ସୋସିଆଲ ମିଡ଼ିଆ ରେ ନଜର ଆସିଲେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଜଣେ ଜଣା ଶୁଣା ଅଭିନେତ୍ରୀ ଯିଏ କି ସୋସିଆଲ ମିଡ଼ିଆ ରେ ହାତ ଯୋଡି ହୋଇ ଦର୍ଶକ ମାନ ଙ୍କୁ କହିଲେ ଏମିତି କିଛି କଥା । ତାହେଲେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଯେ ଏହି ଅଭିନେତ୍ରୀ ଜଣକ କିଏ ଓ ସେ ଦର୍ଶକ ମାନ ଙ୍କୁ କଣ ସୋସିଆଲ ମିଡ଼ିଆ ରେ ଲାଇଭ ଆସି କଣ କହିଛନ୍ତି ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ଜଣା ଶୁଣା ବା ଚୁଲ ବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ , ତାହେଲେ ବର୍ଷା ପ୍ରିୟଦର୍ଶିନୀ ଦର୍ଶକ ମାନ ଙ୍କୁ କଣ କହିଛନ୍ତି ଆସନ୍ତୁ ଜାଣିବା ।
ତାହେଲେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନିଶ୍ଚିତ ଜାଣିଥିବେ ସେ ଅଭୁ ଗୁଡିଏ ଫିଲ୍ମ ରେ ଅଭିନୟ କରି ବେଶ ଲୋକ ପ୍ରିୟ ହୋଇ ପାରିଛନ୍ତି । ଆପଣ ମାନେ କଣ ଜାଣିଛନ୍ତି କି ଯେ ବର୍ଷା ଓଡିଆ ଫିଲ୍ମ ରେ ଅଭିନୟ କରିବା ସହିତ ବହୁ ଗୁଡିଏ ବଙ୍ଗୀୟ ଫିଲ୍ମ ରେ ମଧ୍ୟ ନଜର ଆସିଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ଅନୁଭବ ମହାନ୍ତି କୁ ବିବାହ କରିଥିଲେ କିନ୍ତୁ ତାଙ୍କ ଏହି ବିବାହ ଘର ବେଶୀ ଦିନ ଯାଏ ରହି ନ ଥିଲା କାରଣ ବିବାହ କିଛି ର ଦିନ ପରେ କିଛି ପାରିବାରିକ ବିବାଦ ଯୋଗୁ ଦୁହେଁ ଅଲଗା ହୋଇ ଯାଇଥିଲେ ।
କିନ୍ତୁ ବର୍ତ୍ତମାନ ସମୟ ରେ ବର୍ଷା ଅଭିନୟ ଛାଡି ସାମାଜିକ କାମ ରେ ବ୍ୟସ୍ତ ଅଛନ୍ତି । ତହେଲେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବର୍ଷା ଙ୍କ ଏକ ଭିଡିଓ ଭାଇରାଲ ହବା ରେ ଲାଗିଛି ଯେଉଁ ଭିଡିଓ ଟି ରେ ସେ ଦର୍ଶକ ମାନ ଙ୍କୁ କହିଛନ୍ତି ଯେ ଦର୍ଶକ ମାନ ଙ୍କୁ କହିଛନ୍ତି ଯେ ମୋତେ ଆପଣ ଏମିତି ଆଗକୁ ବଢିବା ପାଇଁ ଉତ୍ସାହିତ କରନ୍ତୁ ଓ ଆପଣ ସମସ୍ତ ଙ୍କ ପାଖ ରେ ମୁଁ ଚିରରୁଣୀ ଓ ସେ ଆହୁରି କହିଛନ୍ତି ଯେ ଏହି ଭଳି ଭଲ ପାଇବା ,ସପୋର୍ଟ ଓ ଆର୍ଶୀବାଦ ସବୁବେଳେ ରଖିଥାନ୍ତୁ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ