ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ବର୍ତମାନ ସୋସିଆଲ ମିଡ଼ିଆ ରେ ବେଶୀ ନଜର ଆସୁଥିବା ଜଣେ ଅଭିନେତ୍ରୀ ଯିଏ କି କିଛି ନା କିଛି କାର୍ଯ ଯୋଗୁ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି । ଏହି ଅଭିନେତ୍ରୀ ଜଣକ ସଦା ବେଳେ ବିବାଦ ରେ ରହି ଆସୁଛନ୍ତି ସେ ଅଭିନେତ୍ରୀ ଜଣକ ହଉଛନ୍ତି ରାଣୀ ପଣ୍ଡା । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ରାଣୀ ପଣ୍ଡା ସଦା ବେଳେ ତାଙ୍କ ମନ ର କଥା ତାଙ୍କ ପ୍ରଶଂସକ ଜଣାଇଥାଆନ୍ତି ଓ ପ୍ରଶଂସକ ମାନ ଙ୍କ ସହ ବେଶ କଥା ହୋଇଥାନ୍ତି ରାଣୀ ପଣ୍ଡା ତାଙ୍କ ସୋସିଆଲ ମିଡ଼ିଆ ରେ ଲାଇଭ ଆସି ।
ବହୁତ ଗୁଡିଏ ପ୍ରଶ୍ନ ତାଙ୍କ ପ୍ରଶଂସକ ମାନେ ରାଣୀ ପଣ୍ଡା ଙ୍କୁ ପଚାରି ଥାଆନ୍ତି ଓ ସମସ୍ତ ପ୍ରଶ୍ନ ର ଉତ୍ତର ରଖିଥାଆନ୍ତି ରାଣୀ ପଣ୍ଡା । ତାହେଲେ ଆଜି ଆମେ ଏମିତି ଏକ ପ୍ରଶ୍ନ ବିଷୟ ରେ ଜାଣିବା ଯାହା ତାଙ୍କର ଜଣେ ପ୍ରଶଂସକ ପଚାରି ଛନ୍ତି ସେ ଲାଇଭ ଥିବା ସମୟ ରେ , ହଁ ବନ୍ଧୁ ଯେଉଁ ପ୍ରଶ୍ନ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ଯେ ରାଣୀ ପଣ୍ଡା ଙ୍କ ଜଣେ ପ୍ରଶଂସକ ତାଙ୍କ ବିବାହ କୁ ନେଇ ପଚାରିଥିଲେ ଯେ ରାଣୀ ଅପା ଆପଣ ଙ୍କୁ କେମିତି ସ୍ବାମୀ ଦରକାର ଓ ଏହାର ଉତ୍ତର ରେ ରାଣୀ ପଣ୍ଡା କହିଛନ୍ତି ଯେ ମୁଁ ଖୋଜୁଥିବା ଭଳି ପୁଅ ମୋତେ ମିଳିନି ଯେବେ ମୋତେ ମିଳିବ ମୁଁ ନିଶ୍ଚୟ ବିବାହ କରିବି ।
ହଁ ବନ୍ଧୁ ସେ ଖୋଜୁଥିବା ପିଲା ଟି ପ୍ରଦୀପ ମହାରଥୀ ଭଳି ହବା ଆବଶ୍ୟକ ଓ ସେ ଆହୁରି ମଧ୍ୟ କହିଛନ୍ତି ମୋତେ ବିବାହ କରିବା ପିଲା ଟି ର ସାହସ ଥିବା ଦରକାର୍ ଓ ଭୟ ବୋଲି ଜିନିଷ ସେ ଜାଣି ନ ଥିବ । ଏହି ଭଳି ସେ ଅନେକ କଥା କହିଛନ୍ତି ଯାହା ତାଙ୍କ ଜୀବନ ରେ ଘଟିଛି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ