ ଧାମ ରେ ପାଳନ କରିଥାଆନ୍ତି । ଘରେ ଘରେ ସାବିତ୍ରୀ ବ୍ରତ ପାଳନ କରିଥାଆନ୍ତି ନିଜ ସ୍ବାମୀ ପାଇଁ । ତାହେଲେ ଆସନ୍ତୁ ଜାଣିବା ଆମ ଅଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ କେମିତି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।

ଝିଲ୍ଲିକ ଭଟ୍ଟାଚାର୍ଯ୍ୟ – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ କିଛି ବର୍ଷ ତଳେ ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ତାଙ୍କ ଶାଶୁ ଘରେ ବେଶ ଖୁସି ରେ ଅଛନ୍ତି ତାହେଲେ ଏହି ସାବିତ୍ରୀ ବ୍ରତ ଦିନ ସେ ତାଙ୍କ ସ୍ବାମୀ ପୂଜା କରି ଏହି ବ୍ରତ ପାଳନ କରିଛନ୍ତି ।

ରଚନା ବାନାର୍ଜୀ – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ନବେ ଦଶକ ର ଅଭିନେତ୍ରୀ ହେଉଛନ୍ତି ରଚନା ବାନାର୍ଜୀ । ତାହେଲେ ସେ ଏହି ସାବିତ୍ରୀ ବ୍ରତ ଦିନ ତାଙ୍କ ଶାଶୁ ଓ ଘରପାଖ ସମ୍ପର୍କୀୟ ମହିଳା ମାନ ଙ୍କ ସହିତ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ଏଲିନା ପଢି – ଦର୍ଶକ ବନ୍ଧୁ ତାହେଲେ ଇଏ ହେଉଛନ୍ତି ଏଲିନା ପାଢୀ ସେ ସାବିତ୍ରୀ ଦିନ ତାଙ୍କ ସ୍ବାମୀ ଙ୍କ ସହ ଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।


ପ୍ରିୟଙ୍କା ପାଣିଗ୍ରାହୀ – ତାହେଲେ ଦର୍ଶକ ବନ୍ଧୁ ଏହି ପ୍ରିୟଙ୍କା ଏହି ସାବିତ୍ରୀ ବ୍ରତ ଟି ପାଳନ କରିଛନ୍ତି ତାଙ୍କ ସ୍ବାମୀ ଙ୍କ ପାଇଁ , ତାହେଲେ ଇଏ ହେଉଛନ୍ତି ତାଙ୍କ ସ୍ବାମୀ ।


ଜାଙ୍କଳିନୀ – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ କିଛି ଦିନ ତଳେ ବିବାହ କରିଥିଲେ । ସେ ଆମ ଓଡିଆ ଧାରାବାହିକ ର ଜଣେ ଜଣା ଶୁଣା ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଥିଲେ । ତାହେଲେ ବନ୍ଧୁଗଣ ଜାଙ୍କଳିନୀ ସାବିତ୍ରୀ ବ୍ରତ ତାଙ୍କ ସ୍ବାମୀ ଅରବିନ୍ଦ ଙ୍କୁ ପୂଜା କରି ତାଙ୍କର ମଙ୍ଗଳ ପାଇଁ ଏହି ବ୍ରତ ଟି କୁ ବେଶ ଧୂମ ଧାମ ରେ ପାଳନ କରିଛନ୍ତି ।


ହଁ ବନ୍ଧୁ ଆମ ଓଡିଆ ଅଭିନୟ ଜଗତ ର ସମସ୍ତ ବିବାହିତ ଅଭିନେତ୍ରୀ ମାନେ ସାବିତ୍ରୀ ବ୍ରତ ଟି କୁ ବେଶ ଧୂମ ଧାମ ରେ ପାଳନ କରିଛନ୍ତି ॥ ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *