ଦର୍ଶକ ବନ୍ଧୁ ଖୁବ ଶୀଘ୍ର ଆଉ ଏକ ଧାରାବାହିକ ରେ ନଜର ଆସୁଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ମୋହନା , ହଁ ବନ୍ଧୁ ମୋହନା ଙ୍କ ର ଆସିବାକୁ ଯାଉଛି ଏକ ଏକ ନୂଆ ଧାରାବାହିକ । ତାହେଲେ ଆସନ୍ତୁ ଜାଣିବା ଏହି ନୂଆ ଧାରାବାହିକ ଟି କେଉଁ ଟିଭି ରେ ପ୍ରାସାରିତ ହେଉଛି । ତାହେଲେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ ମୋହନା ଙ୍କୁ ତାଙ୍କ ନେଗେଟିଭ ଚରିତ୍ର ରେ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେଶ ପସନ୍ଦ ଆସିଥିଲା । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ମୋହନା ଙ୍କୁ ତାରା ତାରିଣୀ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଥିବା ର ।
ଏହି ଧାରାବାହିକ ରେ ମୋହନ ଚରିତ୍ର ରେ ନଜର ଆସିଥିଲେ ଓ ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ବେଶ୍ ଲୋକ ପ୍ରିୟତା ହାସଲ କରି ପାରିଥିଲେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ମୋହନା ଏହି ଧାରାବାହିକ ଟି ପୂର୍ବ ରୁ ଆଉ ଏକ ଧାରାବାହିକ ରେ ଅଭିନୟ କରୁଥିଲେ ସେ ଧାରାବାହିକ ଟି ହଉଛି ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ତୋ ଅଗଣା ତୁଳସୀ ମୁଁ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଥିବା ର ।
ତାହେଲେ ଦର୍ଶକ ବନ୍ଧୁ ତାରା ତାରିଣୀ ଧାରାବାହିକ ଟି ବନ୍ଦ ହବା ଦିନ ଠାରୁ ସେ ଘରେ ଅଛନ୍ତି ଓ ନିଜ ଗାଁ ରେ ବୁଲା ବୁଲି କରୁଥିବାର ନଜର ଆସିଛନ୍ତି । ହଁ ବନ୍ଧୁ ସେ ତାଙ୍କ ଗାଁ ରେ ବୁଲା ବୁଲି କରୁଥିବାର କିଛି ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରୁଛନ୍ତି । ବନ୍ଧୁଗଣ ସେ ଧାରାବାହିକ ଟି ଛାଡିବା ପରେ ଆଲବମ ରେ ଅଭିନୟ ଜାରି ରଖିଛନ୍ତି ।
ଦର୍ଶକ ବନ୍ଧୁ ଆପଣ ଙ୍କ ପ୍ରିୟ ଅଭିନେତ୍ରୀ ମୋହନା ଖୁବ ଶିଗ୍ର ନଜର ଆସିବାକୁ ଯାଉଛନ୍ତି ଏକ ନୂଆ ଧାରାବାହିକ ରେ ଯାହା ମଞ୍ଜରି ଟିଭି ରେ ଖୁବ ଶୀଘ୍ର ପ୍ରସାରିତ ହବା କୁ ଯାଉଛି । ହଁ ବନ୍ଧୁ ଧାରାବାହିକ ଟି ର ନାମ କଣ ରହିଛି ତାହା ଏ ପର୍ଯନ୍ତ ଜଣା ପଡି ନହିଁ କିନ୍ତୁ ଏହା ଖୁବ ଶୀଘ୍ର ମଞ୍ଜରି ଟିଭି ରେ ପ୍ରସାରିତ ହବା କୁ ଯାଉଛି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ