ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ଆଜି କାଲି ଦୁନିଆ ରେ ସୋସିଆଲ ମିଡ଼ିଆ ବେଶ ଲୋକ ପ୍ରିୟତା ହୋଇ ପାରିଛି । ଏହି ସୋସିଆଲ ମିଡ଼ିଆ ଏମିତି ଏକ ଜିନିଷ ଯେଉଁଥିରେ ବ୍ୟକ୍ତି ନିଜ ଫଟୋ ହଉ ବା ଭିଡିଓ ସେୟାର କରିଥାଆନ୍ତି । ଠିକ ସେହିଭଳି ସୋସିଆଲ ମିଡ଼ିଆ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ମାନେ ନିଜର ଫଟୋ ବା ଭିଡିଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି ଯାହା ଦର୍ଶକ ମାନେ ବହୁ ଗୁଡିଏ ଲାଇକ ଦେବା ସହ ସେୟାର ମଧ୍ୟ କରିଥାନ୍ତି ।
କିନ୍ତୁ ଏହି ସୁପର ଷ୍ଟାର ମାନ ଙ୍କ ପ୍ରାୟତଃ ଫଟୋ ହଉ ବା ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହୋଇଥାଏ , କିନ୍ତୁ ବହୁତ ଜଣ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ସୁପର ଷ୍ଟାର ଙ୍କ ବହୁ ପୁରୁଣା ଦିନ ର ଫଟୋ ଓ ଭିଡିଓ କୁ ନେଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥାନ୍ତି ବର୍ତ୍ତମାନ ସମୟ ର ପରିଚିତ ଦେଇ । ହଁ ବନ୍ଧୁ ସେହି ଭଳି ଖବର ବର୍ତ୍ତମାନ ସମୟ ରେ ବେଶ ଭାଇରାଲ ହବା ରେ ଲାଗିଛି , ଯେମିତି କି ଆପଣ ମନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଯୋଡି ବବି ମିଶ୍ର ଓ କୋଏଲ ବାନାର୍ଜୀ ବର୍ତମାନ ସମୟ ରେ କିଛି ନା କିଛି ବ୍ୟକ୍ତିଗତ ବିବାଦ ପାଇଁ ଅଲଗା ହୋଇ ଯାଇଛନ୍ତି
କିନ୍ତୁ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ ହବା ରେ ଲାଗିଛି ଯେ ବବି ମିଶ୍ର ଓ କୋଏଲ ବାନାର୍ଜୀ ବବି ମିଶ୍ର ଙ୍କ ଗାଁ ମାନେ କୋଏଲ ବାନାର୍ଜୀ ଙ୍କ ଶଶୁର ଘର ଗାଁ ରେ ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏଥିସହ ଉଭୟ ଗୋଟିଏ କାର ରେ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୁଇ ଯୋଡି ଏକାଠି ହୋଇ ଯିବା ର ଭାବନା ଦର୍ଶକ ମାନ ଙ୍କ ମନ ଭିତରେ ସୃଷ୍ଟି ହୋଇଛି କିନ୍ତୁ ଦର୍ଶକ ବନ୍ଧୁ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଆପଣ ଦେଖୁଥିବା ଭିଡିଓ ଟି ସତ ଅଟେ କିନ୍ତୁ ବର୍ତ୍ତମାନ ସମୟ ର ନୁହଁ ତାହା ବହୁ ଦିନ ର ଭିଡିଓ ଯେଉଁ ସମୟ ବବି ମିଶ୍ର ଓ କୋଏଲ ବାନାର୍ଜୀ ଏକାଠି ହୋଇ ରହୁଥିଲେ ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ