Breaking News

ତରଙ୍ଗ ଟିଭିର Heroine ମାନଙ୍କର ପକୃତ ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡ଼ିଆ ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନ ଙ୍କୁ । ସେମାନେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ଲୋକ ପ୍ରିୟ ହୋଇ ପାରିଛନ୍ତି । କିନ୍ତୁ ଆପଣ ମାନେ ତାଙ୍କ ଅଭିନୟ ର ଦିଆ ଯାଇଥିବା ନାମ କୁ ଜାଣିଛନ୍ତି କିନ୍ତୁ ରିଅଲ ନାମ କଣ୍ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହାଲେ ଆଜି ଜାଣିବାକୁ ପାଇବେ ଆମର ଏହି ପେଜ ମାଧ୍ୟମରେ ।

ରାଧିକା – ଦର୍ଶକ ବାନ୍ଧି ଆପଣ ମାନେ ଦେଖିଥିବେ ରାଧିକା ଙ୍କୁ ନୂଆ ବୋହୂ ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଥିବା ର । ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ରାଧିକା ଙ୍କ ପ୍ରକୃତ ଘର ହେଉଛି ମିତାଲି ।

ଉର୍ବି – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ , ଉର୍ଵିି ଙ୍କୁ ସିନ୍ଦୂର ର ଅଧିକାର । ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବହୁତ୍ ପସନ୍ଦ ଆସିବା ସହିତ ଘରେ ଘରେ ପରିଚିତ । ଉର୍ବି ଙ୍କ ପ୍ରକୃତ ନାମ ହେଉଛି ସୁଚିତ୍ରା ସ୍ୱାଇଁ ।

ନିକି – ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ନିକି ଙ୍କୁ ଦେଖିଥିବେ ସିନ୍ଦୂର ର ଅଧିକାର ଧାରାବାହିକ ର ମୁଖ୍ୟ ଅଭିନେତା ଆରବ ଙ୍କ ଭଉଣୀ ଚରିତ୍ର ରେ ଅଭିନୟ କରୁଥିବା ର ନିଶ୍ଚୟ ଦେଖିଥିବେ , ତାହେଲେ ତାଙ୍କ ପ୍ରକୃତ ନାମ ହେଉଛି ରିମା ।

ତାରା – ଆପଣ ମାନେ ନିଶ୍ଚୟ ତାରା ଙ୍କୁ ଦେଖିଥିବେ ତାରା ତାରିଣୀ ଧାରାବାହିକ ରେ । ସେ ଏହି ଧାରାବାହିକ ରେ ତାରିଣୀ ଙ୍କ ଭଉଣୀ ଚରିତ୍ର ରେ ଅଭିନୟ କରୁଛନ୍ତି । ତାହେଲେ ତାରା ଙ୍କ ପ୍ରକୃତ ନାମ ହେଉଛି ଅସୀମା ପତି ।

ଶ୍ରଦ୍ଧା – ଦର୍ଶକ ବନ୍ଧୁ ଶ୍ରଦ୍ଧା ଙ୍କ ପ୍ରକୃତ ନାମ ହେଉଛି ପ୍ରିୟଙ୍କା ରଥ । ତାହେଲେ ସେ କୁଆଁରୀ ବୋହୂ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଛନ୍ତି ।

ଇତି – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ , ଇତି ଙ୍କ ଜବରଦସ୍ତ ଅଭିନୟ ମାୟା ଧାରାବାହିକ ରେ । ସେ ତାଙ୍କ ଅଭିନୟ ଫଳ ରେ ଆଜି ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ଇତି ଙ୍କ ପ୍ରକୃତ ନାମ ହେଉଛି ନିଲାକ୍ଷି ପାତ୍ର ।


ତାରିଣୀ – ଦର୍ଶକ ବନ୍ଧୁ ତାରା ତାରିଣୀ ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା ତାରିଣୀ ଙ୍କ ପ୍ରକୃତ ନାମ ହେଉଛି ସୁମନ ପଟ୍ଟନାୟକ ।


ରୁଦ୍ରି – ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ରୁଦ୍ରି ଙ୍କୁ । ସେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ମାୟା ରେ ଅଭିନୟ କରିଥିବା ର ନିଶ୍ଚୟ ଦେଖିଥିବେ । ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ମାୟା ଧାରାବାହିକ ଟି ବେଶ୍ ଲୋକ ପ୍ରିୟତା ହାସଲ କରିପାରିଛି । ତାହେଲେ ରୁଦ୍ରି ଙ୍କ ପ୍ରକୃତ ନାମ ହେଉଛି ଜାସ୍ମିନ ବା ରାନୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *