Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତ୍ରୀ ଜ୍ୟାକଲିନ ପରିଡା (Jacklin Parida) ଏହି ହିରୋଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି, ସରିଲା ନିର୍ବନ୍ଧ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ୍ କମ୍ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଖୁବ୍ କମ୍ ଦିନ ରେ ଲୋକ ପ୍ରିୟ ହବା ସହିତ ଘରେ ଘରେ ପରିଚିତ ଆମ ଇଣ୍ଡଷ୍ଟ୍ରି ରେ ମଧ୍ୟ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ରୀଳ ଲାଇଫ ରୁ ରିଅଲ ଲାଇଫ ରେ ସ୍ବାମୀ ସ୍ତ୍ରୀ ହୋଇଛନ୍ତି ଓ ଠିକ୍ ସେହିଭଳି ଆଜି ଆମେ ଜାଣିବା ଯେ ଆମ ଓଡ଼ିଆ ଧାରାବାହିକ ର ଏମିତି ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ରିଳ ଲାଇଫ ରୁ ରିଅଲ ଲାଇଫ ବିବାହ ବନ୍ଧନ ରେ ବାନ୍ଧି ହବା କୁ ଯାଉଛନ୍ତି ।

ହଁ ବନ୍ଧୁ ଆଜି ଆମେ ଜାଣିବା ଆମ ଓଡ଼ିଆ ଧାରାବାହିକ ର ଜଣା ଶୁଣା ଅଭିନେତା ଓ ଅଭିନେତ୍ରୀ ଙ୍କ ସରି ଯାଇଛି ନିର୍ବନ୍ଧ ଓ ଆଗାମୀ ଦିନ ମାନ ଙ୍କ ଭିତରେ ବିବାହ କରିବାକୁ ଯାଉଛନ୍ତି ।ସେ ହଉଛନ୍ତି ଜାଙ୍କଲିନୀ ଓ ଅର୍ବିନ୍ଦ । ଆପଣ ମାନେ ନିଶ୍ଚୟ ଦେଖିଥିବେ ଏହି ଦୁଇ ଅଭିନେତା ଙ୍କୁ ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଧାରାବାହିକ ମୋ ଜେଜେମା ରେ ।

ସେମାନ ଙ୍କ ଜବରଦସ୍ତ ଅଭିନୟ ଫଳ ରେ ମୋ ଜେଜେମା ଧାରାବାହିକ ଟି ଓଡ଼ିଶା ର ନମ୍ୱର୍ ୱାନ ଧାରାବାହିକ ହୋଇ ପାରିଥିଲା । ଏହି ଧାରାବାହିକ ରେ ଜାଙ୍କଲିନୀ ଓ ଅର୍ବିନ୍ଦ ଉଭୟ ଅଭିନୟ କରୁଥିଲେ ଓ ଏହି ଅଭିନୟ କରୁ କରୁ ପରସ୍ପର କୁ ଭଲ ପାଇଥିଲେ । କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ନିର୍ବନ୍ଧ ସରି ଯାଇଛି । ସେମାନେ ଆଗାମୀ ଦିନ ମାନ ଙ୍କ ବିବାହ କରିବାକୁ ଯାଉଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ତିନି ସେଲିବ୍ରିଟି ଯୋଡି, ଏମାନେ ସିରିଏଲରୁ ପରସ୍ପର କୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି…

ନମସ୍କାର ଦର୍ଶକବନ୍ଧୁ ଆଗାମୀ ଦିନ ମାନଙ୍କରେ ବିଭାହ ବାନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଡ଼ିଆ ସିରିଏଲ ହିରୋଇନି ମାନେ ଦେହେଁ ପରସ୍ପର …

Leave a Reply

Your email address will not be published.