ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲକ ଡାଉନ୍ ର ପ୍ରଭାବ ସାରା ରାଜ୍ୟରେ ପଡ଼ିଛି । କେବଳ ଅତ୍ୟାବଶ୍ୟକ ଜିନିଷ କୁ ଛାଡ଼ିଦେଲେ ଆଉ ସବୁ ଜିନିଷ ବନ୍ଦ୍ ଅଛି । ଏହି ଲକ୍ ଡାଉନ୍ ଆମ୍ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ତାର ବେଶ୍ ପ୍ରଭାବ ପକାଇଛି , କାରଣ ସରକାର ନିଷ୍ପତି ନେଇଛନ୍ତି ଯେ ଇନିଡୋର୍ ଓ ଆଉଟ୍ ଡୋର ସୁଟିଂ ଗୁଡ଼ିକ ବର୍ତ୍ତମାନ ସମୟ ରେ ବନ୍ଦ ରହିବ ବୋଲି । ସେଥିପାଇଁ ଚଳଚ୍ଚିତ୍ର ଓ ଧାରାବାହିକ ଗୁଡ଼ିକ ବର୍ତ୍ତମାନ ସମୟ ରେ ବନ୍ଦ ଅଛି ଓ ଏଥିରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଗାଁ ପଳାଇ ଯାଇଛନ୍ତି । ତାହେଲେ ଆସନ୍ତୁ ଆଜି ଆମେ ଜାଣିବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତା ବବି ମିଶ୍ର ଏହି ଲକ୍ ନିଜ ଗାଁ ରେ କଣ କରୁଛନ୍ତି ଆସନ୍ତୁ ଜାଣିବା ।
ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବବି ମିଶ୍ର ପୂର୍ବ ରୁ ବହୁ ସାରା ଆଲବମ୍ ରେ ତାଙ୍କ ଜବରଦସ୍ତ ନାଚ ଦେଖାଇ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲେ । ତା ପରେ ସେ ସିନେମା ଜଗତରେ ପାଦ ଦେଇଥିଲେ ଓ ଏଥିରେ ମଧ୍ୟ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟତା ହାସଲ କରି ପାରିଥିଲେ । ବବି ମିଶ୍ର ଏକ ଚଳଚ୍ଚିତ୍ର ରେ ଯେମିତି ମୁଖ୍ୟ ଅଭିନେତା ଭାବେ ଯେମିତି ଜବରଦସ୍ତ ଅଭିନୟ କରି ଥାନ୍ତି ଠିକ୍ ସେମିତି ଭିଳିଆନ ଓ କମେଡି ମଧ୍ୟ ସେହି ଭଳି ଅଭିନୟ କରିଥାନ୍ତି ଏଥିପାଇଁ ଦର୍ଶକ ମାନେ ବବି ମିଶ୍ର ଙ୍କ ଅଭିନୟ କୁ ବେଶ୍ ପସନ୍ଦ କରିଥାନ୍ତି । ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ସେ ବଙ୍ଗୀୟ ନାୟିକା କୋୟେଳ ବାନାର୍ଜୀ ଙ୍କୁ ଭଲ ପାଇ ବିବାହ କରିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ଦୁହେଁ ଦୁହିଁଙ୍କ ଠୁ ଅଲଗା ହୋଇ ଯାଇଛନ୍ତି କିଛି ବ୍ୟକ୍ତି ଗତ ବିବାଦ ଯୋଗୁ ।
ତାହେଲେ ଆସନ୍ତୁ ବନ୍ଧୁ ଜାଣିବା ଯେ ବବି ମିଶ୍ର ନିଜ ଗାଁ ରେ ରହି କିପରି ମଜା ମସ୍ତି କରୁଛନ୍ତି ଜାଣିବା ଆପଣ ମାନେ ଜାଣିଥିବେ ଯେ ଗତ ବର୍ଷ ଏହି ଲକ୍ ଡାଉନ୍ ସମୟ ରେ ବବି ମିଶ୍ର ନିଜ ଗାଁ ରେ ଫସଲ କରି ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଥିଲେ କିନ୍ତୁ ଗତ ବର୍ଷ ସେ ନିଜ ଗାଁ ରେ ପଇଡ ପାରୁଥିବାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି , ଖାଲି ସେତିକି ନୁହେଁ ବନ୍ଧୁ ସେ ନିଜ ଗାଁ ରେ ଯୋଗାସନ କରୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଳ ହବା ରେ ଲାଗିଛି । ଏହି ଫଟୋ ଗୁଡ଼ିକୁ ଦର୍ଶକ ମାନେ ବହୁତ୍ ଲାଇକ ଦେବା ସହ କମେଣ୍ଟ ମଧ୍ୟ କରିଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ