Breaking News

ତାରା ଆଖିର ତାରିଣୀ ଅଭିନେତ୍ରୀ ତନୁଜା ଖୁଡୀଙ୍କ (Ranjita) ଙ୍କ ପୁରା ପରିବାର ଫଟୋ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡ଼ିଆ ଧାରାବାହିକ ବେଶ୍ ଲୋକ ପ୍ରୀୟତା ହାସଲ କରି ପାରିଛି । ଏହି ଧାରାବାହିକ ଗୁଡ଼ିକ ଦର୍ଶକ ମାନ ଙ୍କୁ ବେଶ୍ ପସନ୍ଦ ଆସିଛି । ସଂଧ୍ୟା ହେଲେ ମାତ୍ର କେ ଦର୍ଶକ ମାନେ ଟିଭି ନିକଟ ରେ ବସି ପଡନ୍ତି ଧାରାବାହିକ ଗୁଡ଼ିକ ଦେଖିବା ପାଇଁ । ସେମିତି ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରିଣୀ ଆଖିରେ ତାରା ଧାରାବାହିକ ଟି ଲୋକ ମାନ ଙ୍କୁ ବେଶ୍ ପସନ୍ଦ ଆସିଛି । ଆଜି ଆମେ ଜାଣିବା ଏହି ଧାରାବାହିକ ରେ ଅଭିନୟ କରିଥିବା ଏକ ଅଭିନେତ୍ରୀ ଙ୍କ ବିଷୟ ରେ । ହଁ ବନ୍ଧୁ ଆମେ କହୁଛୁ ତାରିଣୀ ଆଖିରେ ତାରା ରେ ଅଭିନୟ ତନୁଜା ଖୁଡି ବିଷୟ ରେ ।

ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ଏହି ଧାରାବାହିକ ରେ । ତାହେଲେ ଆସନ୍ତୁ ଜାଣିବା ତନୁଜା ଖୁଡି ଙ୍କ ଜୀବନ ଶୈଳୀ ଓ ପରିବାର ବିଷୟ ରେ । ତନୁଜା ଙ୍କ ପ୍ରକୃତ ନାମ ହେଉଛି ରଞ୍ଜିତା ପାଣିଗ୍ରାହୀ ସେ ପ୍ରଥମେ ରଜ କ୍ୱିନୀ ରେ ୱିନର ହୋଇ ଓଡ଼ିଆ ଧାରାବାହିକ ରେ ପାଦ ଦେଇଥିଲେ । ତନୁଜା ବା ରଞ୍ଜିତା ପ୍ରଥମେ ତାରା ତାରିଣୀ ଧାରାବାହିକ ରେ ଅଭିନୟ କରିଥିଲେ ଆଉ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କ ଜବରଦସ୍ତ ଅଭିନୟ ଏହି ଧାରାବାହିକ ରେ । ରଞ୍ଜିତା ଙ୍କ ଜବରଦସ୍ତ ଅଭିନୟ ଫଳ ରେ ତାରା ତାରିଣୀ ଧାରାବାହିକ ଟି ଲୋକ ପ୍ରିୟ ଧାରାବାହିକ ହୋଇ ପାରିଥିଲା । ତା ପରେ ଏହି ଧାରାବାହିକ ଟି ବନ୍ଦ ହୋଇ ଏଥିରେ ଆଉ ଏକ ଧାରାବାହିକ ସଂଯୋଗ କରାଯାଇଛି ଯାହାର ନାମ ହେଉଛି ତାରିଣୀ ଆଖିରେ ତାରା ।

ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ତନୁଜା ଙ୍କ ବିଷୟ ରେ । ବର୍ତ୍ତମାନ ସମୟ ରେ ତନୁଜା ତାଙ୍କ ପରିବାର ସହ ଭୁବନେଶ୍ୱର ରେ ରହୁଛନ୍ତି । ତାଙ୍କ ପରିବାର ରେ ତାଙ୍କ ବାପା ମା ଓ ତାଙ୍କ ବଡ ଭଉଣୀ ମଧ୍ୟ ଅଛନ୍ତି । କିଛି ଦିନ ତଳେ ତନୁଜା ତାଙ୍କ ଭଉଣୀ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଏହି ବିବାହ ଉତ୍ସବରେ ତନୁଜା ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ନଜର ଆସିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ତନୁଜା ଙ୍କ ଭଉଣୀ ବୁଲିବା ପାଇଁ ବାପ ଘର୍ କୁ ଆସିଛନ୍ତି । ତନୁଜା ଓ ତାଙ୍କ ଭଉଣୀ ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *