ଦର୍ଶକ ବନ୍ଧୁ ଓଡ଼ିଆ କମିଦିଆନ ସୁମନ ଓ ଜଟଣୀ ବିଧାୟକ ସୁର ରାଉତ ଦୁହେଁ ଏକାଠି ନଜର ଆସିଲେ ଏକ ମଞ୍ଚ ରେ ଓ ଲୋକ ମାନ ଙ୍କୁ ତାଙ୍କ କଥା ମାଧ୍ୟମ ରେ ବହୁତ୍ ହସାଇଲେ ତାହେଲେ ଆସନ୍ତୁ ଏହି ବିଷୟ ରେ ଜାଣିବା ଆମ୍ ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଜଟଣୀ ବିଧାୟକ ସୁର ରାଉତ ସଦାବେଳେ ସୋସିଆଲ ମିଡ଼ିଆ ରେ ହଉ ବା ରିପୋର୍ଟର ଙ୍କ ସାମ୍ନା ରେ ହଉ ସେ ତାଙ୍କ କଥା ପାଇଁ ବେଶ୍ ଲୋକ ଙ୍କ ପାଖ ରେ ବେଶ୍ ଲୋକ ପ୍ରିୟ ହୋଇପାରିଛନ୍ତି ।
କେତେବେଳେ ଲଗା ତାଲି କହିକି ଭାଇରାଳ ହୋଇଛନ୍ତି ତ ଆଉ କେତେବେଳେ ” କି କଥା ଏଗୁଡ଼ାକ ଛି ଲଜ୍ୟା ” ଭଳି ଅନେକ ହାସ୍ୟ କଥା କହିଥାନ୍ତି ମିଡ଼ିଆ ଙ୍କ ସାମ୍ନା ରେ ଠିକ୍ ସେହିଭଳି ଓଡ଼ିଆ ଇଣ୍ଡଷ୍ଟ୍ରି ର ହାସ୍ୟ କଳାକାର ସୁମନ, ହଁ ବନ୍ଧୁ ସୁମନ ଙ୍କ ଖାସ୍ ବିଷୟ ହେଲା ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ । ସେ କଣ୍ଢେଇ ଆଖିରେ ଲୁହ ଚଳିଚିତ୍ର ରେ ପ୍ରଥମ ଥର ପାଇଁ ପାଦ ଦେଇଥିଲେ ସେହି ଫିଲ୍ମ୍ ରେ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଥିଲେ ସୁମନ ଓ ସେହି ଫିଲ୍ମ୍ ରେ ମଧ୍ୟ ସଫଳ ହୋଇଥିଲେ ।
ଦର୍ଶକ ମାନ ଙ୍କୁ ସୁମନ ବହୁତ୍ ପସନ୍ଦ ଆସିଥାନ୍ତି କାରଣ ତାଙ୍କ ଉଚ୍ଚତା କମ୍ ଥିବାରୁ ଖାଲି ସେତିକି ନୁହେଁ ତାଙ୍କ ଅଭିନୟ ମଧ୍ୟ ଦର୍ଶକ ମାନ ଙ୍କୁ ବହୁତ୍ ପସନ୍ଦ ଆସେ । ତାହେଲେ ଦର୍ଶକ ବନ୍ଧୁ ସୁର ଭାଇ ଓ ସୁମନ ଉଭୟ ଏକାଠି ହୋଇ ବେଶ୍ ମଜା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ସୁର ରାଉତ ସୁମନ ଙ୍କୁ କହିଛନ୍ତି ତୁ ଆମର ଏଭର୍ ଗ୍ରୀନ ,ଆଗକୁ ମାଡି ଚାଲ ଭଳି ଅନେକ ହାସ୍ୟ କଥା କହିଛନ୍ତି ଯାହାର ଭିଡିଓ ସୁମନ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ