Breaking News

ଓଡିଶାର କେମଡି କିଂଙ୍ଗ Papu Pom Pom ଙ୍କ ପୁରା ପରିବାର ଫଟୋ ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଜଣେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ବା ହାସ୍ୟ ଅଭିନେତା ପପୁ ପମ ପମ ପରିବାର ବିଷୟ ରେ। ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ହାସ୍ୟ କଳାକାର ପପୁ ପମ ପମ। ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ନିଶ୍ଚୟ ଦେଖିଥିବେ ଯେ ବହୁ ସାରା ଫିଲ୍ମ୍ ରେ ପପୁ ଜବରଦସ୍ତ କମିଡି କରିବା ର । ସେ ଦର୍ଶକ ମାନ ଙ୍କୁ ବହୁତ୍ ହସାଇ ଥାଆନ୍ତି । ଦର୍ଶକ ବନ୍ଧୁ ପପୁ ଫିଲ୍ମ୍ ରେ କମିଡୀ ଚରିତ୍ର ରେ ଅଭିନୟ ସହିତ ସେ ଅନେକ ଚଳଚ୍ଚିତ୍ର ହିରୋ ଚରିତ୍ର ରେ ଅଭିନୟ କରିଥିବା ର ଆପଣ ମାନେ ଦେଖିଥିବେ ।

ଯେମିତି ତାଙ୍କର ଫିଲ୍ମ୍ ରଙ୍ଗିଲା ଟୋକା । ଏହି ଫିଲ୍ମ୍ ଟି ରେ ସେ ହିରୋ ଚରିତ୍ର ରେ ଜବରଦସ୍ତ ଅଭିନୟ କରିଥିଲେ ଯାହଫଳରେ ସେ ଫିଲ୍ମ୍ ଟି ସୁପର୍ ହିଟ ହୋଇଥିଲା । ପପୁ ପମ ପମ ଚଳଚ୍ଚିତ୍ର ରେ କମିଡି କରିବା ସହିତ ସେ ଅନେକ ଶୋ ରେ ମଧ୍ୟ କମିଡି କରନ୍ତି । ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଏକ୍ସ ୟୁଜ୍ ମି ଯାହା କହିବି ସତ କହିବି ଯେଉଁଥିରେ ସେ ସବୁ ଦିନ ଭିନ୍ନ ଭିନ୍ନ ଚରିତ୍ର ରେ ଆସି ଦର୍ଶକ ମାନ ଙ୍କୁ ହସାଇ ହସାଇ ପେଟଗଣ କରାଇଥାନ୍ତି ।

 

ଦର୍ଶକ ବନ୍ଧୁ ତାଙ୍କର ଏହି କମିଡି ଓ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଘରେ ପରିଚିତ । ତାହେଲେ ପପୁ ଙ୍କ ପ୍ରକୃତ ଘର ହଉଛି ମୟୂରଭଞ୍ଜ ଜିଲ୍ଲା ରେ କିନ୍ତୁ ବର୍ତ୍ତମାନ ସମୟ ରେ ପପୁ ପମ ପମ ନିଜ ସ୍ତ୍ରୀ ଓ ଝିଅ କୁ ନେଇ ଭୁବନେଶ୍ବର ରେ ରହୁଛନ୍ତି । ତାଙ୍କ ପରିବାର କହିଲେ ତାଙ୍କ ବାପା ମା ସାନ ଭାଇ,ସ୍ତ୍ରୀ ଓ ଝିଅ । କିନ୍ତୁ ତାଙ୍କ ବାପା,ମା,ସାନ ଭାଇ ନିଜ ଗାଁ ରେ ରହୁଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.