ଦର୍ଶକ ବନ୍ଧୁ କଣ ଆପଣ ମାନେ କୌଣଶୀ ଅଜଣା ନଦୀ କୁ ବୁଲିବାକୁ ଯାଉଛନ୍ତି କି ତାହେଲେ ଟିକେ ସାବଧାନ ହୋଇ ଯାଆନ୍ତୁ । ହଁ ବନ୍ଧୁ ଆମ କହିବା ର ଅର୍ଥ ହେଲା ଯେ ଆପଣ ମାନେ ଏମିତି କୋଉ ନଦୀ କୁ ଯାଉଛନ୍ତି କି ଯେଉଁ ନଦୀ ବିଷୟ ରେ ଆପଣ ମାନେ କିଛି ବି ଜାଣି ନାହାଁନ୍ତି କିନ୍ତୁ ଆପଣ ତା ସୌନ୍ଦର୍ଜ୍ୟ ଦେଖି ତା ନିକଟ କୁ ଯାଉଛନ୍ତି ତାହେଲେ ଟିକେ ସତର୍କ ହୋଇ ଯାଆନ୍ତୁ । କାରଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି ଏକ ଭିଡିଓ , ହଁ ବନ୍ଧୁ ଦୁଇ ଯୁବକ ଏକ ନଦୀ ର ନିକଟ କୁ ଯାଉଥିଲେ ,ଯେଉଁ ନଦୀ ବିଷୟ ରେ ସେ କିଛି ବି ଜାଣି ନଥିଲେ । ତାହେଲେ ବନ୍ଧୁଗଣ ଏହି ଦୁଇ ଯୁବକ ଯିବା ନଦୀ କୁ ଯିବା ସମୟ ରେ ଏମିତି ଏକ ଜିନିଷ ଦେଖିଲେ ଯାହା ଆପଣ ମାନେ ଦେଖିଲେ ଆଶ୍ଚର୍ଯ ହୋଇଯିବେ , ତାହେଲେ ଆସନ୍ତୁ ଜାଣିବା ସେହିଠାରେ କଣ ଏମିତି ଜିନିଷ ଦେଖିଲେ ଯେ ଏହି ଦୁଇ ଯୁବକ ଆଶ୍ଚର୍ଯ ହୋଇଗଲେ । ତାହେଲେ ଆସନ୍ତୁ ଜାଣିବା ।
ଦର୍ଶକ ବନ୍ଧୁ ଘଟଣା ଟି ଘଟିଛି ରାଜସ୍ଥାନ ର ଜୟପୁର ଚମ୍ବଲ ନଦୀ ନିକଟ ରେ ଘଟିଛି ଏହି ଘଟଣା ଟି । ହଁ ବନ୍ଧୁ ଦୁଇ ସାଙ୍ଗ ନଦୀ କୂଳ କୁ ଯାଉଥିବା ସମୟ ରେ ବହୁତ ଗୁଡିଏ ଫଟୋ ଉଠାଇଥିଲେ କିନ୍ତୁ ସେ ନଦୀ ପାଣି ରେ କିଛି ହଲଚଲ ହେଲା ଭଳି ଲାଗିଲା ସେଥିପାଇଁ ଦୁଇ ଯୁବକ ଜଣକ ଦୂର ଆସି ଯାଇଥିଲେ ଓ ଭିଡିଓ କରିବାକୁ ଲାଗିଲେ । ହଁ ବନ୍ଧୁ ଏହି ଭିଡିଓ ରେ ଗୋଟେ କୁକୁର ପାଣି ପିଇବା ପାଇଁ ନଦୀ କୂଳ କୁ ଆସିଥିଲା କିନ୍ତୁ ଯାହା ବି କିଛି ଘଟିଲା ଆପଣ ମାନେ ଜାଣିଲେ ଆଶ୍ଚର୍ଯ ହୋଇଯିବେ ।
ହଁ ବନ୍ଧୁ କୁକୁର ଟି ପାଣି ପିଇବା କୁ ଆସି କୁମ୍ଭୀର ର ଶିକାର ହୋଇଗଲା । ସେ କୁକୁର ଟି ପାଣି ପିଉଥିବା ସମୟ ରେ ତାର ପଛ ପଟୁ ଏକ ବିଶାଳକାୟ କୁମ୍ଭୀର ଆସି କୁକୁର କୁ ଭିଡ଼ି ନେଲା ପାଣି ଭିତର କୁ । ତାହେଲେ ବନ୍ଧୁଗଣ ଏହି ଦୁଇ ସାଙ୍ଗ ଏହି କୁମ୍ଭୀର ଦେଖି ବେଶ ଭୟବିତ ଓ ଆଶ୍ଚର୍ଯ ହୋଇଯାଇଥିଲେ କାରଣ କିଛି ସମୟ ପୂର୍ବ ରୁ ଏହି ଦୁଇ ସାଙ୍ଗ ସେହି କୂଳ ରେ ରହି ଫଟୋ ଉଠାଇଥିଲେ ଓ ସେମାନ ଙ୍କୁ ଲକ୍ଷ କରି କୁମ୍ଭୀର ଟି ତୀବ୍ର ଗତି ରେ ମାଡି ଆସିଥିଲା । କିନ୍ତୁ ସେମାନ ଙ୍କ ଭାଗ୍ଯ ଭଲ ଯେ ସେମାନେ ବଞ୍ଚି ଯାଇଥିଲେ ଓ କୁକୁର ଟି ଶିକାର ହୋଇ ଯାଇଥିଲା । ତାହେଲେ ବନ୍ଧୁଗଣ ଆପଣ ଏହି ଖବର ଟି ଜାଣିଲା ପରେ ନିଶ୍ଚୟ ଭାବନ୍ତୁ ଯେ ନଦୀ କୂଳ ରେ ବୁଲିବା କେତେ ଭୟାନକ ହୋଇଥାଏ ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ