Breaking News

ବଡ ଖବର – ଜୁନ୍ ୧୭ ତାରିଖ ପରେ ଲକ୍ ଡାଉନ୍ ହେବ ନାହିଁ !

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ କରୋନା ଦ୍ଵିତୀୟ ଲହର ବେଶ୍ ଘାତକ ଥିଲା କିନ୍ତୁ ସରକାର ଙ୍କ ପଦକ୍ଷେପ ଯୋଗୁ ତାହା ସେତେ ସାଙ୍ଘାତିକ ହୋଇ ନଥିଲା ଓ ସବୁଠୁ ବଡ କଥା ହେଲା ଯେ କରୋନା କୁ ବ୍ରେକ ଦବା ପଛ ରେ ଲକ୍ ଡାଉନ୍ ଓ ଶଟ ଡାଉନ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ହଁ ବନ୍ଧୁ ଲକ୍ ଡାଉନ୍ ହବା ଦ୍ଵାରା ରାଜ୍ୟ ରେ ଦିନ କୁ ଦିନ କରୋନା ସଂକ୍ରମିତ ସଂଖ୍ୟା କମିବାରେ ଲାଗିଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ମେ ମାସ ୩୧ ତାରିଖ ରେ ଲକ୍ ଡାଉନ୍ ର ଅବଧି ସରିବାକୁ ଯାଉଥିଲା କିନ୍ତୁ ସରକାର କରୋନା କୁ ଦୃଷ୍ଟି ରେ ରଖି ଏହା ର ଅବଧି କୁ ବଢାଇ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନ୍ ଜାରି ରହିବ ।

ତାହେଲେ ବନ୍ଧୁଗଣ ଆପଣ ମାନଙ୍କ ମନ୍ ରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ କଣ ଜୁନ୍ ୧୭ ପରେ ଏହା ଲକ୍ ଡାଉନ୍ କୁ କଣ ବଢାଇ ଦିଅ ଯିବକି ଓ ଏହା କୁ ନେଇ କଣ୍ କହୁଛନ୍ତି ଡାକ୍ତର ନିରୋଜ ମିଶ୍ର । ସେ କହିଛନ୍ତି ଯେ ଜୁନ୍ ୧୭ ପରେ ଆଉ ଲକ୍ ଡାଉନ୍ ର ଆବଶ୍ୟକତା ପଡ଼ିବ ନାହିଁ ଯଦି ଲୋକ ମାନେ କୋଭିଡ଼ ନିୟମ କୁ ପାଳନ କରନ୍ତି ଲୋକ ମାନେ ସମସ୍ତେ ଅଧିକ ସଚେତନ ଓ ସତର୍କ ରହିବା ଆବଶ୍ୟକ । ଯଦି ବର୍ତ୍ତମାନ ଆମ ରାଜ୍ୟ ର କରୋନା ପଜିଟିଭି ହାର କଥା କହିବା ତାହେଲେ ଏହା ବର୍ତ୍ତମାନ ୧୦ ପ୍ରତିଶତ ରେ ଅଛି । ଲକ୍ ଡାଉନ୍ ର ଅବଧି ସରିଲା ଭିତରେ ଏହା ଆହୁରି କମି ଯାଇଥିବ

ହଁ ବନ୍ଧୁ ଜୁନ୍ ୧୭ ତାରିଖ ବେଳ କୁ ଏହାର ପଜିଟିଭି ହାର ୫ ପ୍ରତିଶତ କୁ ଆସିଥିବ ଓ ଲକ୍ ଡାଉନ୍ ର ଆବଶ୍ୟକ ପଡ଼ିବ ନାହିଁ ବୋଲି ଡକ୍ଟର ନିରୋଜ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି କଟକଣା ର ଅନଲକ୍ କାର୍ଯ ଆରମ୍ଭ ହବ । ଯଦି ଆମ୍ ରାଜ୍ୟ ରେ କୋଭାକ୍ସିନି ଟିକା ଉପଲବ୍ଧ ନ ଥିଲେ କୋଭିଷିଲ୍ଡ ଟିକା ଦିଆ ଯାଇ ପାରିବ । ହେଲେ ପ୍ରଥମ ଡୋଜ କୋଭାକ୍ସିନି ଦିଆ ଯାଇଥିଲେ ଦ୍ଵିତୀୟ ଡୋଜ କୋଭିଷିଲ୍ଡ ନେଇ ପାରିବେ ନାହିଁ । ଯିଏ ଯେଉଁ ଟୀକା ର ପ୍ରଥମ ଡୋଜ ନେଇଥିଲେ ସେହି ଟୀକା ର ସେ ଦ୍ଵିତୀୟ ଡୋଜ ନେଇ ପାରିବ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ମେ ୧୩ ରେ ବାତ୍ୟା ଲ୍ୟାଣ୍ଡ ଫଲ କରିବ, ସମୁଦ୍ର ମଝିରେ କରୁଛି ତାଣ୍ଡବ

ଦର୍ଶକ ବନ୍ଧୁ ପାଣି ପାଗ ବିଭାଗ ରୁ ଆସିଲା ଏକ ବଡ ଖବର ,ହଁ ବନ୍ଧୁ ୧୩ ତାରିଖ ଦିନ …

Leave a Reply

Your email address will not be published. Required fields are marked *