ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ବିବାଦ ରେ ଥିବା ଅଭିନେତ୍ରୀ ବା ଜଲିଉଡ ର ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚିତ ଜାଣିଥିବେ ଯେ ସୋସିଆଲ ମିଡ଼ିଆ ରେ ଯଦି କେଉଁ ଅଭିନେତ୍ରୀ ଅଧିକ ନଜର ଆସିଥାନ୍ତି ତାହେଲେ ସେ ହଉଛନ୍ତି ରାଣୀ ପଣ୍ଡା ଯିଏ କି ତାଙ୍କ ପ୍ରଶଂସକ ପାଇଁ ସବୁ ଦିନ ଲାଇଭ ଆସି ତାଙ୍କ ସହ କଥା ହୋଇଥାନ୍ତି । ତାହେଲେ ଆଜି ଆମେ ସେହି ରାଣୀ ପଣ୍ଡା ଙ୍କ ବିଷୟ ରେ ଜାଣିବା ।
ହଁ ବନ୍ଧୁ ରାଣୀ ପଣ୍ଡା 29 ତାରିଖ ଜାନୁଆରୀ ମାସ 1984 ମସିହା ରେ ଜନ୍ମ କରିଥିଲେ ଓ ଆପଣ ମାନେ ନିଶ୍ଚିତ ରାଣୀ ପଣ୍ଡା ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ଆମ ଓଡିଆ ଧାରାବାହିକ ରେ , ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ରାଣୀ ପଣ୍ଡା ଭଲ ଅଭିନୟ କରିବା ସହିତ ଭଲ ଗୀତ ମଧ୍ୟ ଗାଇଥାନ୍ତି । ଆପଣ ମାନେ ଜାଣିଛନ୍ତି କି ରାଣୀ ପଣ୍ଡା ଯଦି ବେଶୀ ଲୋକ ପ୍ରିୟତା ହୋଇଛନ୍ତି କେବଳ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି , ହଁ ବନ୍ଧୁ କରୋନା ସମୟ ରେ ବହୁ ଗରିବ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିଛନ୍ତି ରାଣୀ ପଣ୍ଡା ଖାଲି ସେତିକି ନୁହେଁ ବନ୍ଧୁ ରାଣୀ ପଣ୍ଡା ବାତ୍ୟା ରେ ମଧ୍ୟ ଲୋକ ମାନ ଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ଯ ମଧ୍ୟ ଦେଇଛନ୍ତି ।
ରାଣୀ ପଣ୍ଡା ଭୁବନେଶ୍ବର ରେ ଏକ ଭଡା ଘରେ ରହୁଛନ୍ତି ,ସେ ବିଭିନ୍ନ ଶୋ ନାଚିବା ପାଇଁ ୩୫ ହଜାର ଟଙ୍କା ନେଇଥାଆନ୍ତି । ତାଙ୍କ ଘର କହିଲେ ତାଙ୍କର ଏକ ଆଳିଶିଆନ ବଙ୍ଗଳା ଅଛି ଓ ତାଙ୍କର ମଧ୍ୟ ଏକ କାର ମଧ୍ୟ ଅଛି । ହଁ ବନ୍ଧୁ ଯଦି ଆମେ ତାଙ୍କର ମୋଟ ସମ୍ପତ୍ତି ବିଷୟ ରେ କଥା ହବା ତାହେଲେ ତାଙ୍କର ପାଖା ପାଖୀ ୩୦ ରୁ ୩୫ ଲକ୍ଷ ଟଙ୍କା ହବ ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ