ଦର୍ଶକ ବନ୍ଧୁ ବିବାହ ବନ୍ଧନ ରେ ବାନ୍ଧି ହେଲେ ତରଙ୍ଗ ଟିଭି ର ଜଣେ ଜଣା ଶୁଣା ଅଭିନେତ୍ରୀ । ହଁ ବନ୍ଧୁ କୁଆଁରୀ ବୋହୁ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରୁଥିବା ବର୍ଶା ବର୍ତ୍ତମାନ ସମୟ ରେ ବିବାହ କରିଛନ୍ତି ଓ ତାଙ୍କ ବିବାହ ଘର କିଛି ଫଟୋ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି , ତାହେଲେ ଦର୍ଶକ ବନ୍ଧୁ ଏହି ଫଟୋ ରେ କଣ ରହିଛି ସତ୍ୟତା ଆସନ୍ତୁ ଜାଣିବା ଆଜି ଆମ ଏହି ପେଜ ମାଧ୍ୟମ ରେ ।
ଦର୍ଶକ ବନ୍ଧୁ ଆପଣ ମାନେ ବର୍ଶା ଙ୍କୁ ନିଶ୍ଚୟ ଦେଖିଥିବେ ନେଗେଟିଭ ଚରିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ଓ ତାଙ୍କର ଏହି ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ କରିଥାଆନ୍ତି । ତାହେଲେ ବନ୍ଧୁଗାଁ ସେ ଏହି ଧାରାବାହିକ ଟି ରେ ଅଭିନୟ କରିବା ପୂର୍ବ ରୁ ଅନେକ ଗୁଡିଏ ଧାରାବାହିକ ରେ ଅଭିନୟ କରି ବେଶ ଲକ ପ୍ରିୟତା ହାସଲ କରି ପାରିଥିଲେ ଓ ଏଠି ସହିତ ସେ ବହୁ ଗୁଡିଏ ଆଲବମ ରେ ଅଭିନୟ କରିଥିବାର ଦେଖିବାକୁ ମିଳିଛି ।
ତାହେଲେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ରେ ଲାଗିଛି ବର୍ଶା ବଧୁ ବେଶ ର ଫଟୋ ଯାହାକୁ ଦର୍ଶକ ମାନେ ଦେଖି ମନେ ମନେ ଭାବୁଛନ୍ତି ଯେ ବର୍ଶା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି କିନ୍ତୁ ଦର୍ଶକ ବନ୍ଧୁ ଆମେ ଆପଣ ଙ୍କୁ ଏଠି କହି ରଖୁଛୁ ଯେ ଏହି ଫଟୋ ଟି ସତ କିନ୍ତୁ ରିଅଲ ଲାଇଫ ରେ ନୁହେଁ , ଏହି ଫଟୋ ଗୁଡିକ ହଉଛି ତାଙ୍କ ଶୁଟିଙ୍ଗ ସେଟ ର ଫଟୋ ଯାହାକୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ବର୍ତ୍ତମାନ ସମୟ ରେ ପୋଷ୍ଟ କରିଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ