Breaking News

ଭିଡିଓ ଦେଖନ୍ତୁ – କିପରି ନିଜ ଝିଅ ସହ ଖେଳୁଛନ୍ତି ମାହି ଓ ଚନ୍ଦନ (Tushar)

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଓ ଏହି ଅଭିନେତା ଓ ଅଭିନେତ୍ରୀ ବାସ୍ତବ ଦୁନିଆ ରେ ସ୍ବାମୀ ସ୍ତ୍ରୀ ଅଟନ୍ତି , ସୁଟିଂ ସେଟ୍ ରୁ ଉଭୟ ପରସ୍ପର କୁ ଭଲ ପାଇଥିଲେ ଓ ପରବର୍ତ୍ତୀ ସମୟରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡ଼ି ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ। ହଁ ବନ୍ଧୁ ଏହି ଦୁଇ ଯୋଡ଼ି ହେଉଛନ୍ତି ଚନ୍ଦନ ଓ ମାହି , ଆଜି ଆମ ପେଜ ମାଧ୍ୟମ ରେ ଜାଣିବା ଯେ ଚନ୍ଦନ ଓ ମାହି କିପରି ତାଙ୍କ କୁନି ଝିଅ ସହ ମଜା ମସ୍ତି କରୁଛନ୍ତି ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ଏହି ଦୁଇ ଯୋଡ଼ି ଙ୍କୁ ଅନେକ ଧାରାବାହିକ ରେ ଜବରଦସ୍ତ ଅଭିନୟ କରିବା ର । ଏହି ଦୁଇ ଯୋଡ଼ି ବହୁ ଗୁଡ଼ିଏ ଧାରାବାହିକ ରେ ଅଭିନୟ କରିବା ସହିତ ଅନେକ ଚଳଚ୍ଚିତ୍ର ରେ ମଧ୍ୟ ନଜର ଆସିଛନ୍ତି। ଚନ୍ଦନ ଓ ମାହି ଙ୍କ ଜବରଦସ୍ତ ଅଭିନୟ ଫଳ ରେ ବେଶ୍ ଲୋକ ପ୍ରିୟତା ହାସଲ କରିବା ସହିତ ଘରେ ଘରେ ପରିଚିତ । ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଚନ୍ଦନ ଓ ମାହି ସୁଟିଂ ସେଟ୍ ରୁ ପରସ୍ପର କୁ ଭଲ ପାଇ , ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ସେମାନେ ତାଙ୍କ ବିବାହ ପର ଠାରୁ ଆଉ କୌଣଷି ଧାରାବାହିକ ରେ ନଜର ଆସି ନାହାଁନ୍ତି ।

କିନ୍ତୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି ଯେ ଚନ୍ଦନ ଓ ମାହି ତାଙ୍କ ଝିଅ ସହିତ ଖେଳୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ହଁ ବନ୍ଧୁ କିଛି ମାସ ତଳେ ଚନ୍ଦନ ଓ ମାହି ଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଚନ୍ଦନ ଓ ମାହି ତାଙ୍କ ଝିଅ ସହିତ ଖେଳୁଥିବା ର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ଯେଉଁ ଫଟୋ କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.