Breaking News

ତାରିଣୀ ଆଖିର ତାରାଙ୍କ (Asima Pati) ବିଷୟରେ ୧୦ଟି ଅଜଣା ରହସ୍ୟ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ତରଙ୍ଗ ଟିଭି ର ଅଭିନେତ୍ରୀ ଙ୍କ ବିଷୟ ରେ , ହଁ ବନ୍ଧୁ ତରଙ୍ଗ ତିବହି ରେ ପ୍ରସାରିତ ହେଉଥିବା ଧାରାବାହିକ ତାରିଣୀ ଆଖିରେ ତାରା ଧାରାବାହିକ ରେ ଅଭିନୟ କରୁଥିବା ତାରା ଙ୍କ ବିଷୟ ରେ କିଛି ଅଜଣା କଥା ଯାହାକି ଆପଣ ମାନେ ନା ଆଗରୁ କେବେ ଶୁଣି ନଥିବେ ନା ଜାଣିଥିବେ ।

ତାହେଲେ ଦର୍ଶକ ବନ୍ଧୁ ତାରା ବହୁତ୍ କମ ଦିନ ରେ ବେଶ୍ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି ଓ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ତାରିଣୀ ଆଖିରେ ତାରା ଧାରାବାହିକ ଟି ଖୁବ୍ କମ୍ ଦିନ ରେ ପ୍ରସାରିତ ହୋଇ ମଧ୍ୟ ବେଶ୍ ଲୋକ ପ୍ରିୟ ଧାରାବାହିକ ହୋଇ ପାରିଛି । ତାହେଲେ ଦର୍ଶକ ବନ୍ଧୁ ଆପଣ ମାନେ ତାରା ଙ୍କୁ ଆଗରୁ ଅନେକ ମ୍ୟୁଜୀକ ଭିଡିଓ ରେ ଅଭିନୟ କରିଥିବା ର ନିଶ୍ଚୟ ଦେଖିଥିବେ । କିନ୍ତୁ ବର୍ତ୍ତମାନ ସମୟ ରେ ତାରିଣୀ ଆଖିରେ ତାରା ଧାରାବାହିକ ରେ ଅଭିନୟ କରୁଛନ୍ତି ।

ବନ୍ଧୁଗଣ ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ତାରା ଙ୍କ ପ୍ରକୃତ ନାମ ହେଉଛି ଅସୀମା ପତି ଓ ଡାକ ନାମ ରହିଛି ରିମୁନ । ତାଙ୍କ ପ୍ରକୃତ ଘର କହିଲେ କଟକ ଯେଉଁଠାରେ ସେ ଛୋଟ ବେଳୁ ରହି ଆସୁଛନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ସେ ଭୁବନେଶ୍ବର ରେ ତାଙ୍କ ସାଙ୍ଗ ଘରେ ରହୁଛନ୍ତି ଓ ସେଠାରୁ ସେ ଶୁଟିଙ୍ଗ ସେଟ କୁ ଯାଇଥାଆନ୍ତି । ତାହେଲେ ବନ୍ଧୁଗଣ ତାଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ସେ ଗ୍ରାଜୁଏସନ ସମ୍ପୂର୍ଣ କରିଛନ୍ତି ଓ ଏବେ ସେ ନିଜ କମ୍ପରେଟିଭ ପାଇଁ ପ୍ରସ୍ତୁତ ହବା ସହିତ ଏଲଏଲବି କରିବେ ବୋଲି ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି । ତାଙ୍କ ପରିବାର କହିଲେ ତାଙ୍କ ବାପା,ମା, କକା,କାକୀ ଓ ନିଜର ଗୋଟେ ଭାଇ ଓ କକା କାକୀ ଙ୍କ ର ମଧ୍ୟ ଦୁଇ ଭାଇ ଅଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *