Breaking News

୯ଜଣ ସ୍ତ୍ରୀଙ୍କୁ ଉପଭୋଗ କରୁଛନ୍ତି ଜଣେ ସ୍ୱାମୀ ପୁରା ଘଟଣା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ…. ପୁରା video !

ବନ୍ଧୁଗଣ ଆସନ୍ତୁ ଜାଣିବା ନଅ ମହିଳାଙ୍କ ସ୍ବାମୀ । ଜଣଙ୍କୁ ଛାଡ଼ପତ୍ର ଦେଇ ଆଉ ଦୁଇ ଜଣଙ୍କୁ ବିବାହ କରିଛନ୍ତି ଏବଂ 10 ଜଣ ପତ୍ନୀଙ୍କ ସହିତ ରହିବାରୁ ତାଙ୍କର ଇଚ୍ଛା ଓ ପ୍ରତି ପତ୍ନୀ ଙ୍କ ଠାରୁ ଗୋଟିଏ ଗୋଟିଏ ସନ୍ତାନ ମଧ୍ୟ ଚାହୁଁଛନ୍ତି । ସେ ସମସ୍ତଙ୍କୁ ସମ୍ମାନ ଭଲ ପାଇବା ଦେଉଛନ୍ତି । ବ୍ରାଜିଲ ର ଜଣେ ମଡେଲ ଏବେ ନିଜର ନଅ ଜଣ ପତ୍ନୀଙ୍କୁ ନେଇ ଚର୍ଚ୍ଚାରେ । ତାଙ୍କର ନଅ ଜଣ ପତ୍ନୀଙ୍କ ମଧ୍ୟ ରୁ ଜଣେ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି ।

ତାହା ଏବେ ତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଆର୍ଥାର ଓ ଊର୍ଶୋ ନାମକ ଏହି ମଡେଲ 2022 ମାସିଆରେ ନିଜର ସମସ୍ତ ବନ୍ଧବିକୁ ବିବାହ କରିଥିବା ଘୋଷଣା କରି ନଜରକୁ ଆସିଥିଲା । ନିକଟରେ ସେ ଏକ ଗଣମାଧ୍ୟମ କୁ କହିଛନ୍ତି କୁ ତାଙ୍କ ଏକ ପତ୍ନୀ ତାଙ୍କଠାରୁ ଛାଡପତ୍ର ଚାହୁଁଛନ୍ତି । ଏହାର କାରଣ ସେ ଏକକ ବିବାହ କୁ ଝୁରୁଛନ୍ତି । 2021 ମସିଆରେ ସେ 8 ଜଣ ମହିଳାଙ୍କୁ ବିବାହ କରିବା ପୂର୍ବରୁ ଉର୍ଶୋ ପ୍ରଥମ ପତ୍ନୀ ଲୁଆନାକାଜାକିଙ୍କୁ ବିବାହ କରିଥିଲେ ।

ଏକକ ବିବାହ ପ୍ରଥାକୁ ବିରୋଧ କରିବାକୁ ଯାଇ ସେ ଏକାଧିକ ମହିଳାଙ୍କୁ ବିବାହ କରିଥିବା କଥା କହିଛନ୍ତି । କିନ୍ତୁ ସାଉପଉଲ୍ ଠାରେ ଅନୁଷ୍ଠିତ ଏହି ବିବାହ ବୈଧ ହୋଇ ପାରିନଥିଲା କାରଣ ବ୍ରାଜିଲ ରେ ବୋହୂ ବିବାହ ବୈଧ ନୁହେଁ । ଏବେ କିନ୍ତୁ ଉର୍ଶୋଙ୍କର ଜଣେ ପତ୍ନୀ ଆଗାଧା ବହୁ ବିବାହ ଛିନ୍ନ କରିବାକୁ ଚାହୁଁଛନ୍ତି । ଏହାର କାରଣ ସେ ଏକାକୀ ଉର୍ଶୋଙ୍କ ପତ୍ନୀ ହୋଇ ରହିବାକୁ ଚାହୁଁଛନ୍ତି । ଏହା ଶୁଣିବା ପରେ ଉର୍ଶୋ ବୋହୁତ ଦୁଃଖ ପ୍ରକାଶ କରିଛନ୍ତି ।

ଆଗାଧାଙ୍କ କହିବା ଅନୁସାରେ ବାସ୍ତବରେ ନୁହେଁ ବରଙ୍ଗ ଏକ ରୋମାଞ୍ଚକର ଅନୁଭବ ସାଉଁଟିବାକୁ ଉର୍ଶୋ ବୋହୂ ବିବାହ କରିଥିଲେ । ତାଙ୍କର ଏପରି ମନ ଭାବକୁ ଉର୍ଶୋଙ୍କର ଅନ୍ୟ ପତ୍ନୀ ମାନେ ଭୁଲ ବୋଲି କହୁଛନ୍ତି । ସେ ପଟେ ଜଣେ ପତ୍ନୀ ଙ୍କ ଛାଡପତ୍ର ଉର୍ଶୋଙ୍କ ନିଜ ଭବିଷ୍ୟତ ବିଷୟରେ ଚିନ୍ତା କରିବା କୁ ଅଟକାଇ ପାରିନି । ସେ ଆଉ ଦୁଇଟି ମହିଳାଙ୍କୁ ବିବାହ କରିବା ଯୋଜନା କରୁଛନ୍ତି ।

କାରଣ ଉର୍ଶୋ କୁହନ୍ତି ସେ 10 ଜଣ ପତ୍ନୀଙ୍କ ସହିତ ରହିବାର ସେ ସର୍ବ୍ରଦା ଇଚ୍ଛା କରିଛନ୍ତି । ତାଙ୍କ ର କେବଳ ଗୋଟିଏ ଝିଅ ଅଛି କିନ୍ତୁ ସେ ପ୍ରତେକ୍ ପତ୍ନୀଙ୍କ ଥରି ଗୋଟିଏ ଲେଖାଏ ସନ୍ତାନ ଚାହୁଁଛନ୍ତି । ସମସ୍ତ ପ୍ରତ୍ନୀଙ୍କ ପାଇଁ ତାଙ୍କର ସମ୍ମାନ ଭଲ ପାଇବା ରହିଛି । ସେଥି ପାଇଁ ଉର୍ଶୋ କହନ୍ତି ସେ ଜଣେ କିମ୍ବା ଦୁଇ ଜଣ ପତ୍ନୀଙ୍କ ଠାରୁ ସନ୍ତାନ ସୁଖ ଲାଭ କରିବା ଉଚିତ୍ ହେବ ନାହିଁ ବୋଲି ଉର୍ଶୋ ମାନେ କରନ୍ତି ।

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.