Breaking News

ତାରିଣୀ ଆଖିର ତାରା ସିରିଏଲର ହିରୋ ତୁଷାରଙ୍କ (Spalin Mishra) ପରିବାର ଫଟୋ ପ୍ରଥମ ଥର ପାଇଁ ଦେଖନ୍ତୁ

ଆଜି ଆମେ ଜାଣିବା ଆମ ଓଡିଆ ଧାରାବାହିକ ର ଜଣେ ମୁଖ୍ୟ ଅଭିନେତା ଙ୍କ ପରିବାର ବିଷୟ ରେ । ଯେଉଁ ଅଭିନେତା କି ବହୁ କମ ଦିନ ର ଅଭିନୟ ରେ ସେ ବହୁ ଲୋକପ୍ରିୟ ହୋଇ ପାରିଛନ୍ତି ଓ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଘରେ ଘରେ ପରିଚିତ । ତାହାଲେ ଆସନ୍ତୁ ସେହି ଅଭିନେତା ଙ୍କ ବିଷୟ ରେ ଜାଣିବା । ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଙ୍କ ପରିବାର ବିଷୟ ରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖୁଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ନୂଆ ମେଘା ଧାରାବାହିକ ତାରିଣୀ ଆଖିରେ ତାରା ।

ଏହି ଧାରାବାହିକ ରେ ଆପଣ ନିଶ୍ଚୟ ଦେଖିଥିବେ ତୁଷାର ଙ୍କ ଜବରଦସ୍ତ ଅଭିନୟ , ସେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଚରିତ୍ର ରେ ଅଭିନୟ କରୁଛନ୍ତି । ସେ ଏହି ଧାରାବାହିକ ଟି କରିବା ପୂର୍ବ ରୁ ଜି ସାର୍ଥକ ରେ ପୂର୍ବ ରୁ ପ୍ରସାରିତ ହେଉଥିବା ରହିଛି ରହିବି ତୋର ପାଇଁ ଧାରାବାହିକ ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ତୁଷାର ଙ୍କ ଜବରଦସ୍ତ ଅଭିନୟ । ତାଙ୍କ ଏହି ଅଭିନୟ ଫଳ ରେ ରହିଛି ରହିବି ତୋରି ପାଇଁ ଧାରାବାହିକ ଟି ଓଡ଼ିଶା ର ଲୋକ ପ୍ରିୟ ଧାରାବାହିକ ହୋଇ ପାରିଥିଲା ଓ ଲୋକ ମାନ ଙ୍କ ପାଖ ରେ ଲୋକ ପ୍ରିୟତା ହାସଲ କରି ପାରିଥିଲେ ।

କିନ୍ତୁ ବର୍ତ୍ତମାନ ସମୟ ରେ ସେ ତାରିଣୀ ଆଖିରେ ତାରା ଧାରାବାହିକ ରେ ଅଭିନୟ କରୁଛନ୍ତି । ତାହେଲେ ତୁଷାର ଙ୍କ ପ୍ରକୃତ ନାମ ହେଉଛି ସପ୍ଲିନ ମିଶ୍ର । ସେ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି । ତାଙ୍କ ପରିବାର ସେ ତାଙ୍କ ବାପା,ମା ଓ ଏକ ଭଉଣୀ ଅଛନ୍ତି । ତାଙ୍କ ଘର୍ ହେଉଛି ଯାଜପୁର କିନ୍ତୁ ସେ ସୁଟିଂ ସେଟ୍ ପାଇଁ ସେ ଭୁବନେଶ୍ୱର ରେ ରହୁଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.