ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତା ଙ୍କ ଭାଇ ବିଷୟ ରେ । ହଁ ବନ୍ଧୁ ଆମେ ଯେଉଁ ଅଭିନେତା ଙ୍କ ଭାଇ ବିଷୟ ରେ କହିବାକୁ ଯାଉଛୁ ସେହି ଅଭିନେତା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ କିନ୍ତୁ ଏହି ଅଭିନେତା ଙ୍କ ଭାଇ ଙ୍କୁ ଆପଣ ମାନେ ହୁଏତ କେହି ଜାଣି ନଥିବେ । କିନ୍ତୁ ଆଜି ଜାଣିବା କୁ ପାଇବେ ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆଜି ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ହଉଛନ୍ତି ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ନମ୍ୱର୍ ୱାନ ହିରୋ ବାବୁସାନ୍ ମହାନ୍ତି । ତାହେଲେ ଆଜି ଆମେ ବାବୁଶାନ୍ ଙ୍କ ବଡ ଭାଇ ଙ୍କ ବିଷୟ ରେ ଜାଣିବା ।
ଆପଣ ଙ୍କ ମନ୍ ରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଙ୍କ ଏକ ମାତ୍ର ପୁଅ ହେଉଛନ୍ତି ବାବୁଶାନ୍ ତାହେଲେ ବାବୁଶାନ୍ । ତାହେଲେ ତାଙ୍କ ବଡ ଭାଇ ଆସିଲେ କୋଉଠୁ , ତାହେଲେ ବାବୁଶାନ୍ ଙ୍କ ବଡ ଭାଇ କୁହା ଯାଉଥିବା ବ୍ୟକ୍ତି ଜଣକ କିଏ ଓ କାହିଁକି ଏହି ବ୍ୟକ୍ତି ଙ୍କୁ ବାବୁଶାନ୍ ଙ୍କ ଭାଇ ବୋଲି କୁହା ଯାଉଛି ତାହେଲେ ଏହି ବିଷୟ ରେ ସମ୍ପୂର୍ଣ ତଥ୍ୟ ଜାଣିବାକୁ ପାଇବେ ଆମର ଏହି ପେଜ ମାଧ୍ୟମରେ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଳ ହବା ରେ ଲାଗିଛି ଯେ ବାବୁଶାନ୍ ଙ୍କ ବଡ ଭାଇ କୁ ନେଇ , ହଁ ବନ୍ଧୁ ଯାହା ଙ୍କ ନାମ ରହିଛି ଅଭିଜିତ ଓ ଅଭିଜିତ ଙ୍କୁ ବଡ ଭାଇ ମାନନ୍ତି ବାବୁଶାନ୍ କାରଣ ତାଙ୍କ ଘନିଷ୍ଠ ବନ୍ଧୁ ଙ୍କ ଭାଇ ଅଟନ୍ତି ଅଭିଜିତ । ସେ ଆହୁରି ମଧ୍ୟ କହିଛନ୍ତି ସେ ମୋ ଫିଟନେସ ଗୁରୁ , ବାବୁଶାନ୍ ଯେଉଁ ଜିମ୍ ଙ୍କୁ ଯାଉଛନ୍ତି ସେଠାରେ ଏହି ଅଭିଜିତ ବଡ ଭାଇ ପ୍ରଶିକ୍ଷଣ ଦେଉଛନ୍ତି ଓ ଅଭିଜିତ ବାବୁଶାନ୍ ଙ୍କୁ ସାନ ଭାଇ ବୋଲି ମାନନ୍ତି ଓ ବାବୁଶାନ୍ ମଧ୍ୟ ସେବେଠାରୁ ଅଭିଜିତ ଙ୍କୁ ବଡ ଭାଇ ବୋଲି ସମ୍ମାନ ଦେଇ ଆସିଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ