Breaking News

ଭିଡିଓ ଦେଖନ୍ତୁ – ଜୁଇରୁ ଉଠିପଡିଲା ଶବ, ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଜୁଇ ରୁ ଉଠିଲା ଶବ , ଏହାର ସମ୍ପୂର୍ଣ୍ଣ ଖବର ଜାଣିଲେ ଆପଣ ଅସ୍କରଜ ହୋଇଯିବେ । ତାହେଲେ ଦର୍ଶକ ବନ୍ଧୁ ଖବର ଟି ହେଲା ଯେ ଖଇ କୋଉଡି ବିଞ୍ଚି ବିଞ୍ଚି ଶବ କୁ କୋକେଇ ରେ ନିଆଗଲା ମଶାଣି କୁ ଓ ସେଠାରେ ମଧ୍ୟ କାଠ ଖଞ୍ଜା ହେଲା । କାନ୍ଦ ବୋବାଳି ରେ ଶବ କୁ ଜୁଇ ରେ ଶୁଆଇ ଦେଇ ଅଗ୍ନି ସଂଯୋଗ କରାଗଲା । କିନ୍ତୁ କିଛି ସମୟ ପରେ ଯାହା ବି କିଛି ଘଟିଲା ସମସ୍ତ ଙ୍କ ର ଛାତି ଥରାଇ ଦେଲା ।

ହଁ ବନ୍ଧୁ ନିଆଁ ସଂଯୋଗ କରୁ କରୁ ଶବ ହଠାତ ଜୁଇ ରୁ ଉଠି ପଡି ବସି ଗଲା ଓ ସଙ୍ଗେ ସଙ୍ଗେ ପରିବାର ଲୋକେ ତାକୁ ତଲକୁ ଓଳାହି ଦେଇଥିଲେ କିନ୍ତୁ ସେ ପୁଣି ଅଚେତ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲ ନିଆଯାଇଥିଲା କିନ୍ତୁ ସେଠାର ପୁଣି ଥରେ ତାଙ୍କୁ ମୃତ୍ଯୁ ଘୋଷଣା କରିଥିଲେ ଓ ସେ କହିଥିଲେ ଯେ ବେଳେ ବେଳେ ଏହିଭଳି ହୁଏ । କିନ୍ତୁ ଏହି ଘଟଣା ଟି ସମଗ୍ର ସୁକିନ୍ଦା ଅଞ୍ଚଳ ରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ସୁକିନ୍ଦା ଥାନା ଅନ୍ତର୍ଗତ ବତଣ୍ଡା ଗ୍ରାମ ରେ ବସିଆ ପ୍ରଧାନ ଙ୍କ ପୁଅ ନୀଳ ମଣି ପ୍ରଧାନ , ଶନି ବାର ଦିନ ସକାଳୁ ପେଟେ ମଦ ପିଇଥିଲେ । ସେ ନିଶାଗ୍ରସ୍ଥ ଅବସ୍ଥା ରେ ଜଣକ ପିନ୍ଧା ରେ ସୋଇ ପଡ଼ିଥିଲେ ଓ ଅପରାହ୍ନ ୩:୦୦ ଟା ରେ ତାଙ୍କ ଦେହ ପୁରା ଖରାପ ହୋଇଯାଇଥିଲା ଓ ତାଙ୍କୁ ଗୁରୁତର ଅବସ୍ଥା ରେ ତାଙ୍କୁ ସୁକିନ୍ଦା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ଓ ଡକ୍ଟର ସେଠାରେ ତାଙ୍କୁ ମୃତ୍ଯୁ ବରଣ କରିଥିଲେ ।

କିନ୍ତୁ ଡକ୍ଟର ଙ୍କ ଏହି କଥା ନ ଶୁଣି ସେ ଆଉ ଏକ ହସ୍ପିଟାଲ ର ନାମ କହି ସେଠାରୁ ପଳାଇ ଆସିଥିଲେ ଓ ନିଜ ଗାଁ ଶ୍ମଶାନ କୁ ନେଇ ଯାଇଥିଲେ ଓ ସେଠାରେ ଶବ ଶକ୍ତାର କରିବା ପାଇଁ । ହଁ ବନ୍ଧୁ ଏହି ଯୁବକ ଅଗ୍ନି ସଂଯୋଗ କରିବା ସମୟ ରେ ଜୁଇ ରୁ ଉଠି ପଡି ବସିଥିଲେ ଓ ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଥିଲେ ଓ ସେ ହସ୍ପିଟାଲ ର ଡାକ୍ତର ତାଙ୍କୁ ମୃତ୍ଯୁ ବୋଲି ଘୋଷଣା କରିଥିଲେ କିନ୍ତୁ ପରିବାର ଲୋକ ମାନେ ତାଙ୍କ କଥା ନ ଶୁଣି ଆଉ ଏକ ହସ୍ପିଟାଲ କୁ ନେଇଥିଲେ ଓ ସେଠାରେ ଡକ୍ଟର ତାଙ୍କୁ ମୃତ୍ଯୁ ବୋଲି ଘୋଷଣା କରିଥିଲେ । ତ ପରେ ଯାଇ ପରିବାର ଲୋକେ ଶବ ସତ୍କାର କରିଥିଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଟୀକା ନେବା ପାଇଁ ଡରୁଛନ୍ତି ଲୋକେ ! ଭ -ୟରେ ଗାଁ ରେ ପଡିଲା ତାଲା ଦେଖନ୍ତୁ ଭିଡିଓ

ସାରା ବିଶ୍ବକୁ କବଳିତ କରି ରଖିଥିବା କରୋନା ମହାମାରୀ ଠୁ ରକ୍ଷା ପାଇବା ପାଇଁ ଟୀକା ହିଁ ଏକମାତ୍ର ମାଧ୍ୟମ। …

Leave a Reply

Your email address will not be published. Required fields are marked *