Breaking News

ଭିଡିଓ ଦେଖନ୍ତୁ – ସତରେ କଣ ବବି ମିଶ୍ର (Bobby Mishra) କୋଏଲଙ୍କ (Koyel Banarjee) ଠାରୁ ଅଲଗା ହେବା ପରେ ଏତେ କଷ୍ଟରେ ରହୁଛନ୍ତି ??

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ଆଜି କାଲି ଦୁନିଆ ରେ ସୋସିଆଲ ମିଡ଼ିଆ ବେଶ ଲୋକ ପ୍ରିୟତା ହୋଇ ପାରିଛି । ଏହି ସୋସିଆଲ ମିଡ଼ିଆ ଏମିତି ଏକ ଜିନିଷ ଯେଉଁଥିରେ ବ୍ୟକ୍ତି ନିଜ ଫଟୋ ହଉ ବା ଭିଡିଓ ସେୟାର କରିଥାଆନ୍ତି । ଠିକ ସେହିଭଳି ସୋସିଆଲ ମିଡ଼ିଆ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ମାନେ ନିଜର ଫଟୋ ବା ଭିଡିଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି ଯାହା ଦର୍ଶକ ମାନେ ବହୁ ଗୁଡିଏ ଲାଇକ ଦେବା ସହ ସେୟାର ମଧ୍ୟ କରିଥାନ୍ତି ।

କିନ୍ତୁ ଏହି ସୁପର ଷ୍ଟାର ମାନ ଙ୍କ ପ୍ରାୟତଃ ଫଟୋ ହଉ ବା ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହୋଇଥାଏ , କିନ୍ତୁ ବହୁତ ଜଣ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ସୁପର ଷ୍ଟାର ଙ୍କ ବହୁ ପୁରୁଣା ଦିନ ର ଫଟୋ ଓ ଭିଡିଓ କୁ ନେଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥାନ୍ତି ବର୍ତ୍ତମାନ ସମୟ ର ପରିଚିତ ଦେଇ । ହଁ ବନ୍ଧୁ ସେହି ଭଳି ଖବର ବର୍ତ୍ତମାନ ସମୟ ରେ ବେଶ ଭାଇରାଲ ହବା ରେ ଲାଗିଛି , ଯେମିତି କି ଆପଣ ମନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଯୋଡି ବବି ମିଶ୍ର ଓ କୋଏଲ ବାନାର୍ଜୀ ବର୍ତମାନ ସମୟ ରେ କିଛି ନା କିଛି ବ୍ୟକ୍ତିଗତ ବିବାଦ ପାଇଁ ଅଲଗା ହୋଇ ଯାଇଛନ୍ତି

 

କିନ୍ତୁ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ ହବା ରେ ଲାଗିଛି ଯେ ବବି ମିଶ୍ର ଓ କୋଏଲ ବାନାର୍ଜୀ ବବି ମିଶ୍ର ଙ୍କ ଗାଁ ମାନେ କୋଏଲ ବାନାର୍ଜୀ ଙ୍କ ଶଶୁର ଘର ଗାଁ ରେ ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏଥିସହ ଉଭୟ ଗୋଟିଏ କାର ରେ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୁଇ ଯୋଡି ଏକାଠି ହୋଇ ଯିବା ର ଭାବନା ଦର୍ଶକ ମାନ ଙ୍କ ମନ ଭିତରେ ସୃଷ୍ଟି ହୋଇଛି କିନ୍ତୁ ଦର୍ଶକ ବନ୍ଧୁ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଆପଣ ଦେଖୁଥିବା ଭିଡିଓ ଟି ସତ ଅଟେ କିନ୍ତୁ ବର୍ତ୍ତମାନ ସମୟ ର ନୁହଁ ତାହା ବହୁ ଦିନ ର ଭିଡିଓ ଯେଉଁ ସମୟ ବବି ମିଶ୍ର ଓ କୋଏଲ ବାନାର୍ଜୀ ଏକାଠି ହୋଇ ରହୁଥିଲେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *