Breaking News

ବଡ ଖବର – ମେ ୧୩ ରେ ବାତ୍ୟା ଲ୍ୟାଣ୍ଡ ଫଲ କରିବ, ସମୁଦ୍ର ମଝିରେ କରୁଛି ତାଣ୍ଡବ

ଦର୍ଶକ ବନ୍ଧୁ ପାଣି ପାଗ ବିଭାଗ ରୁ ଆସିଲା ଏକ ବଡ ଖବର ,ହଁ ବନ୍ଧୁ ୧୩ ତାରିଖ ଦିନ ଏକ ଘୁରଣୀ ବଳୟ ସୃଷ୍ଟି ହାଉଛି ତାହାଲେ ବାତ୍ୟା ଆଶଙ୍କା କେତେ ରହିଛି ଆସନ୍ତୁ ଜାଣିବା । ହଁ ବନ୍ଧୁ ୧୩ ତାରିଖ ରେ କ ଘୁର୍ଣି ବଳୟ ସୃଷ୍ଟି ହବ ଏହା ଅବପାତ ରୂପ ନେବ, ଦକ୍ଷିଣ ସାଗର ରେ ଏହା ସୃଷ୍ଟି ହୋଇ ଲଘୁଚାପ ରେ ପରିଣତ ହବ , ତେବେ ହି ଲଘୁଚାପ ଟି ଅବପାତ ରେ ପରିଣତ ହବା ବୋଲି ଆଶଙ୍କା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କୃଷି ପାଣି ପାଗ ବିଶେଷଣଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁ ପାଲକ । ସେ କହିଛନ୍ତି ଯେ ଆସନ୍ତା ୧୫ ତାରିଖ ପର୍ଯନ୍ତ ରାଜ୍ୟ ରେ କମ ତାପମାତ୍ରା ରହିବ ।

୧୩ ତାରିଖ ଦିନ ର ଦକ୍ଷିଣ ଆରବ ସାଗର ରେ ଏକ ଘୁର୍ଣୀ ବଳୟ ସୃଷ୍ଟି ହୋଇ ଅବପାତ ର ରୂପ ନେବ ,ଏହା ଆମ ଦେଶ କୁ ନ ଆସ ଆଫ୍ରିକା ଆଡକୁ ମୁହଁଇଛି ବୋଇଲି ସୂଚନା ଦେଇଛନ୍ତି । ଏହା ଛଡ଼ା ଓଡ଼ିଶା ଓ ବିଭିନ୍ନ ରାଜ୍ୟ ରେ ପାଗ ର ପରିବର୍ତନ ରହିବ , ଓଡ଼ିଶା କୁ ବଙ୍ଗୋପ ସାଗର ପବନ ହୋଇବା ଏହା ଆସନ୍ତା ୨୦ ତାରିଖ ପର୍ଯନ୍ତ ରହିବ । ଆସନ୍ତା ୫ ଦିନ ଯାଏ ଓଡ଼ିଶା ରେ କାଳ ବୈଶାଖୀ ହବା ର ସମ୍ଭାବନା ରହିଛି ।

ସେହିଭଳି ଭୁବନେଶ୍ବର ସମେତ ପଶ୍ଚିମ ଓଡ଼ିଶା ରେ ଓ ଆଭ୍ୟନ୍ତରୀଣ ଓଡ଼ିଶା ରେ ତାପମାତ୍ରା କମ ରହିବ । ଯାହା ସୂଚନା ମିଳିଛି ଯେ ୧୩ ତାରିଖ ଠୁ ଆଭ୍ୟନ୍ତରୀଣ ଓଡ଼ିଶା ରେ ତାପମାତ୍ରା ଅଧିକ ରହି ପରେ ତଥାପି ଏହା ସ୍ବାଭାବିକ ଠାରୁ କମ ରହିବ । ବାୟୁ ଆଦ୍ରତା ଅଧିକ ରହି ଥିବାରୁ ଖରା ଟାଣ ହବ ବୋଲି ପ୍ରଫେସର ପଶୁ ପାଲକ ଆକଳଣ କରିଛନ୍ତି । ପାଣିପାଗ ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ୧୨ ତାରିଖ ଯାଏ କାଳ ବୈଶାଖୀ ର ପ୍ରଭାବ ରହିବ , ୧୩ ରୁ କାଳ ବୈଶାଖୀ କମିବା ସହିତ ରାଜ୍ୟ ରେ ପୁଣି ତାତି ବଢିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.