Breaking News

ଭିଡିଓ ଦେଖନ୍ତୁ – ଅନୁଭବଙ୍କ ଠାରୁ ଅଲଗା ରହି ବି ତାଙ୍କ ପାଇଁ ସାବିତ୍ରୀ ବ୍ରତ କରିଲେ ବର୍ଷା (Varsha)

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ କୁଇନି ବର୍ଷା ପ୍ରିୟଦର୍ଶିନୀ ଙ୍କୁ । ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ବର୍ଷା ଓ ଅନୁଭବ କିଛି ବିବାଦ ରୁ ଅଲଗା ହୋଇ ଯାଇଛନ୍ତି ଓ ଏହାର ସମାଧାନ ପାଇଁ ଉଭୟ କୋର୍ଟ ର ଦ୍ଵାରସ୍ଥ ହୋଇଛନ୍ତି ଆହେଲେ ବର୍ଷା ଅନୁଭବ ଙ୍କ ଠୁ ଅଲଗା ଥିବା ସତ୍ବେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ଏହି ସାବିତ୍ରୀ ବ୍ରତ ଟି କୁ କେମିତି ପାଳନ କରିଛନ୍ତି ଆସନ୍ତୁ ଜାଣିବା ।

ତାହେଲେ ବନ୍ଧୁଗଣ ଗତ ବର୍ଷ ଠାରୁ ଅନିଭାବ ଓ ବର୍ଷା ଅଲଗା ରହୁଛନ୍ତି ଓ ଦୁହେଁ ଦୁହିଁ ଙ୍କ ଠାରୁ ଅଲଗା ହବା ପାଇଁ କୋର୍ଟ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କୋର୍ଟ ର ଏ ପର୍ଯ୍ୟନ୍ତ ସମାଧାନ କରି ନାହାଁନ୍ତି , ହଁ ବନ୍ଧୁ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ସହିତ ରହିବାକୁ ଚାହୁଁଥିବା ସମୟ ରେ ଅନୁଭବ ବର୍ଷା ଙ୍କ ଠାରୁ ଅଲଗା ହବା ପାଇଁ ରହିବା ପାଇଁ ଚାହୁଁଛନ୍ତି । ତାହେଲେ ଆଗାମୀ ଦିନ ମାନ ଙ୍କ ଭିତରେ କଣ ହଉଛି ତାହା ଖୁବ ଶୀଘ୍ର ଜଣା ପଡିଯିବ ।

ତାହେଲେ ବନ୍ଧୁଗଣ ଏତେ କିଛି ହବା ସତ୍ବେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ନିଜ ସ୍ବାମୀ ଅନୁଭବ ମହାନ୍ତି ଙ୍କ ମଙ୍ଗଳ ପାଇଁ ସାବିତ୍ରୀ ବ୍ରତ ଟି କୁ ପାଳନ କରିଛନ୍ତି । ହଁ ବନ୍ଧୁ ସାବିତ୍ରୀ ବ୍ରତ ଦିନ ଯେମିତି ଆମ ଓଡିଆ ବିବାହିତ ସଧବା ନାରୀ ମାନେ ନିଜ ସ୍ବାମୀ ମଙ୍ଗଳ ପାଇଁ ପୂଜା ଓ ଉପବାସ କରନ୍ତି ଠିକ ସେହିଭଳି ବର୍ଷା ମଧ୍ୟ ଅନୁଭବ ଙ୍କ ମଙ୍ଗଳ ପାଇଁ ସାବିତ୍ରୀ ବ୍ରତ ଦିନ ପାଳନ କରିଛନ୍ତି । ଆଗାମୀ ଦିନ ମାନ ଙ୍କ ଭିତରେ ନିଶ୍ଚୟ ଜଣା ପଡାଯିବ କି ଏହି ଏକାଠି ରହିବେ ନା ଅଲଗା , କିନ୍ତୁ ଦର୍ଶକ ମାନେ ଚାହୁଁଛନ୍ତି ଯେ ଏହି ଦୁଇ ଲୋକ ପ୍ରିୟ ଯୋଡି ଏକାଠି ହୋଇଯାଆନ୍ତୁ ଓ ପୁଣି ଓଡିଆ ଇଣ୍ଡଷ୍ଟ୍ରୀ ଫେରି ଆସନ୍ତୁ ବୋଲି ଦର୍ଶକ ମାନେ ଠାକୁର ନିକଟ ରେ ପ୍ରାର୍ଥନା କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.