Breaking News

ବାହାଘର ର ଫୁଲ ଭିଡିଓ ଦେଖନ୍ତୁ – ବିବାହ ବନ୍ଧନରେ ବାନ୍ଧି ହେଲେ ଜାକଲିନ ଓ ଅରବିନ୍ଦ (Janklin Arbind)

ଦର୍ଶକ ବନ୍ଧୁ ବିବାହ ବନ୍ଧନ ରେ ବନ୍ଧୁ ହେଲେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ , ବର୍ତ୍ତମାନ ସମୟ ରେ ସଋ ଯାଇଛି ବାହାଘର । ତାହେଲେ ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛି ଓ ସେ କାହାକୁ ବିବାହ କରିଛନ୍ତି ଭଳି ସମସ୍ତ ବିଷୟ ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଧାରାବାହିକ ର ଆଗ ଧାଡ଼ି ର ହିରୋଇନ ଜାଙ୍କଳିନୀ ବର୍ତ୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ,

ତାହେଲେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସେ କାହାକୁ ବିବାହ କରିଛନ୍ତି ଜାଣିବା , ତାହେଲେ ଆପଣ ମାନେ ନିଶ୍ଚୟ ଜାଣିଥିବେ ଜାଙ୍କଳିନୀ କୁ ସେ ପ୍ରଥମେ ଜୀ ସାର୍ଥକ ଏକ ରିଆଲିଟି ଶୋ ଯାହାର ନାମ ହଉଛି ରଜ କୁଇନ , ଏହି ଶୋ ରେ ବିଜେତା ହୋଇଥିଲେ । ତାପରେ ସେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ମୋ ଜେଜେମା ରେ ଅଭିନୟ କରୁଥିଲେ । ସେ ଏହି ଧାରାବାହିକ ରେ ଅରବିନ୍ଦ ଙ୍କ ସହ ଅଭିନୟ କରୁଥିଲେ ଓ ଅଭିନୟ କରୁ କରୁ ଦୁହେଁ ଦୁହିଁ ଙ୍କୁ ଭଲ ପାଇ ବସିଥିଲେ ।

 

କିନ୍ତୁ ବର୍ତ୍ତମାନ ଜାଙ୍କଳିନୀ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି , ତାହାଲେ ଆପଣ ଙ୍କ ମନ ରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ ଯେ ଜାଙ୍କଳିନୀ ଅରବିନ୍ଦ ଙ୍କୁ ଭଲ ପାଉଥିଲେ ତାହେଲେ ସେ କାହାକୁ ବିବାହ କଲେ , ଦର୍ଶକ ବନ୍ଧୁ ସେ ଆମେ କହି ରଖୁଛୁ ଯେ ଜାଙ୍କଳିନୀ ଅରବିନ୍ଦ ଙ୍କୁ ବିବାହ କରିଛନ୍ତି ,ଗତ କଲି ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ବିବାହ ଘର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଏହି ଫଟୋ କୁ ଦର୍ଶକ ମାନେ ବହୁ ପରିମାଣ ରେ ଲାଇକ ଓ ସେୟାର ମଧ୍ୟ କରିଛନ୍ତି ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.