Breaking News

ଲିପି (Lipi) ଙ୍କୁ ବୟସ ୪୦ ହେଲେ କଣ ପାଇଁ ବିବାହ କରି ନାହାନ୍ତି କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ହଁ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନ ଙ୍କୁ ପ୍ରାପ୍ତ ବୟସ ହୋଇଥିଲେ ବିବାହ କରି ନାହାଁନ୍ତି । ତାହେଲେ ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଯାହାଙ୍କ ର ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ସେ ଆଜି ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି
। ସେ ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡ଼ିଆ ଧାରାବାହିକ ଆଗ ଧାଡ଼ି ର ଅଭିନେତ୍ରୀ ଲିପି । ହଁ ବନ୍ଧୁ ଲିପି ଙ୍କୁ ୪୦ ବର୍ଷ ହୋଇଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି । ତାହେଲେ ସେ କଣ ପାଇଁ ବିବାହ କରି ନାହାଁନ୍ତି ଆପଣ କଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହେଲେ ଆମ ପେଜ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରେଣି ଧାରାବାହିକ ରେ ଲିଡ ନାୟିକା ଭାବରେ ଅଭିନୟ କରୁଥିବା ଲିପି ଙ୍କୁ ତାରିଣୀ ଚରିତ୍ର ରେ ଅଭିନୟ କରୁଥିବା ର ଦେଖିଥିବେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରେଣୀ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଆଜି ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇ ପାରିଥିଲା । ତାହେଲେ ଏଇ ଧାରାବାହିକ ରେ ଆଉ ଏକ ଧାରାବାହିକ ସଂଯୋଗ କରା ଯାଇଛି ଓ ତାହାର ନାମ ରଖା ଯାଇଛି ତାରିଣୀ ଆଖିରେ ତାରା ,ଏହି ଧାରାବାହିକ ଟି ରେ କୁନି ତାରା ଓ ତାରିଣୀ ବଡ ହୋଇ ଯାଇଛନ୍ତି ।

ତାହେଲେ ଲିପି ବର୍ତ୍ତମାନ ସମୟ ରେ ତାଙ୍କ ନିଜ ଘରେ ପରିବାର ଲୋକ ଙ୍କ ସହିତ ଅଛନ୍ତି । ତାହେଲେ ସେ ସୋସିଆଲ ମିଡ଼ିଆ ରେ ଲାଇଭ ଆସିଥିଲା ବେଳେ ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ ଦିଦି ଆପଣ କେବେ ବିବାହ କରିବେ , ତାହେଲେ ଲିପି ଏହାର ଉତ୍ତର ରେ କହିଥିଲେ ଯେ ମୋତେ ଯେବେ ମୋ ମନ ପସନ୍ଦ ର ପ୍ରେମିକ ମିଳିଯିବ ତ ମୁଁ ନିଶ୍ଚୟ ବିବାହ କରିବି ଓ ଆପଣ ମାନ ଙ୍କୁ ନିଶ୍ଚୟ ଜଣାଇବି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *