Breaking News

ଭିଡିଓ ଦେଖନ୍ତୁ – Ollywood ଅଭିନେତା ଓ ଅଭିନେତ୍ରୀ ମାନଙ୍କ ମା ମାନେ ଦେଖିବା ପାଇଁ କେମିତି

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ କାଲି ସାରିଯାଇଛି ମାତୃ ଦିବସ । ଏହି ମାତୃ ଦିବସ ରେ ମା ମାନ ଙ୍କୁ ପୂଜା କରା ଯାଇଥାଏ । ଏହି ମାତୃ ଦିବସ ରେ ପ୍ରେମ ସ୍ନେହ ର ପ୍ରତୀକ ଭାବେ ପାଳନ କରାଯାଏ। ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଏଇ ଦୁନିଆ ରେ ମା ର ସ୍ଥାନ କେହି ନେଇ ପାରିବେ ନାହିଁ । ଆପଣ ମାନେ ଜନିଛନ୍ତି କି ଏହି ମାତୃ ଦିବସ ପ୍ରତ୍ୟେକ ମେ ମାସ ଦ୍ଵିତୀୟ ରବିବାର ଦିନ ଟି ହେଉଛି ମାତୃ ଦିବସ । ହଁ ବନ୍ଧୁ ଗୋଟେ ମାର ସବୁ ସୁଖ ଶାନ୍ତି ହେଲା ତାର ସନ୍ତାନ ।

ଏହି ସନ୍ତାନ ଙ୍କୁ ଉପର କୁ ଯଦି କୌଣସି ଅସୁବିଧା ଆସି ଥାଏ ତାହେଲେ ଏହି ଅସୁବିଧା ର ସାମ୍ନା ଗୋଟେ ମା ହିଁ କରିଥାଏ । ହଁ ବନ୍ଧୁ ଗୋଟେ ମା ଯେତେବେଳେ ଗୋଟେ ସନ୍ତାନ ଜନ୍ମ କରେ ତ ସେ ନିଜ କୁ ବହୁତ୍ ଭାଗ୍ୟବାନ ବୋଲି ମନେ କରିଥାଏ ଓ ସବୁ ମା ଙ୍କ କଷ୍ଟ ମଧ୍ୟ ଦୂର୍ ହୋଇଯାଇଥାଏ ନିଜ ସନ୍ତାନ ଦେଖିଲେ । ଆପଣ ମାନେ ଜାଣିଥିବେ ଗୋଟିଏ ସନ୍ତାନ କୁ ଲାଳନ ପାଳନ କରି ବଢି ଥାଏ ତାର ମା ଓ ତାକୁ ମଧ୍ୟ ଭଲ ସଂସ୍କାର ଦେଇଥାଏ ।

ଯଦି ଏଇ ଦୁନିଆ ରେ କେହି ଭଲ ମଣିଷ ହୋଇଛନ୍ତି ତ କେବଳ ମା ମାନ ଙ୍କ ପାଇଁ । ଏହି ମାତୃ ଦିବସ ଟି କୁ ଆମ ଭାରତ ରେ ସମସ୍ତ ବ୍ୟକ୍ତି ପାଳନ କରିଥାନ୍ତି । ହଁ ବନ୍ଧୁ ସାଧାରଣ ବ୍ୟକ୍ତି ଠୁ ଧରିକି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଏହି ମାତୃ ଦିବସ ଟି କୁ ଖୁବ୍ ଧୁମ୍ ଧାମରେ ପାଳନ କରିଛନ୍ତି । ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ଓ ଦର୍ଶକ ମାନ ଙ୍କୁ ମଧ୍ୟ ଏହି ମାତୃ ଦିବସ ର ଅଭିନନ୍ଦନ ଜଣାଇଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଓଡିଆ ହିରୋଇନ ଗୁନଗୁନ (Gungun) ଙ୍କ ହଳଦୀ ରସମର ଫୁଲ ଭିଡିଓ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ …

Leave a Reply

Your email address will not be published. Required fields are marked *