Breaking News

ଭିଡିଓ ଦେଖନ୍ତୁ – ବିବାହ ପରେ ନିଆରା ରୂପରେ ନଜର ଆସିଲେ ହିରୋଇନ ଜାଙ୍କଲିନ୍ (Janklin)

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଜାଙ୍କଳିନୀ ଙ୍କ କିଛି ଫଟୋ ବିଷୟ ରେ ଯାହାକି ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହବା ରେ ଲାଗିଛି । ତାହେଲେ ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଜାଙ୍କଲିନି ଙ୍କୁ । ସେ ବହୁ ଗୁଡିଏ ଧାରାବାହିକ ଓ ବହୁ ଗୁଡ଼ିଏ ଆଲବମ୍ ଭିଡିଓ ରେ ଅଭିନୟ କରି ଥିବାର ଦେଖିଥିବେ । ସେ ରିଆଲିଟି ଶୋ ରୁ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ହଁ ବନ୍ଧୁ ସେ ରଜ କୁଇନି ର ବିଜେତା ହବା ପରେ ସେ ପ୍ରଥମ ଥର ପାଇଁ ଏକ ଧାରାବାହିକ ଅଭିନୟ କରିଥିଲେ ଓ ସେ ଧାରାବାହିକ ଟି ହେଉଛି ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ମୋ ଜେଜେମା ଧାରାବାହିକ ରେ ।

ସେ ଏହି ଧାରାବାହିକ ରେ ଯାଙ୍କଳିନ ରିୟା ଚରିତ୍ର ରେ ଅଭିନୟ କରିଥିଲେ ଓ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଥିଲେ ଅରବିନ୍ଦ । ଯାଙ୍କଳିନ ଓ ଅରବିନ୍ଦ ଏହି ଦୁଇ ଜଣ ଅଭିନୟ କରୁ କରୁ ରିଅଲ ଲାଇଫ ରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ । ତା ପରବର୍ତ୍ତୀ ସମୟରେ ସେ ରିଲ ଲାଇଫ ରୁ ରିଅଲ ଲାଇଫ ରେ ସାତ ଜନ୍ମ ର ସାଥି ହୋଇଛନ୍ତି ।

ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡ଼ି ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଓ ବର୍ତ୍ତମାନ ସମୟ ରେ ଜାଙ୍କଳିନ ତାଙ୍କ ଶାଶୁ ଘରେ ବହୁତ୍ ଖୁସି ଥିବାର ନଜର ଆସିଛନ୍ତି । ତାହେଲେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଜାଙ୍କଳିନୀ ଙ୍କ ବହୁତ ଗୁଡିଏ ଫଟୋ ଭାଇରାଲ ହବା ରେ ଲାଗିଛି ଯେଉଁ ଫଟୋ ରେ ଆମ ଓଡିଆ ବୋହୁ ମାନେ ଯେମିତି ବେଶ ହୋଇଥାଆନ୍ତି ଠିକ ସେହିଭଳି ଗେଟପ ରେ ଜାଙ୍କଳିନୀ ଙ୍କୁ ଦେଖିବାକୁ ମିଳିଛି ଓ ଏହି ଗେଟପ ରେ ଜାଙ୍କଳିନୀ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି ଓ ଦର୍ଶକ ମାନେ ମଧ୍ୟ ବହୁତ ଲାଇକ ଦବା ସହ ଭଲ କମେଣ୍ଟ ମଧ୍ୟ ଦେଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *