ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ ସୋସିଆଲ ମିଡ଼ିଆ ରେ ଲାଇଭ ଆସିଥିଲେ ଓ ସେମାନେ କଣ କଣ ସବୁ କଥା ହୋଇଛନ୍ତି ଅଶାନ୍ତ ଜାଣିବା ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ, ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରିଣୀ ଆଖିରେ ତାରା ଧାରାବାହିକ । ଏଥିରେ ଆପଣ ନିଶ୍ଚୟ ଦେଖିଥିବେ ତୁଷାର ଙ୍କୁ ମୁଖ୍ୟ ଅଭିନେତା ଭାବେ ଜବରଦସ୍ତ ଅଭିନୟ କରିବା ର ।
ହଁ ବନ୍ଧୁ ସେ ଏହି ଧାରାବାହିକ ଟି କରିବା ପୂର୍ବ ରୁ ସେ ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ରହିଛି ରହିବି ତୋର ପାଇଁ ଧାରାବାହିକ ରେ ଅଭିନୟ କରୁଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ସେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ନୂଆ ମେଘା ଧାରାବାହିକ ତାରିଣୀ ଆଖିରେ ତାରା ରେ ଅଭିନୟ କରୁଛନ୍ତି । ସେହିଭଳି ତାରିଣୀ ମଧ୍ୟ ଆଗରୁ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ତାରିଣୀ ଆଖିରେ ତାରା ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଛନ୍ତି ସେମିତି ତାରା ମଧ୍ୟ ସେ ଏହି ଧାରାବାହିକ ଟି କରିବା ପୂର୍ବ ରୁ ସେ ବହୁ ଗୁଡ଼ିଏ ମ୍ୟୁଜୀକ୍ ଭିଡିଓ ରେ ନଜର ଆସିଛନ୍ତି
କିନ୍ତୁ ବର୍ତ୍ତମାନ ସମୟ ତାରିଣୀ ଆଖିରେ ତାରା ରେ ତାରିଣୀ ଙ୍କ ଭଉଣୀ ଚରିତ୍ର ରେ ନଜର ଆସିଛନ୍ତି । ତାହେଲେ ଦର୍ଶକ ବନ୍ଧୁ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ଘରେ ଅଛନ୍ତି । ଯେହେତୁ ବର୍ତ୍ତମାନ ସମୟ ରେ ସୁଟିଂ ଗୁଡ଼ିକ ବନ୍ଦ୍ ଅଛି ସେଥିପାଇଁ ଦର୍ଶକ ମାନ ଙ୍କ ପାଇଁ ଏହି ଅଭିନେତା ଓ ଅଭିନେତ୍ରୀ ଲାଇଭ ଆସିଥିଲେ ଓ ଉଭୟ ଅଭିନେତା ଓ ଅଭିନେତ୍ରୀ ବହୁ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ