Breaking News

ଓଡିଶା ମୁହାଁ ମୌସୁମୀ, ଏହି ୧୫ଟି ଜିଲ୍ଲାକୁ ଆଲର୍ଟ ଜାରି କରିଲା ପାଣିପାଗ ବିଭାଗ

ଓଡ଼ିଶା ମୁହାଁ ମୌଶୁମି ଆସନ୍ତା ୧୧ ତାରିଖ ରେ ଲଘୁଚାପ ସୃଷ୍ଟି ହେବା ର ସମ୍ଭାବନା ରହିଛି ଓ ଏହି ଲଘୁଚାପ ପ୍ରଭାବ ୯ ତାରିଖ ଦିନ ମାନେ ଗତ କାଲି କେତେ ଗୁଡିଏ ଜିଲ୍ଲା ରେ ବର୍ଶା ହବା ର ସମ୍ଭାବନା ରହିଛି । ତାହେଲେ ଆସନ୍ତୁ ଜାଣିବା କୋଉ ଜିଲ୍ଲା ରେ ବର୍ଶା ହବା ର ଅଛି ଓ ମୌଶୁମି କୁ ନେଇ ପାଣି ପାଗ କେନ୍ଦ୍ର କଣ କହୁଛନ୍ତି ।

ମୌଶୁମି ଓଡ଼ିଶା ମୁହାଁ ୧୧ ତାରିଖ ବେଳ କୁ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ରେ ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ରେ ମୌଶୁମି କୁ ଓଡ଼ିଶା ଆଡେ ଟାଣି ଆଣିବ ବୋଲି ପାଣି ପାଗ କେନ୍ଦ୍ର ରୁ ପୂର୍ବାନୁମାନ କରା ଯାଇଛି ଓ ଆଜି ଠାରୁ ରାଜ୍ୟ ର କିଛି ତ ଜିଲ୍ଲା ରେ ପ୍ରାକ ମୌଶୁମି ବର୍ଶା ହବ ବୋଲି ପାଣି ପାଗ କେନ୍ଦ୍ର କହିଛନ୍ତି । ତାହେଲେ ଆସନ୍ତା କଲି ୧୫ ଜିଲ୍ଲା ରେ ବର୍ଶା ପ୍ରବଳ ରୁ ଅତି ପ୍ରବଳ ହବା ର ସମ୍ଭାବନା ରହିଛି ।

ଏହି ଜିଲ୍ଲା ମାନ ଙ୍କ ମଧ୍ୟ ରୁ କୋରାପୁଟ,ମାଲକାନଗିରି , ନବରଙ୍ଗ ପୁର ଓ ନୂଆ ପଡା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଶା ହବା ର ସମ୍ଭାବନା ଅଧିକ ରହିଛି । ତାହାଲେ ୧୦ ତାରିଖ ଠୁ ଉପକୂଳ ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଶା ହବ ଓ ଏବେ ଠୁ ଦକ୍ଷିଣଓ ପଶ୍ଚିମ ମୌଶୁମି ବାୟୁ ସମ୍ପୂର୍ଣ୍ଣ ଉତ୍ତର ପୂର୍ବ ଭାରତ ରେ ସକ୍ରିୟ ହୋଇ ଯାଇଛି । ଆଉ ମାତ୍ର ୪ ଦିନ ପରେ ଓଡ଼ିଶା କୁ ମୌଶୁମି ଛୁଇଁବ ।

ତେବେ ଗତ କାଲି ୧୫ ଟି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଶା ହବା ର ସମ୍ଭାବନା ରହିଛି ଓ ଏହି ଜିଲ୍ଲା ଗୁଡିକୁ ମଧ୍ୟ ୟେଲୋ ୱର୍ଣ୍ଣିଂ କରାଯାଇଛି ,କୋରାପୁଟ ,ମାଲକାନଗିରି,ନବରଙ୍ଗପୁର ,କଳାହାଣ୍ଡି ,କନ୍ଧମାଳ,ନୂଆପଡ଼ା , ବରଗଡ଼,ଝାରସୁଗଡା, ସୁନ୍ଦରଗଡ , ଦେବଗଡ,କେନ୍ଦୁଝର ମୟୂରଭଞ୍ଜ,ବାଲେଶ୍ବର ଭଦ୍ରକ,ଯାଜପୁର ଜିଲ୍ଲା ରେ ବର୍ଶା ହେବ ବୋଲି ପାଣି ପାଗ ଅନୁମାନ କରିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ମେ ୧୩ ରେ ବାତ୍ୟା ଲ୍ୟାଣ୍ଡ ଫଲ କରିବ, ସମୁଦ୍ର ମଝିରେ କରୁଛି ତାଣ୍ଡବ

ଦର୍ଶକ ବନ୍ଧୁ ପାଣି ପାଗ ବିଭାଗ ରୁ ଆସିଲା ଏକ ବଡ ଖବର ,ହଁ ବନ୍ଧୁ ୧୩ ତାରିଖ ଦିନ …

Leave a Reply

Your email address will not be published. Required fields are marked *