Breaking News

Shocking ଭିଡିଓ ଦେଖନ୍ତୁ – ମଣିଷ ପରିକା ରଡି କରୁଛି ସାପ, ବିଶ୍ଵାସ ନହେଉଥିଲେବି ସତ,

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ଖବର ବିଷୟ ରେ ଜାଣିବା ଯାହା ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ ହୋଇଯିବେ ଓ ମାନେ ଭାବିବେ ଯେ ଏହା ଅସମ୍ଭବ ଅଟେ , ତାହେଲେ ଆସନ୍ତୁ ଏହି ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ଟି ବିଷୟ ରେ ଜାଣିବା ଆମର ଏହି ପେଜ ରେ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଭାରତ ରେ ଭିନ୍ନ ଭିନ୍ନ ପ୍ରକାର ସାପ ଅଛନ୍ତି ଓ ଏହି ସାପ ମଧ୍ୟ ରୁ ଆମେ କିଛି ସାପ ଙ୍କୁ ଜାଣିଛେ କିନ୍ତୁ ଆହୁରି ଅନେକ ସାପ ଅଛନ୍ତି ଯାହା ଆପଣ ମାନେ କେବେ ଦେଖିନଥିବେ କି ଜାଣି ନଥିବେ । ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ସମୟ ରେ ଏକ ସାପ ର ଭିଡିଓ ଭାଇରାଲ ହବା ରେ ଲାଗିଛି । ତାହେଲେ ଏହି ସାପ ଟି ସବୁ ସାପ ଙ୍କ ଠାରୁ ଭିନ୍ନ ଅଟେ ଓ ସବୁଠୁ ବଡ କଥା ହେଲା ଯେ ଏହି ସାପ ଟି ମଣିଷ ଭଳି ବୋବାଉ ଥିବାର ଜଣା ପଡିଛି ।

ତାହେଲେ ଦର୍ଶକ ବନ୍ଧୁ ନିଶ୍ଚୟ ଆପଣ ଙ୍କ ମନ ରେ ପ୍ରଶ୍ନ ଉଠିଥିବ ଯେ ଏହି ବିରଳ ସାପ ଟି କେଉଁଠାରେ ଦେଖା ଦେଇଛି ବୋଲି । ବନ୍ଧୁଗଣ ଆମେ ଏଠାରେ କହି ରଖୁଛୁ ଯେ ଏହି ଭଳି ବିରଳ ସାପ ଟି ଦେଖା ଦେଇଛି ତେଲେଙ୍ଗାନା ରାଜ୍ୟ ରେ । ହଁ ବନ୍ଧୁ କିଛି ଲୋକ ତୋଟା କୁ ଯାଇଥିଲେ ଓ ସେ ଶୁଣିବାକୁ ପାଇଥିଲେ ଯେ ମଣିଷ ଭଳି ସ୍ବର କିଏ ବୋବାଉ ଥିବାର ଓ ସେଠାକୁ ସେ ଯାଇ ଦେଖିଲେ ଏହି ବିରଳ ସାପ କୁ ଯିଏ କି ମଣିଷ ଭଳି ବୋବାଉଥିଲା । ସେଠାରେ ଥିବା ଜଣେ ବ୍ୟକ୍ତି ଏହାକୁ ନିଜ ମୋବାଇଲ ରେ ଶୂଟ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭାଲୁ ଠାରୁ ନିଜ ପୋଷା କୁକୁରକୁ ରକ୍ଷା କରି ଭାଇରାଲ ହେଲେ ଯୁବତୀ , ଭିଡିଓ ଦେଖିକି ଆଶ୍ଚର୍ଯା ହେବେ

ଅନେକ ସମୟରେ ଦେଶ ଦୁନିଆରୁ ଭିନ୍ନ ଭିନ୍ନ ନୂଆ ଘଟଣା ମାନ ସାମ୍ନାକୁ ଆସିଥାଏ । ସେଗୁଡିକ ମଧ୍ୟରୁ କେତେକ …

Leave a Reply

Your email address will not be published. Required fields are marked *