ଦର୍ଶକ ବନ୍ଧୁ ପାଣି ପାଗ ବିଭାଗ ରୁ ଆସିଲା ଏକ ବଡ ଖବର ,ହଁ ବନ୍ଧୁ ୧୩ ତାରିଖ ଦିନ ଏକ ଘୁରଣୀ ବଳୟ ସୃଷ୍ଟି ହାଉଛି ତାହାଲେ ବାତ୍ୟା ଆଶଙ୍କା କେତେ ରହିଛି ଆସନ୍ତୁ ଜାଣିବା । ହଁ ବନ୍ଧୁ ୧୩ ତାରିଖ ରେ କ ଘୁର୍ଣି ବଳୟ ସୃଷ୍ଟି ହବ ଏହା ଅବପାତ ରୂପ ନେବ, ଦକ୍ଷିଣ ସାଗର ରେ ଏହା ସୃଷ୍ଟି ହୋଇ ଲଘୁଚାପ ରେ ପରିଣତ ହବ , ତେବେ ହି ଲଘୁଚାପ ଟି ଅବପାତ ରେ ପରିଣତ ହବା ବୋଲି ଆଶଙ୍କା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କୃଷି ପାଣି ପାଗ ବିଶେଷଣଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁ ପାଲକ । ସେ କହିଛନ୍ତି ଯେ ଆସନ୍ତା ୧୫ ତାରିଖ ପର୍ଯନ୍ତ ରାଜ୍ୟ ରେ କମ ତାପମାତ୍ରା ରହିବ ।
୧୩ ତାରିଖ ଦିନ ର ଦକ୍ଷିଣ ଆରବ ସାଗର ରେ ଏକ ଘୁର୍ଣୀ ବଳୟ ସୃଷ୍ଟି ହୋଇ ଅବପାତ ର ରୂପ ନେବ ,ଏହା ଆମ ଦେଶ କୁ ନ ଆସ ଆଫ୍ରିକା ଆଡକୁ ମୁହଁଇଛି ବୋଇଲି ସୂଚନା ଦେଇଛନ୍ତି । ଏହା ଛଡ଼ା ଓଡ଼ିଶା ଓ ବିଭିନ୍ନ ରାଜ୍ୟ ରେ ପାଗ ର ପରିବର୍ତନ ରହିବ , ଓଡ଼ିଶା କୁ ବଙ୍ଗୋପ ସାଗର ପବନ ହୋଇବା ଏହା ଆସନ୍ତା ୨୦ ତାରିଖ ପର୍ଯନ୍ତ ରହିବ । ଆସନ୍ତା ୫ ଦିନ ଯାଏ ଓଡ଼ିଶା ରେ କାଳ ବୈଶାଖୀ ହବା ର ସମ୍ଭାବନା ରହିଛି ।
ସେହିଭଳି ଭୁବନେଶ୍ବର ସମେତ ପଶ୍ଚିମ ଓଡ଼ିଶା ରେ ଓ ଆଭ୍ୟନ୍ତରୀଣ ଓଡ଼ିଶା ରେ ତାପମାତ୍ରା କମ ରହିବ । ଯାହା ସୂଚନା ମିଳିଛି ଯେ ୧୩ ତାରିଖ ଠୁ ଆଭ୍ୟନ୍ତରୀଣ ଓଡ଼ିଶା ରେ ତାପମାତ୍ରା ଅଧିକ ରହି ପରେ ତଥାପି ଏହା ସ୍ବାଭାବିକ ଠାରୁ କମ ରହିବ । ବାୟୁ ଆଦ୍ରତା ଅଧିକ ରହି ଥିବାରୁ ଖରା ଟାଣ ହବ ବୋଲି ପ୍ରଫେସର ପଶୁ ପାଲକ ଆକଳଣ କରିଛନ୍ତି । ପାଣିପାଗ ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ୧୨ ତାରିଖ ଯାଏ କାଳ ବୈଶାଖୀ ର ପ୍ରଭାବ ରହିବ , ୧୩ ରୁ କାଳ ବୈଶାଖୀ କମିବା ସହିତ ରାଜ୍ୟ ରେ ପୁଣି ତାତି ବଢିବ ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ