ଦର୍ଶକ ବନ୍ଧୁ ଲିପି ତାଙ୍କ ବିବାହ ନେଇ କଣ କହିଲେ ସୋସିଆଲ ମିଡ଼ିଆ ରେ ଜାଣନ୍ତୁ ଓ ବର୍ତ୍ତମାନ ସମୟ ରେ ଲିପି କଣ କରୁଛନ୍ତି ଆସନ୍ତୁ ଜାଣିବା ।ହଁ ବନ୍ଧୁ ଆଜି ଆମେ ଜାଣିବା ଯେ ତାରା ତାରିଣୀ ର ଲିପି ଧାରାବାହିକ ଟି ଛାଡ଼ିବା ପରେ ବର୍ତ୍ତମାନ ସମୟ ରେ କଣ କରୁଛନ୍ତି ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରେଣୀ ଧାରାବାହିକ ରେ । ଲିପି ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଧାରାବାହିକ ଟି ବେଶ୍ ଲୋକ ପ୍ରିୟତା ହୋଇ ପାରିଥିଲା ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।
ଲିପି ଙ୍କ ଜବରଦସ୍ତ ଅଭିନୟ କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥିଲେ । ଲିପି ଧାରାବାହିକ ରେ ଅଭିନୟ କରିବା ସହିତ ସେ ବହୁ ଗୁଡ଼ିଏ ଆଲବମ୍ ଓ ବହୁ ଗୁଡ଼ିଏ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଲୋକ ପ୍ରିୟ ହବା ସହିତ ଅଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ତାରା ତାରିଣୀ ଧାରାବାହିକ ଟି ବନ୍ଦ ହବା ପରେ ଲିପି ବର୍ତ୍ତମାନ କଣ କରୁଛନ୍ତି , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଲିପି ତାଙ୍କ ଘରେ ଅଛନ୍ତି ସେ ଆହୁରି ତାଙ୍କ ବିବାହ କୁ ନେଇ କହିଛନ୍ତି ଯେ ତାଙ୍କ ଅଭିନୟ କ୍ୟାରିଅର ରେ ବାଧାପ୍ରାପ୍ତ ନହେବା ହେବା ପାଇଁ ସେ ବିବାହ ବନ୍ଧନ ବାନ୍ଧି ହୋଇ ନାହାଁନ୍ତି ।
ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲିପି ତାରା ତାରିଣୀ ଧାରାବାହିକ ରେ ବହୁ ଦିନ ହେଲା ଅଭିନୟ କରି ଆସୁଥିଲେ ଓ ଯଦି ସେ ସେହି ସମୟ ରେ ବିବାହ କରିଥାନ୍ତେ ତାହେଲେ ତାଙ୍କ ଅଭିନୟ ଜୀବନ ରେ ଅସୁବିଧା ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ସମୟ ରେ ସେ ତାଙ୍କ ଘରେ ଅଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ