Breaking News

ଭିଡିଓ ଦେଖନ୍ତୁ – ବାହାଘର ପରେ ପ୍ରଥମ ସାବିତ୍ରୀ ବ୍ରତ ପାଳନ କରିଲେ ଜାଙ୍କଲିନ (Janklin)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡିଆ ଅଭିନେତ୍ରୀ ଜାଙ୍କଳିନୀ ଗତ କିଛି ଦିନତଳେ ବିବାହ କରିଛନ୍ତି । ସେ ଓଡିଆ ଧାରାବାହିକ ର ଜଣେ ଜଣା ଶୁଣା ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ଜାଙ୍କଳିନୀ ତାଙ୍କ ଶାଶୁ ଘରେ ବହୁତ ଖୁସି ରେ ଅଛନ୍ତି । ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଓଡିଆ ଅଭିନେତ୍ରୀ ଜାଙ୍କଳିନୀ ପ୍ରଥମ ଥର ପାଇଁ କେମିତି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଜାଣିବା ।


ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଅରବିନ୍ଦ ଓ ଜାଙ୍କଳିନୀ ବିବାହ କରିଥିଲେ । ଏହି ବିବାହ ଘରେ ଅରବିନ୍ଦ ଓ ଜାଙ୍କଳିନୀ ଙ୍କ ସହ ପରିବାର ଉପସ୍ଥିତ ରହି ଅନୁଷ୍ଠିତ ହୋଇଥିଲା କିନ୍ତୁ କୌଣଶୀ ଅଭିନେତା ଓ ଅଭିନେତ୍ରୀ ଙ୍କୁ ନିମନ୍ତ୍ରଣ ଦେଇ ନଥିଲେ କାରଣ କରୋନା ର ନିୟମ ଅନୁଯାୟୀ ମାତ୍ର ପରିବାର ଲୋକ ଙ୍କ ଉପସ୍ଥିତି ରେ ବିବାହ କରିଛନ୍ତି । ତାହେଲେ ବନ୍ଧୁଗଣ ଯାହା ସୂଚନା ମିଳିଛି ଯେ ଅରବିନ୍ଦ ଓ ଜାଙ୍କଳିନୀ ତାଙ୍କ ରିଶେପେସନ ପାର୍ଟି ଦେବେ ଯତେବେଳେ କରୋନା କମିଯିବ । ସେ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନିମନ୍ତ୍ରଣ କରି ତାଙ୍କ ରିଶେପେସନ ପାର୍ଟି ଦେବେ ।


ହଁ ବନ୍ଧୁ ଓଡିଆ ଯେମିତି ଆମ ଓଡ଼ିଶା ରେ ବିବାହିତ ନାରୀ ମାନେ ନୂଆ ଶାଢୀ ନେଇ ବିଭିନ୍ନ ଫଳମୂଳ ନେଇ ସ୍ବାମୀ ଙ୍କୁ ପୂଜା କରିଥାଆନ୍ତି ଓ ସ୍ବାମୀ ର ମଙ୍ଗଳ ପାଇଁ ଉପବାସ କରିଥାନ୍ତି ଠିକ ସେହିଭଳି ଏକ ନୂଆ ଶାଢୀ ଓ ଫଳ ନେଇ ତାଙ୍କ ସ୍ବାମୀ ଅରବିନ୍ଦ ଙ୍କୁ ପୂଜା କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.