Breaking News

ଭିଡିଓ ଦେଖନ୍ତୁ – ଅନୁଭବ ବର୍ଷା (Anubhav Varsha) କେମିତି ମାତୃ ଦିବସ ପାଳନ କରିଲେ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ସୁପର୍ ଷ୍ଟାର୍ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କିପରି ମାତୃ ଦିବସ ପାଳନ କରିଛନ୍ତି ଜାଣିବା ଆଜି ଆମର ଏହି ପେଜ ମାଧ୍ୟମରେ । ହଁ ବନ୍ଧୁ ଆମେ ଯେଉଁ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ କହୁଛୁ ସେମାନେ ହେଉଛନ୍ତି ଅନୁଭବ ଓ ବର୍ଷା । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷା ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତାଙ୍କର ଏହି ବିବାହ କିଛି ମାସ ପରେ ଦୁହେଁ ଅଲଗା ହୋଇଗଲେ । କିଛି ପାରିବାରିକ ବିବାଦ ରୁ ଦୁହେଁ ଅଲଗା ହୋଇଯାଇଛନ୍ତି ଓ ଏହି ବିବାଦ ର ସମାଧାନ ପାଇଁ ସେ କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ।

ତାହେଲେ ଆସନ୍ତୁ ଜାଣିବା ମାତୃ ଦିବସ ରେ କେମିତି ପାଳନ କରିଛନ୍ତି ଅନୁଭବ ଓ ବର୍ଷା । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି ମାତୃ ଦିବସ ରେ ଆମେ ମା ମାନ ଙ୍କୁ ପୂଜା କରିଥାଉ । ମାତୃ ଦିବସ ପ୍ରତ୍ଯେକ ମେ ମାସ ର ୨ ୟ ରବିବାର ଟି ମାତୃ ଦିବସ ଭାବ ପାଳନ କରାଯାଇଥାଏ । ଦର୍ଶକ ବନ୍ଧୁ ଆପଣ ମାନ ଙ୍କ ମନ ରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ ଏହି ମାତୃ ଦିବସ କେବେ ଓ କେଉଁଠୁ ଆରମ୍ଭ ହୋଇଛି । ତାହେଲେ ଆସନ୍ତୁ ଜାଣିବା ଏହି ମାତୃ ଦିବସ ଟି ପ୍ରଥମେ ଆମେରିକା ରେ ଆରମ୍ଭ ହୋଇଥିଲା ୧୯୦୮ ମସିହା ରେ ,ହଁ ବନ୍ଧୁ ଏହାକୁ ସର୍ବ ପ୍ରଥମ ପାଳନ କରିଛନ୍ତି ସମାଜ ସେବି ଜ୍ଵରବିଷ ।

ସେ ତାଙ୍କ ମା ଙ୍କ ବହୁତ ଭଲ ପାଇଥିବାରୁ ଏହି ଦିନ ଟି ରେ ସେ ମାତୃ ଦିବସ ପାଳନ କରିଥିଲେ ତାଙ୍କ ମା ଙ୍କୁ ପୂଜର୍ଚନ କରିକି । ଆପଣ ମାନେ ଜାଣିଥିବେ ଯେ ଦ୍ଵିତୀୟ ଭଗବାନ ହେଉଛନ୍ତି ମା । ତା ପରେ ୧୯୧୪ ମସିହା ରେ ମେ ମାସ ୯ ତାରିଖ ର ଦିନ ଆମେରିକା ପ୍ରେସିଡେଣ୍ଟ ବୁଦ୍ରୋ ଉଇଲସନ ଗୋଟିଏ ଲ ପାସ କଲେ , ଯେଉଁଥିରେ ଲେଖା ଯାଇଥଲା ଯେ ମେ ମାସ ର ୨ ୟ ରବିବାର ଦିନ ମାତୃ ଦିବସ ପାଳନ କରାଯିବ ।

ଆପଣ ମାନେ ନିଶ୍ଚୟ ଜାଣିଲେ ଯେ ମାତୃ ଦିବସ କେଉଁଠାରୁ ସର୍ବ ପ୍ରଥମେ ଆରମ୍ଭ ହୋଇଥିଲା । ମା ଅତୁଳନୀୟ ଓ ମା ର ଜାଗା ଏ ଦୁନିଆ ରେ କେହି ନେଇ ପାରିବେ ନାହିଁ । ତାହାଲେ ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଉଭୟ ଏହି ମାତୃ ଦିବସ ଟି ନିଜ ମା ମାନ ଙ୍କ ସହିତ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.