Breaking News

ଭିଡିଓ ଦେଖନ୍ତୁ – ନୂଆ ବୋହୁ ଧାରାବାହିକ ବନ୍ଦ ହେବା ପରେ ରାଧିକା (Mitali) ଗାଁ ରେ କଣ କରୁଛନ୍ତି

ଦର୍ଶକ ବନ୍ଧୁ ପାନ ମାନେ ଜାଣିଥିବେ ଏହି ଲକ ଡାଉନ ରେ ସାଧାରଣ ମଣିଷ ଠୁ ଧରିକି ବଡ ବ୍ୟବସାୟ କରୁଥିବା ମଣିଷ ଓ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ବହୁତ ହଇରାଣ ହେଉଛନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ସମସ୍ତ ଚଳଚିତ୍ର ଓ ଧାରାବାହିକ ଗୁଡିକ ବନ୍ଦ ଅଛି । ବନ୍ଦ ହବା ଯୋଗୁ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ନିଜ ଗାଁ କୁ ଚାଲିଯାଇଛନ୍ତି । ଠିକ ସେହିଭଳି ଆମ ଓଡିଆ ଧାରାବାହିକ ର ଅଭିନେତ୍ରୀ ରାଧିକା ନିଜ ଗାଁ କୁ ଆସିଛନ୍ତି ,ତାହେଲେ ଗାଁ ରେ ରହି ବର୍ତ୍ତମାନ ସମୟ ରେ କଣ କରୁଛନ୍ତି ରାଧିକା ଆସନ୍ତୁ ଜାଣିବା ।

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ସବୁଦିନ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ନୂଆ ବୋହୁ ଧାରାବାହିକ ଟି ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକ ରେ ଆପଣ ମାନେ ନିଶ୍ଚୟ ରାଧିକା ଙ୍କ ଅଭିନୟ ନିଶ୍ଚୟ ଦେଖିଥିବେ ଓ ରାଧିକା ଏହି ଧାରାବାହିକ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଛନ୍ତି । ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ରାଧିକା ତାଙ୍କ ମାମୁ ପୁଅ ଭାଇ ଙ୍କ ଘରେ ଭୁବନେଶ୍ବର ରେ ରହୁଥିଲେ ଓ ତାଙ୍କ ଭାଇ ଜଣେ ହାଉଛଣି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଡ଼ାଇରେକ୍ଟର ତାପଶ ସର୍ଘରୀୟା ।

ତାପଶଙ୍କ ଯୋଗୁ ରାଧିକା ଆଜି ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଛନ୍ତି । ବର୍ତମାନ ରାଧିକା ତାଙ୍କ ଗାଁ ରେ ଅଛନ୍ତି ଓ ସେଠାରେ ରହି ତାଙ୍କ ପରିବାର ଲୋକ ଙ୍କ ସହ ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତାହେଲେ ରାଧିକା ଙ୍କ ପ୍ରକୃତ ନାମ ହଉଛି ମିତାଲି ସର୍ଘାରିଆ ଓ ତାଙ୍କର ବର୍ତମାନ ର ବୟସ ହେଉଛି ୨୧ ବର୍ଷ । ସେ ତାଙ୍କ ଗ୍ରାଜୁଏସନ ସମ୍ପୂର୍ଣ କରିଛନ୍ତି ଭୁବନେଶ୍ବର ର ରମାଦେବୀ କଲେଜ ରେ କିନ୍ତୁ ବର୍ତ୍ତମାନ ସମୟ ରେ ସେ ଅଭିନୟ କରୁଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.