Breaking News

ଭିଡିଓ ଦେଖନ୍ତୁ – ବାବୁଶାନ (Babushan) କିପରି ବାପା ହେବାର ଦାୟିତ୍ଵ ତୁଲାଇ ପୁଅକୁ କ୍ଷୀର ପିଆଉଛନ୍ତି

ଦର୍ଶକ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏମିତି ଅନେକ ଅଭିନେତା ଅଛନ୍ତି ଯେଉଁ ମାନେ କି ରିଲ ଲାଇଫ ରେ ଭଲ ହିରୋ ଭୂମିକା ରେ ଅଭିନୟ କରିଥାନ୍ତି ଠିକ୍ ସେହିଭଳି ରିଅଲ ଲାଇଫ ରେ ଗୋଟେ ବାପା ର କର୍ତ୍ତବ୍ୟ ମଧ୍ୟ କରିଥାନ୍ତି । ତାହେଲେ ଦର୍ଶକ ବନ୍ଧୁ ଆପଣ ନିଶ୍ଚୟ ଜାଣି ପରୁଥିବେ ଆଜି ଆମେ କାହା ବିଷୟ ରେ ଆଲୋଚନା କରିବା କୁ ଯାଉଛେ । ହଁ ବନ୍ଧୁ ଏହି ଅଭିନେତା ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଜଣା ଶୁଣା ଅଭିନେତା ବାବୁଶାନ୍ ମହାନ୍ତି ଯିଏ କି ଭଲ ଅଭିନୟ କରିବା ସହିତ ଗୋଟେ ବାପା ଙ୍କ ର ଯାହା ଦାୟିତ୍ଵ ଥାଏ ତାହା ମଧ୍ୟ କରୁଛନ୍ତି , ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଳ ହବା ରେ ଲାଗିଛି ଯେ ବାବୁଶାନ୍ ତାଙ୍କ ପୁଅ କୁ କୋଳ ରେ ଶୁଆଇ ଖୁଆଉଛନ୍ତି ।

ଯେଉଁ ଭିଡିଓ ଟି ବର୍ତ୍ତମାନ ସମୟ ରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି । ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ତାଙ୍କ ବାପା ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ଉତ୍ତମ ମହାନ୍ତି ଓ ମା ମଧ୍ୟ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି । ବାବୁଶାନ ତାଙ୍କ ଛୋଟ ବେଳ ର ସାଙ୍ଗ ତୃପ୍ତି ଙ୍କୁ ବିବାହ କରିଥିଲେ । ଦୁହେଁ ଦୁହି ଙ୍କୁ ଛୋଟ ବେଳୁ ଭଲ ପାଉଥିଲେ କିନ୍ତୁ ତାଙ୍କର ଏହି ଭଲ ପାଇବା ବେଶୀ ଦିନ ଯାଏ ରହିନଥିଲା ସେମାନେ ପରବର୍ତୀ ସମୟ ରେ ୨୦୧୪ ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ଗତ କିଛି ଦିନ ତଳେ ବାବୁଶାନ ଙ୍କଅ ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଛି । ବାବୁଶାନ୍ ତାଙ୍କ ପୁଅ ର ନାମ ସମର୍ଥ ଦେଇଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ବାବୁଶାନ୍ ଆଉ ଏକ ଭିଡିଓ ପୂର୍ବ ରୁ ଭାଇରାଳ ହୋଇଥିଲା ଯେ ବାବୁଶାନ୍ ତାଙ୍କ ପୁଅ କୁ ସୁଆଉଥିବାର ଫଟୋ କିନ୍ତୁ ବର୍ତ୍ତମାନ ସମୟ ରେ ଖୁଆଉଥିବାର୍ ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦର୍ଶକ ମାନେ ବେଶ୍ ପସନ୍ଦ କରିବା ସହିତ ନିଜ ନିଜ ଆକାଉଣ୍ଟ୍ ରେ ସେୟାର କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *