Breaking News

ବଡ ଖବର – ତପୁ ମିଶ୍ରଙ୍କ (Tapu Mishra) ସ୍ୱାସ୍ଥ୍ୟବସ୍ଥା ଗୁରୁତର , ସାହାର୍ଯ୍ୟର ହାତ ବଢାଇଲେ ସୋନୁ ସୁଦ!

ଦର୍ଶକ ବନ୍ଧୁ ଆପଣ ମନ ନିଶ୍ଚୟ ଓଡିଆ ଗାୟିକା ତପୁ ମିଶ୍ର ଙ୍କୁ ଜାଣିଥିବେ , ତାହେଲେ ସେ ଗତ କିଛି ଦିନ ତଳେ କରୋନା ରେ ସଂକ୍ରମିତ ହୋଇ ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ । କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ଅବସ୍ଥା ବହୁତ ଗୁରୁତର ଥିବାରୁ ତାଙ୍କୁ ସହାୟ ର ହାତ ବଢାଇଛନ୍ତି କରୋନା ସମୟ ର ଦେବ ଦୁତ ସୋନୁ ଶୁଦ । ବନ୍ଧୁଗଣ ଆସନ୍ତୁ ଜାଣିବା ଯେ ତପୁ ମିଶ୍ର ଙ୍କୁ କଣ ସହାୟ କରିଛନ୍ତି ସୋନୁଶୁଦ ଜାଣିବା । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ତପୁ ମିଶ୍ର କରୋନା ରେ ସଂକ୍ରମିତ ହୋଇ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ।

କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବେଶୀ ଗୁରୁତର ହବା ରୁ ତାଙ୍କୁ ମେ 20 ତାରିଖ ଦିନ କଟକ ର ଏଲ ଘରୋଇ ହସ୍ପିଟାଲ ସ୍ଥାନାନ୍ତରିତ କରା ଯାଇଥିଲା କିନ୍ତୁ ସେଠୀ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ରେ ସୁଧାର ଆସି ନଥିଲା , ସେଥିପାଇଁ ତପୁ ମିଶ୍ର ଙ୍କ ଘନିଷ୍ଟ ସଙ୍ଗ ଗୀତା ଦାସ ସୋନୁ ଶୁଦ ଟ୍ଵିଟ କରି କହିଥିଲେ ତପୁ ମିଶ୍ର ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ବଡ କଳାକାର କିନ୍ତୁ ସେ କରୋନା ରେ ଆକ୍ରାନ୍ତ ହୋଇଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟ ମଧ୍ୟ ଗୁରୁତର ଅଛି ସେଥିପାଇଁ 2 ଡିଜି ଭ୍ୟକ୍ସିନି ପାଇଁ ନିବେଦନ କରିଥିଲେ । ସୋନୁ ଶୁଦ ମଧ୍ୟ ତାଙ୍କୁ ସହାୟ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି , ତାହେଲେ ଆଶା କରା ଯାଉଛି ଯେ ସୋନୁ ଶୁଦ ଙ୍କ ସହାୟ ରେ ତପୁ ମିଶ୍ର ଖୁବ ଶୀଘ୍ର ଭଲ ହୋଇଯିବେ ।

ଆପଣ ମାନେ ଜାଣିଥିବେ ଯେ କରୋନା ରେ ସଂକ୍ରମିତ ହୋଇ ତପୁ ମିଶ୍ର ଙ୍କ ବାପା ମୃତ୍ଯୁ ବରଣ କରିଛନ୍ତି ଓ ବର୍ତ୍ତମାନ ସମୟ ରେ ତପୁ ମିଶ୍ର କଟକ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ତାହେଲେ ଏହି ସମୟ ରେ ତାଙ୍କ ପରିବାର ପାଇଁ ଏକ କଷ୍ଟ ର ସମୟ । ଆମେ ଭଗବାନ ଙ୍କ ନିକଟ ରେ ପାର୍ଥନା କରୁଛୁ ଯେ ତପୁ ମିଶ୍ର ଙ୍କୁ ଖୁବ ଶୀଘ୍ର ଭଲ କରି ଦିଅନ୍ତୁ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସରି ଯାଇଅଛି Raimohana ପରିଡା ଙ୍କ ଏକାଦଶ ସେ ଏକାଦଶରେ କେଉଁ କେଉଁ କଳାକାର ଯୋଗ ଦେଇଥିଲେ…ଦେଖନ୍ତୁ Video କିପରି Raimohana ଏକାଦଶ ପାଳନ କରିଛନ୍ତି |

ଦର୍ଶକବନ୍ଧୁ ସରି ଯାଇଛି ଓଲିଉଡର ଅଭିନେତା ରାଇମୋହନ ପରିଡାଙ୍କ ଏକାଦଶ ତେବେ ସେ ଏକ ଦଶରେ କେଉଁ କେଉଁ କଳାକାର …

Leave a Reply

Your email address will not be published.