Breaking News

ଭିଡିଓ ଦେଖନ୍ତୁ – (Varsha) ବର୍ଷା ଅନୁଭବଙ୍କ ବିନା ଘରେ ଏକୁଟିଆ କଣ କରୁଛନ୍ତି

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ତାଙ୍କ ଅଭିନୟ ମାଧ୍ୟମ ରେ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି କିନ୍ତୁ ଏହି ଅଭିନେତ୍ରୀ ମାନ ଙ୍କ ଭିତରୁ କମ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଗରିବ ଓ ଅସହାୟ ଲୋକ ଙ୍କୁ ବେଶ ସହାୟ କରିଥାଆନ୍ତି । ତାହେଲେ ସେହିଭଳି ଜଣେ ଏହି ଅଭିନେତ୍ରୀ ହଉଛନ୍ତି ବର୍ଶା ପ୍ରିୟଦର୍ଶିନୀ । ଯିଏ ବହୁ ଗରିବ ଓ ଅସହାୟ ଲୋକ ମାନ ଙ୍କୁ ସହାୟ କରି ତାଙ୍କ ମୁହଁ ରେ ହସ ଫୁଟାଇ ପାରିଛନ୍ତି । ଅସମ୍ଭବ କୁ ସମ୍ଭବ କରି ଦେଖାଇଛନ୍ତି ବର୍ଶା ପ୍ରିୟଦର୍ଶିନୀ ।

ତାହେଲେ ବନ୍ଧୁଗଣ ବର୍ଶା ଅନୁଭବ ଙ୍କ ଠୁ ଅଲଗା ହବା ପରେ ବେଶ ଦୁଃଖ ଥିଲେ ମଧ୍ୟ ମୁହଁ ରେ ହସ ରଖି ଶହ ଶହ ଲୋକ ଙ୍କୁ ସହାୟ କରିଛନ୍ତି ଏହି କରୋନା ସମୟ ରେ । ହଁ ବନ୍ଧୁ ତାଙ୍କର ଏହି ସହାୟ ଲୋକ ମାନେ କେବେ ବି ଭୁଲି ପାରିବେ ନହିଁ । କରୋନା ସମୟ ରେ ସବୁ କିଛି ବନ୍ଦ ଥିବା ସମୟ ରେ ବହୁ ଦରିଦ୍ର ଓ ଅସହାୟ ଲୋକ ମାନେ ବହୁତ ଦୁଃଖ କଷ୍ଟ ରେ ଥିଲେ କିନ୍ତୁ ବର୍ଶା ପ୍ରିୟଦର୍ଶିନୀ ଜାଣିବା ପରେ ସେ ସହାୟ କରିବା ପାଇଁ ଆଗେଇ ଆସିଥିଲେ ।

ସେ ନିଜ ହାତ ରେ ରୋଷେଇ କରି ଲୋକ ମାନ ଙ୍କୁ ଖାଇବାକୁ ଦେଇଥିଲେ , ଅନେକ ଲୋକ ଙ୍କୁ ଶୁଖିଲା ଖାଦ୍ଯ ବଣ୍ଟନ କରିଥିଲେ ଓ ପିନ୍ଧିବା ପାଇଁ ବସ୍ତ୍ର ମଧ୍ୟ ଯୋଗାଇଥିଲେ ବର୍ଶା ପ୍ରିୟଦର୍ଶିନୀ । ତାହେଲେ ବନ୍ଧୁଗଣ ଲୋକ ମାନ ଙ୍କୁ ଶହେ କରିବା ପରେ ବର୍ତ୍ତମାନ ବର୍ଶା ପ୍ରିୟଦର୍ଶିନୀ ଘରେ ଏକଲା ରହି ଦିନ କାଟୁଛନ୍ତି । ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ସମୟ ରେ ବେଶ ଭାଇରାଲ ହବା ରେ ଲାଗିଛି ଯେ ବର୍ଶା ପ୍ରିୟଦର୍ଶିନୀ ନିଜ ଘରେ ରହି ଗଛ ମାନ ଙ୍କ ରେ ପାଣି ଦଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ରୁ ସ୍ପଷ୍ଟ ଜଣା ପଡୁଛି ଯେ ବର୍ଶା ପ୍ରିୟଦର୍ଶିନୀ ଜଣେ ପ୍ରାକୃତିକ ପ୍ରେମୀ ଅଟନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.