Breaking News

ମେ ୧୩ ରେ ଓଡିଶା ଆଡକୁ ମାଡି ଆସୁଛୁ ବାତ୍ୟା! ସାବଧାନ ହୋଇ ଯାଆନ୍ତୁ ଓ ଅନ୍ୟ ମାନଙ୍କୁ ସତର୍କ କରାନ୍ତୁ

ଦର୍ଶକ ବନ୍ଧୁ ପୁଣି ମାଡି ଆସୁଛି ଆଉ ଏକ ବିପଦ । ହଁବନ୍ଧୁ ଆମ ରାଜ୍ୟ ରେ ଏବେ କରୋନା ର ବିପଦ ଟାଲି ନଥିଲା ବେଳେ ପୁଣି ଆଉ ଏକ ବିପଦ ମାଡି ଆସୁଛି ଆମ ରାଜ୍ୟ କୁ । ଏହି ବିପଦ ଟି ହେଲା ବାତ୍ୟା ହଁ ବନ୍ଧୁ ଏ ନେଇ ପାଣି ପାଗ ବିଭାଗ ସୂଚନା ଦେଇଛନ୍ତି ଆଉ ଏକ ବାତ୍ୟା ମାଡି ଆସୁଛି । ଏହି ବାତ୍ୟା ଟି ଓଡ଼ିଶା ଉପକୂଳ ନହେଲେ ପଶ୍ଚିମ ବଙ୍ଗ ରେ ମାଡ଼ ହବ ବୋଲି ସୂଚନା ମିଲିଛି । ତାହେଲେ ଆସନ୍ତୁ ଜାଣିବା ପାଣି ପାଗ ବିଭାଗ ଆଉ କଣ କହିଛନ୍ତି ।

ହଁ ବନ୍ଧୁ ବଙ୍ଗୋପ ସାଗର ରେ ମାଡି ଆସୁଛି ବାତ୍ୟା ଏହା ମେ ର ଦ୍ବିତୀୟ ସପ୍ତାହ ଆଡ କୁ ଘୂର୍ଣି ବଳୟ ରେ ପରିଣତ ହବ , ଓ ଏହି ବାତ୍ୟା ଟି ଓଡ଼ିଶା ନହେଲେ ପଶ୍ଚିକ ବଙ୍ଗ ରେ ମାଡ଼ ହବ ବୋଲି ସୂଚନା ଦେଇଛନ୍ତି ଆମେରିକା ର ଗ୍ଲୋବାଲ ଫରକାଷ୍ଟ ମଡେଲ ପକ୍ଷ ରୁ ସୂଚନା ମିଳିଛି । ଏହି ବାତ୍ୟା ଟି ଚଳିତ ମାସ ଦ୍ବିତୀୟ ସପ୍ତାହ ବା ମେ ୧୦ ତାରିଖ ରୁ ବଙ୍ଗୋପ ସହର ରେ ଏକ ଲଘୁଚାପ ସୃଷ୍ଟି ହବ ଏହା ୧୨ ତାରିଖ ରେ ଘନୀଭୂତ ହୋଇ ୧୩ ତାରିଖ ଦିନ ଏହା ବାତ୍ୟା ର ରୂପ ନବ । ଏହି ବାତ୍ୟା ର ମୁଁହ ଭାରତ ର ପୂର୍ବ ଆଡକୁ ଥିବାରୁ ଏହା ଓଡ଼ିଶା ନହେଲେ ପଶ୍ଚିମ ବଙ୍ଗ ରେ ସ୍ଥଳ ଭାଗ ଛୁଇଁବ ବୋଲି ଆଶଙ୍କା କରା ଯାଇଛି ।

ଏହାକୁ ନେଇ କିଛି ବିଶେଷଜ୍ଞ ମାନେ କହିଛନ୍ତି ଯେ ଏହି ବାତ୍ୟା ଟି ଘନୀଭୂତ ହବା ଆଗରୁ ଏହି ସମୁଦ୍ର ଭିତରେ ବଳୟ ହୋଇଯିବ । ଅନ୍ୟପଟେ ଆମ ଭାରତ ରେ ଏହାକୁ ନେଇ କିଛି ସୂଚନା ମିଳି ନହିଁ , ଯଦି ଏହିଭଳି ଆଶଙ୍କା କରାଯାଏ ତାହେଲେ ଖୁବ ଶୀଘ୍ର ଜଣାଇ ଦିଆଯିବ । ଆସନ୍ତା ୧୦ ତାରିଖ ଦିନ ଏହା ଘୂର୍ଣୀ ବଳୟ ସୃଷ୍ଟି ହେବ ତାହା ବାତ୍ୟା ରେ ରୂପ ନେବ କି ନହିଁ ଆସନ୍ତା ଦୁଇ ତିନ ଦିନ ରେ ସ୍ପଷ୍ଟ ଜଣା ପଡିଯିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.