Breaking News

ଏହି ଗ୍ରାମ ରେ ପୁରୁଷ ଲୋକ ଙ୍କୁ ନିଷେଧ କିନ୍ତୁ ମହିଳା ମାନେ ହେଉଛନ୍ତି ଗ-ର୍ଭ-ବ-ତୀ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ଖବର ବିଷୟ ରେ ଜାଣିବା , ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଭାବୁଥିବେ ଯେ ଏହି ଆଶ୍ଚର୍ଯ୍ୟ କଲା ଭଳି ଖବର ଟି କଣ । ହଁ ବନ୍ଧୁ ଏମିତି ଏକ ଗାଆଁ ଅଛି ଯେଉଁଠାରେ ପୁରୁଷ ମାନେ ରୁହନ୍ତି ନାହିଁ କେବଳ ସୁନ୍ଦରୀ ମହିଳା ମାନେ ଏହି ଗ୍ରାମ ରେ ଅଛନ୍ତି । କଣ୍ଟାବାଡ ରେ ଘେରି ରହିଥିବା ଶମ୍ବର କିନିଆ କୁମୁଚା ଗ୍ରାମ ରେ ପୁରୁଷ ମାନ ଙ୍କୁ ଭିତର କୁ ଯିବା ପାଇଁ ବାରଣ କରାଯାଇଛି । ହଁ ବନ୍ଧୁ ଗୋଟେ ବର୍ଷ ନୁହେଁ କି ୧୦ ବର୍ଷ ନୁହେଁ ପ୍ରାୟ ୩୧ ବର୍ଷ ହେଲା ଏମିତି ଏକାଠି ରହି ଆସୁଛନ୍ତି ଏହି ମହିଳା ମାନେ ।

ହଁ ବନ୍ଧୁ ୧୯୯୦ ମସିହା ରେ ଏହି ଗ୍ରାମ ରେ ୧୫ ଜଣ ମହିଳା ରହିବା ପିଅନ ଇଛୁକ ଥିଲେ । ସବୁଠୁ ବଡ କଥା ହେଲା ଯେ ଏହି ମହିଳା ମାନ ଙ୍କ ସହିତ ବ୍ରିଟିଶ ସୈନିକ ଜୋର ଜବରଦସ୍ତ ଶାରୀ -ରିକ ସମ୍ପର୍କ ରଖି ଚାଲିଯାଇଥିଲେ ଓ ପୁରୁଷ ମାନ ହିଂ  ସା ରେ ଏହି ମହିଳା ମାନେ ଲୁଚି ରହିଲେ । ସେମାନେ ନିଜ ଏକ ଗାଁ ସୃଷ୍ଟି କରିଥିଲେ ଯେଉଁଠି ନିୟମ ହୋଇଥିଲା ଯେ ଏହି ଗ୍ରାମ କୁ କୌଣଶୀ ପୁରୁଷ ମାନେ ଭିତର କୁ ପ୍ରବେଶ କରି ପାରିବେ ନହିଁ । ହଁ ବନ୍ଧୁ ଏଠାରେ ଥିବା ମହିଳା ମାନେ ଗର୍ଭ ବତୀ ହୋଇଥାଆନ୍ତି , ଆପଣ ଙ୍କୁ ମନ କୁ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ବିନା ପୁରୁଷ ରେ ଗର୍ଭବତୀ ଅସମ୍ଭବ । ବନ୍ଧୁଗଣ ଏହି ଜାଗା ପୁରୁଷ ମାନ ଙ୍କୁ ନିଶ୍ଚୟ ନିଷେଧ କିନ୍ତୁ ନାରୀ ମାନେ ଏହି ଗ୍ରାମ ବାହାର କୁ ଯାଇଥାଆନ୍ତି ଶାରୀରିକ ସମ୍ବନ୍ଧ ରଖିବା ପାଇଁ ।

ତାହେଲେ ବନ୍ଧୁଗଣ ଏହି ମହିଳା ମାନ ଙ୍କ ଗ୍ରାମ ରେ ପ୍ରାୟ ୨୫୦ ମହିଳା ଓ ଶିଶୁ ବାସ କରିଥାଆନ୍ତି । ଏହି ଗ୍ରାମ ରେ ବିଦ୍ୟାଳୟ ସାଂସ୍କୃତିକ କେନ୍ଦ୍ର ରହିଛି ଓ ଏହି ଜାଗା କୁ ବୁଲିବା ପାଇଁ ବହୁ ପର୍ଯ୍ୟଟକ ବୁଲିବା ପାଇଁ ଆସିଥାନ୍ତି । ଏଠାରେ ଥିବା ସମସ୍ତ ମହିଳା ମାନେ ପାରମ୍ପରିକ ଅଳଙ୍କାର ତିଆରି କରି ବିକ୍ରି କରିଥାଆନ୍ତି । ହଁ ବନ୍ଧୁ ଆଉ ଏକ ବଡ କଥା ହେଲା ଯେ ଯଦି ଏହି ଗ୍ରାମ ରେ କୌଣଶୀ ଗର୍ଭବତୀ ମହିଳା ପୁଅ ସନ୍ତାନ ଜନ୍ମ କରିଥାଆନ୍ତି ତାହେଲେ ତାକୁ ୧୦ ବର୍ଷ ଯାଏ ସେହି ଗ୍ରାମ ରେ ରହି ଥାଏ ଓ ୧୧ ବର୍ଷ ହେଲା ବେଳା କୁ ତାକୁ ପୁରୁଷ ମାନେ ଥିବା ଗ୍ରାମ ରେ ଛଡ଼ାଯାଏ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଶ୍ରୀ କୃଷ୍ଣ କହିଥାନ୍ତି ମରିଯାଇଥିବା Lokaଙ୍କ ଏହି ସାମାନ୍ ଘରେ ଜମା ବି ରଖନ୍ତୁ ନାହିଁ ଏହିସବୁ ଦିନିଷ ନହଲେ ମିଳିଥାଏ ଏହି ସବୁ ସଂକେତ !

ନମସ୍କାର ବନ୍ଧୁଗଣ ଗରୁଡ଼ ପୁରାଣ ରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ କୁ ମୃ-ତ୍ୟୁ ବ୍ୟକ୍ତି ର ଏପରି ଜିନିଷ ବିଷୟରେ …

Leave a Reply

Your email address will not be published.