Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତ୍ରୀ ଜାଙ୍କଲିନ୍ (Janklin Parida) ପ୍ରଥମ ଦିନ ତାଙ୍କ ଶାଶୁ ଘରେ କେମିତି କାଟିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଯାଙ୍କଳିନ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ସେ ଗତ କାଲି ବିବାହ କରିଛନ୍ତି କିନ୍ତୁ ଆଜି ଆମେ ଜାଣିବା ଯେ ଯାଙ୍କଳିନ ବିବାହ ପରେ ଶାଶୁ ଘରେ ପ୍ରଥମ ଦିନ କେମିତି କାଟିଲେ ଯାଙ୍କଳିନି ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ସମସ୍ତେ ଜାଣିଥିବେ ଜାଙ୍କଳିନି ହେଉଛନ୍ତି ୨୦୧୬ ର ରଜ ରାଣୀ , ହଁ ବନ୍ଧୁ ସେ ଜି ସାର୍ଥକ ରିଆଳିଟି ଶୋ ରଜ କୁଇନୀ ରେ ୨୦୧୬ ରେ ବିଜେତା ହୋଇଥିଲେ ।

ତା ପରେ ସେ ପ୍ରଥମ ଥର ପାଇଁ ଏକ ଧାରାବାହିକ ରେ ଅଭିନୟ କରିଥିଲେ , ଯେଉଁ ଧାରାବାହିକ ଟି ଲୋକ ପ୍ରିୟ ଧାରାବାହିକ ହୋଇ ପାରିଥିଲା ଓ ଦର୍ଶକ ମାନେ ଏହି ଧାରାବାହିକ ଟି ଦେଖିବା ପାଇଁ ସବୁଦିନ ସନ୍ଧ୍ୟା ସମୟରେ ଟିଭି ନିକଟ ରେ ବସି ପଡନ୍ତି ଏହି ଧାରାବାହିକ ଟି କୁ ଦେଖିବା ପାଇଁ , ଏହି ଧାରାବାହିକ ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ମୋ ଜେଜେମା । ଏହି ଧାରାବାହିକ ଟି ରେ ଆପଣ ମାନେ ନିଶ୍ଚୟ ଜାଣିଥିବେ ଦେଖିଥିବେ ଯାଙ୍କଳିନ କୁ ରିୟା ଚରିତ୍ର ରେ ଅଭିନୟ କରିବା ର ଏହି ଧାରାବାହିକ ଟି ରେ ସେ ତାଙ୍କ ଅଭିନୟ ଦେଖାଇ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲେ କିନ୍ତୁ ଏହି ଧାରାବାହିକ ଟି ବନ୍ଦ ହୋଇ ଯିବାରୁ ଆଉ ତାଙ୍କ ଅଭିନୟ ଦେଖିବାକୁ ମିଳୁନି ।

କିନ୍ତୁ ବର୍ତ୍ତମାନ ସମୟ ରେ ମୋ ଜେଜେମା ଧାରାବାହିକ ରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଛନ୍ତି । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଏହି ଦୁଇ ଯୋଡ଼ି ଙ୍କୁ ମୋ ଜେଜେମା ଧାରାବାହିକ ରେ ଦେଖିଥିବେ କିନ୍ତୁ ବର୍ତ୍ତମାନ ସମୟ ଏହି ଦୁଇ ଯୋଡ଼ି ଗତ କାଲି ବିବାହ ବନ୍ଧନ ରେ ବାନ୍ଧି ହୋଇ ଛନ୍ତି । ବିବାହ ର ପ୍ରଥମ ଦିନ ପରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁ ଠିରେ ଯାଙ୍କଳିନୀ ଓ ଅରବିନ୍ଦ ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଯାଙ୍କଲିନ ତାଙ୍କ ଶାଶୁ ଘରେ ବେଶ୍ ଖୁସି ଥିବାର ନଜର ଆସିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.