Breaking News

ଭିଡିଓ ଦେଖନ୍ତୁ – ଜାଙ୍କଲିନ (Janklin) ଶାଶୁ ଘରକୁ ଯିବା ପରେ ପ୍ରଥମ ଦିନ ସ୍ଵାମୀଙ୍କ ସହ କେମିତି ମଜା କରିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ କାଲି ଆମ ଓଡ଼ିଆ ଧାରାବାହିକ ର ଆଗ ଧାଡ଼ି ର ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହୋଇ ଛନ୍ତି ଓ ବିବାହ ର ପ୍ରଥମ ଦିନ ଟି କେମିତି କଟିଲା ଜାଣିବା ଆଜି ଆମର ଏହି ପେଜ ମାଧ୍ୟମରେ । ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଆମେ କେଉଁ ଅଭିନେତା ଙ୍କ ବିଷୟ ରେ କହୁଛୁ । ହଁ ବନ୍ଧୁ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ହଉଛନ୍ତି ଅରବିନ୍ଦ ଓ ଯାଙ୍କଲିନୀ । ଗତ କାଲି ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଓ ତାଙ୍କର ଏହି ବିବାହ ଘରେ କେବଳ ଉଭୟ ଉଭୟ ଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ।

ହଁ ବନ୍ଧୁ ଲକ୍ ଡାଉନ୍ ହେବା ଯୋଗୁ କୌଣଷି ଅଭିନେତା ଓ ଅଭିନେତ୍ରୀ ଏହି ବିବାହ ଘରେ ଯୋଗ ଦେଇ ପାରି ନାହାଁନ୍ତି । ତାହେଲେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡ଼ି ଏକ ଧାରାବାହିକ ରେ ଅଭିନୟ କରୁ କରୁ ପରସ୍ପର କୁ ଭଲ ପାଇ ବସିଥିଲେ ଓ ପରବର୍ତ୍ତୀ ସମୟରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ହଁ ବନ୍ଧୁ ଏହି ଦୁଇ ଯୋଡ଼ି ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ମୋ ଜେଜେମା ରେ ଅଭିନୟ କରୁଥିଲେ ଓ ଏହି ଧାରାବାହିକ ଠୁ ଏହି ଦୁଇ ଯୋଡ଼ି ଙ୍କ ଭଲ ପାଇବା ଆରମ୍ଭ ହୋଇ ଥିଲା ।

ତାହେଲେ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡ଼ି ଙ୍କ ବିବାହ ହୋଇ ଯାଇଛି ଓ ବିବାହ ପରେ ଏହି ଦୁଇ ଯୋଡ଼ି ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁ ଭିଡିଓ ରୁ ଜଣା ପଡ଼ିଛି ଏହି ଦୁଇ ଯୋଡ଼ି ବର୍ତ୍ତମାନ ସମୟ ରେ ବହୁତ୍ ଖୁସି ରେ ଥିବା ର ନଜର ଆସିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *