Breaking News

ଭିଡିଓ ଦେଖନ୍ତୁ – ରାନୀ ପଣ୍ଡା (Rani Panda) Live ଭିଡିଓରେ ଆସି କହିଲେ ତାଙ୍କ ପ୍ରେମ କାହାଣୀ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ବର୍ତମାନ ସୋସିଆଲ ମିଡ଼ିଆ ରେ ବେଶୀ ନଜର ଆସୁଥିବା ଜଣେ ଅଭିନେତ୍ରୀ ଯିଏ କି କିଛି ନା କିଛି କାର୍ଯ ଯୋଗୁ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି । ଏହି ଅଭିନେତ୍ରୀ ଜଣକ ସଦା ବେଳେ ବିବାଦ ରେ ରହି ଆସୁଛନ୍ତି ସେ ଅଭିନେତ୍ରୀ ଜଣକ ହଉଛନ୍ତି ରାଣୀ ପଣ୍ଡା । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ରାଣୀ ପଣ୍ଡା ସଦା ବେଳେ ତାଙ୍କ ମନ ର କଥା ତାଙ୍କ ପ୍ରଶଂସକ ଜଣାଇଥାଆନ୍ତି ଓ ପ୍ରଶଂସକ ମାନ ଙ୍କ ସହ ବେଶ କଥା ହୋଇଥାନ୍ତି ରାଣୀ ପଣ୍ଡା ତାଙ୍କ ସୋସିଆଲ ମିଡ଼ିଆ ରେ ଲାଇଭ ଆସି ।

ବହୁତ ଗୁଡିଏ ପ୍ରଶ୍ନ ତାଙ୍କ ପ୍ରଶଂସକ ମାନେ ରାଣୀ ପଣ୍ଡା ଙ୍କୁ ପଚାରି ଥାଆନ୍ତି ଓ ସମସ୍ତ ପ୍ରଶ୍ନ ର ଉତ୍ତର ରଖିଥାଆନ୍ତି ରାଣୀ ପଣ୍ଡା । ତାହେଲେ ଆଜି ଆମେ ଏମିତି ଏକ ପ୍ରଶ୍ନ ବିଷୟ ରେ ଜାଣିବା ଯାହା ତାଙ୍କର ଜଣେ ପ୍ରଶଂସକ ପଚାରି ଛନ୍ତି ସେ ଲାଇଭ ଥିବା ସମୟ ରେ , ହଁ ବନ୍ଧୁ ଯେଉଁ ପ୍ରଶ୍ନ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ଯେ ରାଣୀ ପଣ୍ଡା ଙ୍କ ଜଣେ ପ୍ରଶଂସକ ତାଙ୍କ ବିବାହ କୁ ନେଇ ପଚାରିଥିଲେ ଯେ ରାଣୀ ଅପା ଆପଣ ଙ୍କୁ କେମିତି ସ୍ବାମୀ ଦରକାର ଓ ଏହାର ଉତ୍ତର ରେ ରାଣୀ ପଣ୍ଡା କହିଛନ୍ତି ଯେ ମୁଁ ଖୋଜୁଥିବା ଭଳି ପୁଅ ମୋତେ ମିଳିନି ଯେବେ ମୋତେ ମିଳିବ ମୁଁ ନିଶ୍ଚୟ ବିବାହ କରିବି ।

ହଁ ବନ୍ଧୁ ସେ ଖୋଜୁଥିବା ପିଲା ଟି ପ୍ରଦୀପ ମହାରଥୀ ଭଳି ହବା ଆବଶ୍ୟକ ଓ ସେ ଆହୁରି ମଧ୍ୟ କହିଛନ୍ତି ମୋତେ ବିବାହ କରିବା ପିଲା ଟି ର ସାହସ ଥିବା ଦରକାର୍ ଓ ଭୟ ବୋଲି ଜିନିଷ ସେ ଜାଣି ନ ଥିବ । ଏହି ଭଳି ସେ ଅନେକ କଥା କହିଛନ୍ତି ଯାହା ତାଙ୍କ ଜୀବନ ରେ ଘଟିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *