Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ବାବୁଶାନଙ୍କ (Babushan Mohanty) ଭାଇ ଓ ଭାଉଜଙ୍କୁ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତା ଙ୍କ ଭାଇ ବିଷୟ ରେ । ହଁ ବନ୍ଧୁ ଆମେ ଯେଉଁ ଅଭିନେତା ଙ୍କ ଭାଇ ବିଷୟ ରେ କହିବାକୁ ଯାଉଛୁ ସେହି ଅଭିନେତା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ କିନ୍ତୁ ଏହି ଅଭିନେତା ଙ୍କ ଭାଇ ଙ୍କୁ ଆପଣ ମାନେ ହୁଏତ କେହି ଜାଣି ନଥିବେ । କିନ୍ତୁ ଆଜି ଜାଣିବା କୁ ପାଇବେ ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆଜି ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ହଉଛନ୍ତି ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ନମ୍ୱର୍ ୱାନ ହିରୋ ବାବୁସାନ୍ ମହାନ୍ତି । ତାହେଲେ ଆଜି ଆମେ ବାବୁଶାନ୍ ଙ୍କ ବଡ ଭାଇ ଙ୍କ ବିଷୟ ରେ ଜାଣିବା ।

 

 

ଆପଣ ଙ୍କ ମନ୍ ରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଙ୍କ ଏକ ମାତ୍ର ପୁଅ ହେଉଛନ୍ତି ବାବୁଶାନ୍ ତାହେଲେ ବାବୁଶାନ୍ । ତାହେଲେ ତାଙ୍କ ବଡ ଭାଇ ଆସିଲେ କୋଉଠୁ , ତାହେଲେ ବାବୁଶାନ୍ ଙ୍କ ବଡ ଭାଇ କୁହା ଯାଉଥିବା ବ୍ୟକ୍ତି ଜଣକ କିଏ ଓ କାହିଁକି ଏହି ବ୍ୟକ୍ତି ଙ୍କୁ ବାବୁଶାନ୍ ଙ୍କ ଭାଇ ବୋଲି କୁହା ଯାଉଛି ତାହେଲେ ଏହି ବିଷୟ ରେ ସମ୍ପୂର୍ଣ ତଥ୍ୟ ଜାଣିବାକୁ ପାଇବେ ଆମର ଏହି ପେଜ ମାଧ୍ୟମରେ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଖବର ଭାଇରାଳ ହବା ରେ ଲାଗିଛି ଯେ ବାବୁଶାନ୍ ଙ୍କ ବଡ ଭାଇ କୁ ନେଇ , ହଁ ବନ୍ଧୁ ଯାହା ଙ୍କ ନାମ ରହିଛି ଅଭିଜିତ ଓ ଅଭିଜିତ ଙ୍କୁ ବଡ ଭାଇ ମାନନ୍ତି ବାବୁଶାନ୍ କାରଣ ତାଙ୍କ ଘନିଷ୍ଠ ବନ୍ଧୁ ଙ୍କ ଭାଇ ଅଟନ୍ତି ଅଭିଜିତ । ସେ ଆହୁରି ମଧ୍ୟ କହିଛନ୍ତି ସେ ମୋ ଫିଟନେସ ଗୁରୁ , ବାବୁଶାନ୍ ଯେଉଁ ଜିମ୍ ଙ୍କୁ ଯାଉଛନ୍ତି ସେଠାରେ ଏହି ଅଭିଜିତ ବଡ ଭାଇ ପ୍ରଶିକ୍ଷଣ ଦେଉଛନ୍ତି ଓ ଅଭିଜିତ ବାବୁଶାନ୍ ଙ୍କୁ ସାନ ଭାଇ ବୋଲି ମାନନ୍ତି ଓ ବାବୁଶାନ୍ ମଧ୍ୟ ସେବେଠାରୁ ଅଭିଜିତ ଙ୍କୁ ବଡ ଭାଇ ବୋଲି ସମ୍ମାନ ଦେଇ ଆସିଛନ୍ତି ।।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.