ହଁ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନ ଙ୍କୁ ପ୍ରାପ୍ତ ବୟସ ହୋଇଥିଲେ ବିବାହ କରି ନାହାଁନ୍ତି । ତାହେଲେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଯାହାଙ୍କ ର ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ସେ ଆଜି ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି
। ସେ ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡ଼ିଆ ଧାରାବାହିକ ଆଗ ଧାଡ଼ି ର ଅଭିନେତ୍ରୀ ଲିପି । ହଁ ବନ୍ଧୁ ଲିପି ଙ୍କୁ ୪୦ ବର୍ଷ ହୋଇଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି । ତାହେଲେ ସେ କଣ ପାଇଁ ବିବାହ କରି ନାହାଁନ୍ତି ଆପଣ କଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହେଲେ ଆମ ପେଜ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରେଣି ଧାରାବାହିକ ରେ ଲିଡ ନାୟିକା ଭାବରେ ଅଭିନୟ କରୁଥିବା ଲିପି ଙ୍କୁ ତାରିଣୀ ଚରିତ୍ର ରେ ଅଭିନୟ କରୁଥିବା ର ଦେଖିଥିବେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରେଣୀ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଆଜି ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇ ପାରିଥିଲା । ତାହେଲେ ଏଇ ଧାରାବାହିକ ରେ ଆଉ ଏକ ଧାରାବାହିକ ସଂଯୋଗ କରା ଯାଇଛି ଓ ତାହାର ନାମ ରଖା ଯାଇଛି ତାରିଣୀ ଆଖିରେ ତାରା ,ଏହି ଧାରାବାହିକ ଟି ରେ କୁନି ତାରା ଓ ତାରିଣୀ ବଡ ହୋଇ ଯାଇଛନ୍ତି ।
ତାହେଲେ ଲିପି ବର୍ତ୍ତମାନ ସମୟ ରେ ତାଙ୍କ ନିଜ ଘରେ ପରିବାର ଲୋକ ଙ୍କ ସହିତ ଅଛନ୍ତି । ତାହେଲେ ସେ ସୋସିଆଲ ମିଡ଼ିଆ ରେ ଲାଇଭ ଆସିଥିଲା ବେଳେ ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ ଦିଦି ଆପଣ କେବେ ବିବାହ କରିବେ , ତାହେଲେ ଲିପି ଏହାର ଉତ୍ତର ରେ କହିଥିଲେ ଯେ ମୋତେ ଯେବେ ମୋ ମନ ପସନ୍ଦ ର ପ୍ରେମିକ ମିଳିଯିବ ତ ମୁଁ ନିଶ୍ଚୟ ବିବାହ କରିବି ଓ ଆପଣ ମାନ ଙ୍କୁ ନିଶ୍ଚୟ ଜଣାଇବି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ