Breaking News

ଭିଡିଓ ଦେଖନ୍ତୁ – ଓଡିଶାର ବଡ ବଡ ଅଭିନେତ୍ରୀ ମାନେ କେମିତି ସାବିତ୍ରୀ ବ୍ରତ ପାଳନ କରିଲେ

ଦର୍ଶକ ବନ୍ଧୁ ଆଜି ଆମଏ ଜାଣିବା ଆମ ଓଡିଆ ଇଣ୍ଡଷ୍ଟ୍ରୀ ସମସ୍ତ ବିବାହିତ ଅଭିନେତ୍ରୀ ମାନେ କିପରି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଜାଣିବା । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ବିବାହ କରିଥିବା ଅଭିନେତ୍ରୀ ମାନ ଙ୍କୁ – ଯେମିତି ଝିଲ୍ଲିକ,ଅର୍ଚ୍ଚିତା,ଜାଙ୍କଳିନୀ,ସୋନାଲୀ,ଗୋଲାପ,ଦିପ୍ତିରେଖା,ଜାଙ୍କଳିନୀ ଭଳି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ । ତାହେଲେ ଆସନ୍ତୁ ଜାଣିବା କେମିତି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଏହି ବିବାହିତ ଅଭିନେତ୍ରୀ ମାନେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ କଲି ସାବିତ୍ରୀ ବ୍ରତ ସରିଯାଇଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଚଳିତ ବର୍ଷ ସାବିତ୍ରୀ ବର୍ଷ ଜୁନ ୧୦ ତାରିଖ ଅମବାସ୍ୟା ଦିନ ପଡିଥିଲା , ଏହି ଅମାବାସ୍ୟା ସାବିତ୍ରୀ ଦିନ ରେ ବିବାହିତ ସାଧବା ନାରୀ ମାନେ ନିଜର ସ୍ବାମୀ ର ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଏହି ସାବିତ୍ରୀ ବ୍ରତ ର ନିୟମ କୁ ଖୁବ ନିଷ୍ଠାର ସହ ପାଳନ କରନ୍ତି । ଏହି ବ୍ରତ ରେ ନାରୀ ମାନେ ସାବିତ୍ରୀ,ଯମ ,ସତ୍ୟବାନ ଙ୍କୁ ପୂଜା କରିଥାଆନ୍ତି । ଗୋଟେ ସ୍ତ୍ରୀ ସବୁ କିଛି ହଉଛି ତାର ସ୍ବାମୀ ।

ଏହି ସାବିତ୍ରୀ ପଛ ରେ ବହୁ ରହସ୍ୟ ଅଛି , ହଁ ବନ୍ଧୁ ସତ୍ୟବାନ ଅଳ୍ପ ଆୟୁ ହୋଇଥିଲେ ମଧ୍ୟ ସେ ମୃତ୍ଯୁ ଠାରୁ ଜିତି ଆଉ ଥରେ ନୂଆ ଜନ୍ମ ପାଇଛନ୍ତି ସତ୍ୟବାନ କିନ୍ତୁ ଏହା କେବଳ ସମ୍ଭବ ହୋଇ ପାରିଲା ତାଙ୍କ ପତ୍ନୀ ସାବିତ୍ରୀ ଙ୍କ ପାଇଁ । ନିଜ ଭକ୍ତି ବଳ ରେ ସ୍ବାମୀ ଙ୍କ ଜୀବନ ବଞ୍ଚାଇ ପାରିଥିଲେ ସାବିତ୍ରୀ ଓ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସାବିତ୍ରୀ ବ୍ରତ କୁ ଆମ ହିନ୍ଦୁ ନାରୀ ମାନେ ପାଳନ କରି ଆସୁଛନ୍ତି ।

ନୂଆ ଶାଢୀ,ସିନ୍ଦୁର ,ଫଳ ମୂଳ ଭଳି ଅନେକ ଜିନିଷ କୁ ନେଇ ମନ୍ଦିର ପୂଜା କରି ଥାଆନ୍ତି , ଘର କୁ ଆସିବା ପରେ ଏହି ନୂଆ ଶାଢୀସିନ୍ଦୁର କୁ ପିନ୍ଧି ନିଜ ସ୍ବାମୀ ଙ୍କୁ ପୂଜା କରିଥାଆନ୍ତି । ଏହି ଦିନ ରେ ସ୍ତ୍ରୀ ଲୋକ ନିଜ ସ୍ବାମୀ ର ମଙ୍ଗଳ ପାଇଁ ସାବିତ୍ରୀ ବ୍ରତ ଯାହା ନିୟମ ଅଛି ସେଗୁଡିକୁ ପାଳନ କରି ଥାଆନ୍ତି । ଠିକ ସେହିଭଳି ଏହି ଅଭିନେତ୍ରୀ ମାନେ ମଧ୍ୟ ନୂଆ ଶାଢୀ,ସିନ୍ଦୁର ପିନ୍ଧି ନିଜ ସ୍ବାମୀ ଙ୍କୁ ପୂଜା କରି ଥାଆନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *