Breaking News

ଭିଡିଓ ଦେଖନ୍ତୁ – ନିଜେ ଇତି (Nilakhi) କରିଲେ ବଡ ଖୁଲସା ପକୃତ ରେ ସେ କାହାକୁ ଭଲ ପାଉଛନ୍ତି

ଆଜି ଆମେ ଜାଣିବା ତରଙ୍ଗ ଟିଭି ର ଅଭିନେତ୍ରୀ ଇତି ରିଅଲ ଲାଇଫ ରେ କାହାକୁ ଭଲ ପାଉଛନ୍ତି । ତାହେଲେ ଆସନ୍ତୁ ଜାଣିବା , ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖୁଥିବେ ତରଙ୍ଗ ଟିଭି ର ସମସ୍ତ ଧାରାବାହିକ, ଏହି ଧାରାବାହିକ ରେ ଆପଣ ମାନେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନ ଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ପୂର୍ବ ରୁ ପ୍ରସାରିତ ହେଉଥିବା ଅନ୍ୟ ଧାରାବାହିକ ରେ ଅଭିନୟ କରି ବେଶ୍ ଲୋକ ପ୍ରିୟ ହୋଇପାରିଛନ୍ତି । କିନ୍ତୁ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ତାଙ୍କ ପ୍ରଥମ ଧାରାବାହିକ ରେ ଜବରଦସ୍ତ ଅଭିନୟ ଦେଖାଇ ଖୁବ୍ କମ୍ ଦିନ ରେ ଲୋକ ପ୍ରିୟ ହୋଇପାରିଛନ୍ତି ,

ତାହେଲେ ଆଜି ଆମେ ସେମିତି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିନ୍ଦୁର ର ଅଧିକାର । ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା ଇତି ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ଏହି ଧାରାବାହିକ ରେ ସେ ଜବରଦସ୍ତ ଅଭିନୟ ଦେଖାଇ ବେଶ ଲୋକ ପ୍ରିୟ ହବା ସହିତ ଧାରାବାହିକ ଟି ମଧ୍ୟ ବେଶ ଲୋକ ପ୍ରିୟତା ହାସଲ କରି ପାରିଛି । ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ କରିଛନ୍ତି ଓ ଘରେ ଘରେ ଇତି ପରିଚିତ ।

ଇତି ହଉଛନ୍ତି ଏମିତି ଜଣେ ଅଭିନେତ୍ରୀ ଯିଏ କୁ ଖୁବ୍ କମ୍ ଦିନ ରେ ବେଶୀ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । ଦର୍ଶକ ବନ୍ଧୁ ଇତି ଙ୍କ ପ୍ରକୃତ ନାମ ହେଉଛି ନୀଳାକ୍ଷୀ । ସେବର୍ତମାନ ଭୁବନେଶ୍ବର ରେ ରହୁଛନ୍ତି । ସେ ଅଭିନୟ କରିବା ସହିତ ତାଙ୍କ ପାଠ ପଢାକୁ ମଧ୍ୟ ଜାରି ରଖିଛନ୍ତି । ସେ ପାଠ ପଢା ସହିତ ତାଙ୍କ ଅଭିନୟ କୁ ତାଙ୍କ କ୍ୟାରିଆର କରିବେ ବୋଲି କହିଛନ୍ତି । ସେ ଏହି ଧାରାବାହିକ କରିବା ପୂର୍ବ ରୁ ସେ ଆଉ କେଉଁଥିରେ ଅଭିନୟ କରି ନାହାନ୍ତି । ଇତି ରିଅଲ ଲାଇଫ ରେ କାହାକୁ ଭଲ ପାଇ ନାହାଁନ୍ତି ଯେବେ ଭଲ ପାଇବେ ତାହେଲେ ସେ ନିଶ୍ଚୟ ଜଣାଇବେ ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.