Breaking News

ଭିଡିଓ ଦେଖନ୍ତୁ – ବିବାହ ପରେ ଓଡିଆ ନାୟିକା ଜାଙ୍କଲିନ କେମିତି କାମ କରୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଅଭିନୟ ଏମିତି ଏକ ଜିନିଷ ଯାହା ଦ୍ବାରା ମଣିଷ ଜୀବନ ର ସବୁ କିଛି ପାଇ ପାରିବ । ଯେମିତି ଇ ସମ୍ମାନ,ସବୁଠି ପରିଚିତ ଓ ପରିଶ୍ରମ ଅନୁଯାୟୀ ଭଲ ଫଳ , ଖାଲି ସେତିକି ନୁହେଁ ଏହି ଅଭିନୟ ମାଧ୍ୟମ ରେ ନିଜ ନିଜ ଜୀବନ ସାଥି ଙ୍କୁ ପାଇଥାନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଅଭିନୟ ଜୀବନ ରେ ଭଲ ପାଇ ବିବାହ କରିଛନ୍ତି ଓ ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଯୋଡି ଅରବିନ୍ଦ ଓ ଜାଙ୍କଳିନୀ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଅରବିନ୍ଦ ଓ ଜାଙ୍କଳିନୀ ଙ୍କୁ ଏହି ଦୁଇ ଯୋଡି ଙ୍କୁ ଆପଣ ମାନେ ଅନେକ ଆଲବମ ରେ ଅଭିନୟ କରିଥିବା ର ନିଶ୍ଚୟ ଦେଖିଥିବେ ।

ଏହି ଦୁଇ ଯୋଡି ଗୋଟିଏ ଧାରାବାହିକ ରେ ଅଭିନୟ କରିଥିଲେ । ଏହି ଧାରାବାହିକ ଟି ହଉଛି ଜି ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ମୋ ଜେଜେମା ଧାରାବାହିକ , ଏହି ଧାରାବାହିକ ରେ ଅରବିନ୍ଦ ଓ ଜାଙ୍କଳିନୀ ଉଭୟ ଅଭିନୟ କରୁଥିଲେ । ଅଭିନୟ କରୁ କରୁ ଦୁହେଁ ଦୁହିଙ୍କୁ ଭଲ ପାଇ ବସିଥିଲେ ଓ ପରବର୍ତ୍ତୀ ସମୟ ରେ ଏହି ଦୁଇ ଯୋଡି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ବିବାହ ପରେ ଏହି ଦୁଇ ଯୋଡି ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଆକ୍ଟିଭ ରହୁଛନ୍ତି । ହଁ ବନ୍ଧୁ ସେ ପ୍ରତିଦିନ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ବହୁତ ଗୁଡିଏ ମ୍ୟୁଜିକ ଭିଡିଓ କରି ପୋଷ୍ଟ କରିଥାନ୍ତି ଓ ଏହି ଭିଡିଓ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଏହି ଦୁଇ ଯୋଡି ବର୍ତ୍ତମାନ ସମୟ ରେ ବେଶ ଖୁସି ରେ ଅଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *