Breaking News

ଭିଡିଓ ଦେଖନ୍ତୁ – ଓଡିଆ ହାସ୍ୟଅଭିନେତା ସୁମନ ମହାରଣା (Sumana Maharana) କିପରି ଅକ୍ଷୟ ତୃତୀୟ ପାଳନ କରିଲେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓଡ଼ିଆ ହାସ୍ୟ ଅଭିନେତା ସୁମନ ଙ୍କ ଏକ ଭିଡିଓ ଭାଇରାଳ ହବା ରେ ଲାଗିଛି , ଯେଉଁ ଭିଡିଓ ରେ ସୁଟିଂ ସେଟ୍ ରହି ଲାଇଭ ଆସିଥିଲେ । ତାହେଲେ କଣ୍ ସୁମନ ଙ୍କ ର ଆଗକୁ କିଛି ଚଳଚ୍ଚିତ୍ର ବା ଧାରାବାହିକ ଆସୁଛି କି ନା ଆଉ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମରେ ।

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୁମନ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ହାସ୍ୟ କଳାକାର ବା କମିଡିଆନ ଭାବେ ପରିଚିତ । ହଁ ବନ୍ଧୁ ସୁମନ ଙ୍କ ଖାସ୍ ବିଷୟ ହେଲା ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ । ସେ ପ୍ରଥମେ ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ କଣ୍ଢେଇ ଆଖିରେ ଲୁହ ଚଳିଚିତ୍ର ରେ ସେହି ଫିଲ୍ମ୍ ଟି ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିବା ସହିତ ସୁମନ ଙ୍କ ଅଭିନୟ କୁ ମଧ୍ୟ ପସନ୍ଦ କରିଥିଲେ ଓ ସେହି ଫିଲ୍ମ୍ ରେ ମଧ୍ୟ ସଫଳ ହୋଇଥିଲେ ।

ହଁ ବନ୍ଧୁ ଲୋକ ମାନେ ତାଙ୍କ ଅଭିନୟ କୁ ବେଶ୍ ପସନ୍ଦ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସୁମନ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁ ଭିଡିଓ ଟି ରେ ସୁମନ ଅଭିନୟ କରିଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । କିଛି ସୂଚନା ମିଳିନାହିଁ ଯେ ଏହି ସୁଟିଂ କେଉଥି ପାଇଁ ହଉଛି କିନ୍ତୁ ଆଗାମୀ ଦିନ ମାନ ଙ୍କ ମଧ୍ୟ ରେ ଜଣା ପଡ଼ିଯିବ । ହଁ ବନ୍ଧୁ ଏହା ଖୁବ୍ ଶୀଘ୍ର ଲୋକ ଲୋଚନ କୁ ଆସିବାକୁ ଯାଉଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *