Breaking News

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା କେଉଁମାନେ ବଞ୍ଚିବେ ଓ କେଉଁ ମାନେ ମରିବେ ଜାଣିବା । ଦର୍ଶକ ବନ୍ଧୁ ଆମ ଶାସ୍ତ୍ର ଆମ କୁ ବହୁତ୍ କଥା କହୁଥାଏ କିନ୍ତୁ ଆମେ ମାନେ ଏହାକୁ ବୁଝି ପାରୁ ନଥାଉ । ଆମ ଏଇ ଦୁନିଆ ରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ମାଳିକା ର କଥା କୁ ବିଶ୍ଵାସ କରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ସମୟ ରେ ଯାହା ବି କିଛି ଘଟୁଛି ତାହା ମାଳିକା ରେ ଆଗୁଆ ଲେଖା ହୋଇଛି ।

ଆଜି ଆମେ ସେହି ମାଳିକା ରେ ଲେଖା ଯାଇଥିବା କଥା ଓ ଏହି କଥା ଟି କୁ ନେଇ ଘଟି ଯାଇଥିବା ବର୍ତ୍ତମାନ ସମୟ ର ଘଟଣା ଜାଣିବା । ଦର୍ଶକ ବନ୍ଧୁ ମାଳିକା ରେ ଲେଖା ହୋଇ ଥିଲା ଯେ ମଣିଷ ତୁଣ୍ଡି ପିନ୍ଧିବ , ଏହାହିଁ ହେଲା ମଣିଷ ମାନେ ନିଜ ମୁଁହ ରେ ତୁଣ୍ଡୀ ବାନ୍ଧିଲେ ଓ ସହ ସହ ଲୋକ ମୃତ୍ୟୁ ବରଣ କଲେ ।

ମାଳିକା ର କଥା ଅନୁଯାୟୀ ଏହି ମହାମାରୀ ଟି ୧ ବର୍ଷ ୧୦ ମାସ ରହିବ ଅର୍ଥାତ୍ ଏହି କରୋନା ୨୦୧୯ ନମ୍ବେମ୍ବର୍ ଦିନ ଆରମ୍ଭ ହୋଇ ଥିଲା ଏହା ୨୦୨୧ ଅକ୍ଟୋବର ମାସ ପର୍ଯ୍ୟନ୍ତ ରହିବ । ଲୋକ ମାନ ଙ୍କୁ ଦଶା ପାଲଟିଛି ଯିବ । ଆହୁରି ମଧ୍ୟ ଲେଖା ଅଛି ଧନୀ ବି ନିଧନ ହୋଇବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପାଠ ପଢ଼ିଛନ୍ତି ଷଷ୍ଠ ହେଲେ ଫେସବୁକରେ ଡାକ୍ତର ପରିଚୟ ଦେଇ ଫ-ସ-ଉ-ଥି-ଲେ ଝି-ଅ ଙ୍କୁ ,ଆଉ ଲୁ-ଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଜଣେ ବ୍ୟକ୍ତି ଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଷଷ୍ଠ …

Leave a Reply

Your email address will not be published. Required fields are marked *