ଆପଣ ମାନେ ଜାଣିଥିବେ ଗତ କିଛି ମାସ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ସୁପର ଷ୍ଟାର ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଏକ ମାତ୍ର ପୁତ୍ର ବାବୁଶାନ ଓ ତାଙ୍କ ପୁତ୍ର ବଧୁ ତୃପ୍ତି ଙ୍କ ଏକ ସନ୍ତାନ ଜନ୍ମ ଲାଭ କରିଛି । ତାହେଲେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବାବୁଶାନ ଓ ତୃପ୍ତି ହେଉଛନ୍ତି ତାଙ୍କ ପିଲା ଦିନ ର ସାଙ୍ଗ । ଦୁହେଁ ପରସ୍ପର କୁ ବହୁତ୍ ଭଲ ପାଉଥିଲେ କିନ୍ତୁ ତାଙ୍କର ଏହି ଭଲ ପାଇବା ବେଶୀ ଦିନ ଯାଏ ରହିଲା ନହିଁ କାରଣ ପରବର୍ତ୍ତୀ ସମୟ ରେ ଏହି ଦୁଇ ଯୋଡି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।
ବନ୍ଧୁଗଣ ଆପଣ ମାନେ ବାବୁଶାନ୍ ଙ୍କୁ ନିଶ୍ଚୟ ଦେଖିଥିବେ ତାଙ୍କୁ ଅନେକ ଫିଲ୍ମ୍ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ଙ୍କ ପାଖ ରେ ଅତି ପ୍ରିୟ ହବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁ ନାମ ଅର୍ଜନ କରିଛନ୍ତି। ବାବୁଶାନ୍ ଭଲ ଅଭିନୟ କରିବା ସହିତ ଭଲ ଗୀତ ମଧ୍ୟ ଗାଇଥାନ୍ତି ଓ ତାଙ୍କର ସମସ୍ତ ଫିଲ୍ମ ମଧ୍ୟ ସୁପର ହିଟ ହୋଇଥିଲା । ସେ ଉଲିଉଡ୍ ଇଣ୍ଡଷ୍ଟ୍ରି ର ହିରୋଇନ୍ ଭୂମିକା, ଶିବାନୀ,ଏଲିନା, ରୀୟା ଆଦି ଅଭିନେତ୍ରୀ ମାନ ଙ୍କ ସହିତ ଅଭିନୟ କରିଛନ୍ତି ।
ତାହେଲେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବାବୁଶାନ ବର୍ତ୍ତମାନ ସମୟ ରେ ବାପା ହୋଇଛନ୍ତି । ତାହେଲେ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଜେଜେବାପା ଓ ଜେଜେମା ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବେଶ ଭାଇରାଲ ହବା ରେ ଲାଗିଛି ଯେ ଉତ୍ତମ ମହାନ୍ତି 2 ମାସ ପରେ ତାଙ୍କ ନାତି କୁ ଧରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଟି ବର୍ତ୍ତମାନ ସମୟ ରେ ବେଶ ଭାଇରାଲ ହବା ରେ ଲାଗିଛି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ