ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଜଣେ ହାସ୍ୟ କଳାକାର ଙ୍କ ବିଷୟ ରେ । ହଁ ବନ୍ଧୁ ସେ ହାସ୍ୟ କଳାକାର ଜଣକ ହେଉଛନ୍ତି ସୁମନ ମହାରଣା । ତାଙ୍କ ପରିବାର ବିଷୟ ରେ ଓ ତାଙ୍କ ସ୍ତ୍ରୀ , ଓ ସମ୍ପତି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ତାହେଲେ ସୁମନ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ହାସ୍ୟ କଳାକାର ବା କମିଡିଆନ ଭାବେ ବେଶ ପରିଚିତ । ଦର୍ଶକ ବନ୍ଧୁ ଆମେ ତାଙ୍କ ପରିବାର ଓ ସମ୍ପତି ବିଷୟ ରେ ଜାଣିବା ଆଗରୁ ଆମେ ତାଙ୍କ ବିଷୟ ରେ ଜାଣିବା । ହଁ ବନ୍ଧୁ ସୁମନ ଙ୍କ କମିଡି ଅଭିନୟ ଭଳି ତାଙ୍କର ଖାସ୍ ବିଷୟ ହେଲା ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ ।
ସେ କଣ୍ଢେଇ ଆଖିରେ ଲୁହ ଚଳିଚିତ୍ର ରେ ପ୍ରଥମ ଥର ପାଇଁ ଡେବ୍ୟୁ କରିଥିଲେ ଓ ସେହି ଫିଲ୍ମ୍ ରେ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଥିଲେ ସୁମନ ଓ ସେହି ଫିଲ୍ମ୍ ରେ ମଧ୍ୟ ସେ ବହୁ ମାତ୍ର ରେ ସଫଳ ହୋଇଥିଲେ । ଏହା ସହିତ ସେ କଥା ଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ଶ୍ରେଷ୍ଟ ହସ୍ୟନେତା ଭାବେ ଆୱାର୍ଡ଼ ମଧ୍ୟ ପାଇଥିଲେ । ସେ ଏକ ଗରିବ ପରିବାର ରେ ଜନ୍ମ କରିଥିଲେ ଓ ସେ ଭୁବନେଶ୍ୱର ର ବସ୍ତି ରେ ରହି ବଡ ହୋଇଛନ୍ତି । ଦର୍ଶକ ମାନ ଙ୍କୁ ସୁମନ ବହୁତ୍ ପସନ୍ଦ ଆସିଥାନ୍ତି କାରଣ ତାଙ୍କ ଉଚ୍ଚତା କମ୍ ଥିବାରୁ ଖାଲି ସେତିକି ନୁହେଁ ତାଙ୍କ ଅଭିନୟ ମଧ୍ୟ ଦର୍ଶକ ମାନ ଙ୍କୁ ବହୁତ୍ ପସନ୍ଦ ଆସେ । ସୁମନ ସମସ୍ତ ଚଳଚ୍ଚିତ୍ର ରେ ବାମନ ଚରିତ୍ର ରେ ନଜର ଆସିଥାନ୍ତି ।
ସୁମନ ଙ୍କ ପରିବାର କହିଲେ ସୁମନ ଙ୍କ ବାପା ମା ଓ ସ୍ତ୍ରୀ ରହିବା ସହିତ ତାଙ୍କର ଏକ ଭଉଣୀ ମଧ୍ୟ ଅଛି । ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ଅନେକ ଫିଲ୍ମ୍ ରେ ସୁମନ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପରିଚିତ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ମଧ୍ୟ ଅର୍ଜନ କରିଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ