Breaking News

ଭିଡିଓ ଦେଖନ୍ତୁ – ଶେଷରେ ଭୂମି (Debasmita) ଜୟଙ୍କ (Rishi) ସହ ସମ୍ପର୍କଙ୍କୁ ନେଇ ମୁହଁ ଖୋଲିଲେ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଧାରାବାହିକ ର ଲୋକ ପ୍ରିୟ ଯୋଡି ହେଉଛନ୍ତି ଜୟ ଓ ଭୂମି । ଏହି ଦୁଇ ଯୋଡି ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ଦେଖିଥିବେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହଉଥିବା ଲୋକ ପ୍ରିୟ ଧାରାବାହିକ ତୋ ପାଇଁ ମୁଁ ରେ । ତାହେଲେ ଏହି ଦୁଇ ଯୋଡି ଙ୍କ ଅଭିନୟ ପାଇଁ ଏମାନେ ଆଜି ଲୋକ ମାନ ଙ୍କ ପାଖ ଅତି ପ୍ରିୟ ହୋଇ ପାରିଛନ୍ତି । ତାହେଲେ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ଭୂମି ଜୟ ଙ୍କ ସମ୍ପର୍କ ବିଷୟ ରେ କଣ କହିଛନ୍ତି ।

ତାହେଲେ ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ଯେ ତୋ ପାଇଁ ମୁ ଧାରାବାହିକ ରେ ଜୟ ଙ୍କ ସହିତ ଭୂମି ପ୍ରଥମେ ନଜର ଆସିଥିଲେ , ଏହି ଧାରାବାହିକ ଟି କୁ ଲୋକ ମାନେ ବହୁତ ପସନ୍ଦ କରିଥିଲେ ଯାହା ଫଳ ରେ କି ଏହି ଧାରାବାହିକ ଲୋକ ପ୍ରିୟ ଧାରାବାହିକ ହୋଇ ପାରିଥିଲା । ହଁ ବନ୍ଧୁ ଖାଲି ସେତିକି ନୁହେଁ ସେ ଦର୍ଶକ ମାନେ ଏହି ଦୁଇ ଯୋଡି ଙ୍କୁ ମଧ୍ୟ ବହୁତ ସାରା ଭଲ ପାଇବା ଦେଇଥିଲେ । ତାହେଲେ ଜୟ ଓ ଭୂମି ଙ୍କ ପ୍ରକୃତ ନାମ କଣ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତାହେଲେ ଜାଣନ୍ତୁ ଯେ ଜୟ ଙ୍କ ପ୍ରକୃତ ନାମ ହଉଛି ରିଷି ଓ ଭୂମି ଙ୍କ ପ୍ରକୃତ ନାମ ହଉଛି ଦେବସ୍ମିତା । ଆପଣ ମାନେ ଜାଣିଥିବେ ଯେ ଦେବସ୍ମିତା ୨୦୧୪ ମସିହା ର ରଜ ରାଣୀ ହୋଇଥିଲେ , ହଁ ବନ୍ଧୁ ସେ ୨୦୧୪ ରେ ଜୀ ସାର୍ଥକ ରିଆଲିଟି ଶୋ ରଜ କୁଇନି ବିଜେତା ହୋଇଥିଲେ ।

ସେ ବିଜେତା ହବା ପରେ ଓଡିଆ ଚଳଚିତ୍ର ରେ ଅଭିନୟ କରି ଧାରାବାହିକ ଜଗତ କୁ ଆସିଥିଲେ । ତେବେ ବନ୍ଧୁଗଣ ଗୋଟେ ଇଣ୍ଟରଭ୍ୟୁ ରେ ଦେବସ୍ମିତା ଙ୍କୁ ପଚରା ଯାଇଥିଲା ଯେ ତମର ଓ ଜୟ ଭିତରେ ସମ୍ପର୍କ କଣ ରହିଛି , ତାହେଲେ ଏହାର ଉତ୍ତର ରଖି ଦେବସ୍ମିତା କହିଥିଲେ ଯେ ଜୟ ହେଉଛି ମୋ ଭଲ ସାଙ୍ଗ ଓ ସେ ବହୁତ ଯତ୍ନବାନ ଭଳି ଅନେକ କଥା କହିଥିଲେ କିନ୍ତୁ ଏମିତି କିଛି କଥା କହିଥିଲେ ଓ ସେହି କଥା ରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ ଭୂମି ଜୟଙ୍କୁ ବହୁତ ଭଲ ପାଉଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *