Breaking News

ଦେଖନ୍ତୁ ଭିଡିଓ – ଏବେ କେମିତି ଅଛନ୍ତି ଓଡିଆ ଗାୟିକା ତପୁ ମିଶ୍ର (Tapu Mishra)

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ଏକ ଗୁରୁତ୍ଵ ପୂର୍ଣ କଥା ବିଷୟ ରେ କହିବାକୁ ଯାଉଛୁ , ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଗତ ୧୫ ତାରିଖ ଦିନ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଗାୟିକା ତପୁ ମିଶ୍ର ସଂକ୍ରମିତ ହୋଇଥିଲେ ଓ ତାଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ହସ୍ପିଟାଲ ରେ ଚିକିସଚୟ କରା ଯାଉଥିଲା କିନ୍ତୁ ଗତ କାଲି ତାଙ୍କ ଦେହ ଅଧିକ ଗୁରୁତର ହବା ରୁ ତାଙ୍କୁ ଏକ ବଡ ହସ୍ପିଟାଲ କୁ ନିଆଯାଇଛି ଓ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ତାହେଲେ ଦର୍ଶକ ବନ୍ଧୁ ଡକ୍ଟର ଓ ତପୁ ମିଶ୍ର ଙ୍କ ପରିବାର କିଛି ଆସ୍ଵାସ୍ଥି ଭଳି ଖବର ମିଳିଛି ଯେ ତପୁ ମିଶ୍ର ବର୍ତ୍ତମାନ ସମୟ ରେ ତପୁ ମିଶ୍ର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସମୟ ରେ ସ୍ଥିର ରହିଛି ଓ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ନମ୍ବର 1 ଗାୟିକା ହେଉଛନ୍ତି ତପୁ ମିଶ୍ର ଓ ତାଙ୍କର ସମସ୍ତ ଗୀତ କୁ ଓଡ଼ିଶା ବାସୀ ମାନେ ବହୁତ ପସନ୍ଦ କରି ଥାଆନ୍ତି ।

ତାହେଲେ ବନ୍ଧୁଗଣ ଗତ ବର୍ଷ ତପୁ ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ତପୁ ମିଶ୍ର ତାଙ୍କ ବିବାହ ଘର କୁ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ସମସ୍ତ କଳାକାର ଙ୍କୁ ନିମନ୍ତ୍ରଣ କରିଥିଲେ ଓ ତାଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କ ଭୋଜି ରେ ଯୋଗ ଦେଇଥିଲେ । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ତପୁ ମିଶ୍ର ଙ୍କ ବାପା କରୋନା ରେ ସଂକ୍ରମିତ ହୋଇ ମୃତ୍ଯୁ ବରଣ କରିଥିଲେ ଏହା ପାରେ ତପୁ ମିଶ୍ର ସଂକ୍ରମିତ ହୋଇଥିଲେ ଓ ବର୍ତ୍ତମାନ ସମୟ ରେ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ।।


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *